ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ଜିତିବା ପରେ ଭାରତୀୟ ପୁରୁଷ ହକି ଟିମ୍ ଚଳିତ ସିଜନ୍ର ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ତୃତୀୟ ସ୍ଥାନରେ ରହିଥିଲା। ଯଦି ଭାରତୀୟ ଖେଳାଳି ପୂର୍ଣ୍ଣ ସାମର୍ଥ୍ୟ ସହ ଖେଳନ୍ତି, ତା’ହେଲେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କୁ ସ୍ୱର୍ଣ୍ଣ ଜିତିବାରୁ କେହି ଅଟକାଇ ପାରିବେନି।
ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍ରାଙ୍କ ହାତରେ ଯେତେବେଳେ ବଲ୍ ଥାଏ ଆଉ ସେ ମୁକାବିଲା ପାଇଁ ମଇଦାନରେ ଥାଆନ୍ତି, ସେତେବେଳେ ସବୁ କିଛି ବଦଳିଯାଏ। ବିଶ୍ୱର ବଡ଼ ବଡ଼ ବ୍ୟାଟର୍ ତାଙ୍କର ସାମ୍ନା କରିବାକୁ ମଧ୍ୟ ଭୟ କରନ୍ତି। ନିଜ ପ୍ରଦର୍ଶନ ଯୋଗୁଁ ଆଜି ପୁଣି ଚର୍ଚ୍ଚାକୁ ଆସିଛନ୍ତି...
ପୂର୍ବତନ ଅଧିନାୟକ ବିରାଟ କୋହଲି ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ତର୍ଜାତିକ କ୍ରିକେଟ୍ର କୌଣସି ଫର୍ମାଟ୍ରେ ଶତକ ଲଗାଇ ନାହାନ୍ତି। ଏବେ ଚାରିଆଡ଼େ ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଚର୍ଚ୍ଚା। ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ଅଛି। କୁହାଯାଇଛି, ଏହି ଗସ୍ତ କୋହଲିଙ୍କ ଭବିଷ୍ୟତ ନିର୍ଦ୍ଧାରଣ...
କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ଅତୀତରେ ମୁମ୍ବାଇକୁ ତିନି ଥର ଓ ବିଦର୍ଭକୁ ଦୁଇ ଥର ରଣଜୀ ବିଜେତା କରାଇଥିଲେ; ହେଲେ ମଧ୍ୟପ୍ରଦେଶର ମୁକୁଟ ବିଜୟ ତାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ରଖେ। ତେବେ ଏହି ସଫଳତା ପଣ୍ଡିତଙ୍କ ପାଇଁ କାହିଁକି ସ୍ୱତନ୍ତ୍ର ଏବଂ ଏହା ପଛରେ କ’ଣ ଥିଲା...
ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପରେ ପନ୍ତ ଓ ପାଣ୍ଡ୍ୟାଙ୍କ ମଧ୍ୟରେ କିଏ ସବୁ ଦୃଷ୍ଟିରୁ ଅଧିକ ଯୋଗ୍ୟ, ତାହାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
ବିସିସିଆଇ ପକ୍ଷରୁ ଖୋଜାଚାଲିଛି କି ରୋହିତଙ୍କ ପ୍ରକୃଷ୍ଟ ଉତ୍ତରାଧିକାରୀ? କିଏ ନେବେ ଏହି ସ୍ଥାନ? ଜାଣିବା ପାଇଁ ପଢନ୍ତୁ…