ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ୍ରେ ରୋଜର୍ ଫେଡ଼ରର୍ ଯୁଗର ଅବସାନ ଘଟିଛି। ୨୪ ବର୍ଷର ଦୀର୍ଘ କ୍ୟାରିଅର, ୨୦ ଗ୍ରାଣ୍ଡସ୍ଲାମ୍ ବିଜୟ, ୩୧୦ ସପ୍ତାହ ଧରି ଶୀର୍ଷ ମାନ୍ୟତାରେ ରାଜୁତି କରିବାର ବିରଳ ଉପଲବ୍ଧି, ୪୦ ଦେଶରେ ଖେଳିବାର ଅପୂର୍ବ ସୁଯୋଗ - ଏହା ଠାରୁ ଆଉ କ’ଣ ଅଧିକ ଆଶା...
ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଟିମ୍ରେ ସ୍ଥାନ ପାଇ ନାହାନ୍ତି ଦ୍ରୁତ ବୋଲର୍ ମହମ୍ମଦ ଶାମୀ। ଏଥିପାଇଁ ଚୟନକାରୀଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ଏହି ଅଭିଜ୍ଞ ଓ ଫିଟ୍ ପେସର୍ଙ୍କୁ କାହିଁକି ବାରମ୍ବାର ଅଣଦେଖା...
ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୨ ପୂର୍ବରୁ ଏସିଆ କପ୍ ପ୍ରସ୍ତୁତି ସଦୃଶ ଥିଲା। କିନ୍ତୁ ମନେ ହେଉଥିଲା ଯେମିତି ଟିମ୍ ଇଣ୍ଡିଆ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ଥିଲା। ଏବେ ଭୟ ଘାରିଲାଣି, ଟି-୨୦ ମହାକୁମ୍ଭରେ ଏସିଆ କପ୍ ଦଶା...
ଏକଦା ଟିମ୍ ଇଣ୍ଡିଆ ପାଇଁ ଏକପ୍ରକାର ଅଲୋଡ଼ା ହୋଇଯାଇଥିବା ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏତେ ଲୋଡ଼ା ପଡ଼ିଲେଣି କାହିଁକି? ଟି-୨୦ ବିଶ୍ୱକପ୍ ୨୦୨୨ରେ ସେ ଟିମ୍ ପାଇଁ ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ କି? ହୋଇପାରନ୍ତି କି ସେ ଭାରତୀୟ ଟିମ୍ର ଉପ-ଅଧିନାୟକ? ଜାଣିବା ପାଇଁ ପଢନ୍ତୁ…...
ଭାରତୀୟ ହକି କହିଲେ ଯାହାଙ୍କ ନାଁ ମନ ଭିତରେ ସ୍ୱତଃ ଭାସି ଆସେ, ସେ ହେଉଛନ୍ତି ତିନି ଥର ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ମେଜର୍ ଧ୍ୟାନ ଚାନ୍ଦ। ଅସାମାନ୍ୟ ଖେଳାଳି, ‘ହକି ଯାଦୁକର’ ଭାବରେ ଆଖ୍ୟାୟିତ; ଅଥଚ ଧ୍ୟାନ ଚାନ୍ଦଙ୍କୁ ପ୍ରଥମ କ୍ରୀଡ଼ାବ୍ୟକ୍ତିତ୍ୱ ଭାବେ ମରଣୋତ୍ତର ‘ଭାରତ ରତ୍ନ’...
ଏସିଆ କପ୍ରେ ଭାରତ ପାଖରେ କ୍ରମାଗତ ତୃତୀୟ ମୁକୁଟ ଜିତିବାର ସୁଯୋଗ ରହିଛି। ଅନେକ ପୂର୍ବତନ କ୍ରିକେଟର୍ ଏଥର ବି ଟିମ୍ ଇଣ୍ଡିଆକୁ ତା’ର ସାମର୍ଥ୍ୟ ଦୃଷ୍ଟିରୁ ଫେଭରିଟ୍ ବିବେଚନା କରୁଛନ୍ତି। ତେବେ ଗତ କିଛି ବର୍ଷ ହେଲା ପ୍ରଭାବଶାଳୀ ପ୍ରଦର୍ଶନ କରିଆସୁଥିବା ପାକିସ୍ତାନ ରୋହିତ ଶର୍ମାଙ୍କ ଟିମ୍...
ଟେନିସ୍ ଜଗତରେ ଏବେ ଆମେରିକୀୟ ତାରକା ସେରେନା ଓ୍ୱିଲିଅମ୍ସଙ୍କୁ ନେଇ ଚର୍ଚ୍ଚା। ଦୁଇ ଦଶନ୍ଧିର ଦୀର୍ଘ ଆଧିପତ୍ୟ ପରେ ଅବସର ନେବାକୁ ଯାଉଛନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି। ୟୁଏସ୍ ଓପନ୍ ହେବ ତାଙ୍କର ଶେଷ ଗ୍ରାଣ୍ଡ୍ସ୍ଲାମ୍ ଓ ଶେଷ ଟୁର୍ଣ୍ଣାମେଣ୍ଟ। ଏଥି ସହିତ ଅଧୁରା ରହିଯିବ ତାଙ୍କର...
ଝିଅ ପିଲା କ’ଣ କ୍ରିକେଟ୍ ଖେଳିବ; କ୍ରିକେଟ୍ ଖେଳିଲେ କଳା ପଡ଼ିଯିବ, କେହି ବାହା ହେବେନି ଭଳି ବାର କଥାକୁ ଖାତିର ନ କରି ସେ ଉପରକୁ ଉଠିଥିଲେ। ତାଙ୍କ ଭିତରର ଅଦମନୀୟ ଇଚ୍ଛାଶକ୍ତି ଆଗରେ ନାକ ଟେକୁଥିବା ଲୋକମାନେ କାହିଁ କୁଆଡ଼େ ହଜିଗଲେ; ଅଥଚ ଅର୍ଜୁନ ପୁରସ୍କାରରେ...
ମହେନ୍ଦ୍ର ସିଂ ଧୋନି ଓ ରିଷଭ ପନ୍ତ - ଉଭୟଙ୍କ ମଧ୍ୟରେ ଯେତେବେଳେ ବି ତୁଳନା କରାଯାଏ, ନିକିତିର ଗୋଟିଏ ପଟ ବହୁତ ଓଜନିଆ ହୋଇଯାଏ। ଏବେ ପ୍ରତିଭାଶାଳୀ ପନ୍ତଙ୍କ ପ୍ରଦର୍ଶନରେ କିମ୍ବଦନ୍ତୀ ଧୋନିଙ୍କ ଝଲକ ଦେଖିବାକୁ ପାଇଛନ୍ତି କ୍ରିକେଟ୍ ବିଶ୍ଳେଷକ। ଫଳରେ ପୁଣି ଥରେ ତୁଳନା ହୋଇଛି;...
ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ଜିତିବା ପରେ ଭାରତୀୟ ପୁରୁଷ ହକି ଟିମ୍ ଚଳିତ ସିଜନ୍ର ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ତୃତୀୟ ସ୍ଥାନରେ ରହିଥିଲା। ଯଦି ଭାରତୀୟ ଖେଳାଳି ପୂର୍ଣ୍ଣ ସାମର୍ଥ୍ୟ ସହ ଖେଳନ୍ତି, ତା’ହେଲେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କୁ ସ୍ୱର୍ଣ୍ଣ ଜିତିବାରୁ କେହି ଅଟକାଇ ପାରିବେନି।
ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍ରାଙ୍କ ହାତରେ ଯେତେବେଳେ ବଲ୍ ଥାଏ ଆଉ ସେ ମୁକାବିଲା ପାଇଁ ମଇଦାନରେ ଥାଆନ୍ତି, ସେତେବେଳେ ସବୁ କିଛି ବଦଳିଯାଏ। ବିଶ୍ୱର ବଡ଼ ବଡ଼ ବ୍ୟାଟର୍ ତାଙ୍କର ସାମ୍ନା କରିବାକୁ ମଧ୍ୟ ଭୟ କରନ୍ତି। ନିଜ ପ୍ରଦର୍ଶନ ଯୋଗୁଁ ଆଜି ପୁଣି ଚର୍ଚ୍ଚାକୁ ଆସିଛନ୍ତି...
ପୂର୍ବତନ ଅଧିନାୟକ ବିରାଟ କୋହଲି ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ତର୍ଜାତିକ କ୍ରିକେଟ୍ର କୌଣସି ଫର୍ମାଟ୍ରେ ଶତକ ଲଗାଇ ନାହାନ୍ତି। ଏବେ ଚାରିଆଡ଼େ ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଚର୍ଚ୍ଚା। ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ଅଛି। କୁହାଯାଇଛି, ଏହି ଗସ୍ତ କୋହଲିଙ୍କ ଭବିଷ୍ୟତ ନିର୍ଦ୍ଧାରଣ...
କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ଅତୀତରେ ମୁମ୍ବାଇକୁ ତିନି ଥର ଓ ବିଦର୍ଭକୁ ଦୁଇ ଥର ରଣଜୀ ବିଜେତା କରାଇଥିଲେ; ହେଲେ ମଧ୍ୟପ୍ରଦେଶର ମୁକୁଟ ବିଜୟ ତାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ରଖେ। ତେବେ ଏହି ସଫଳତା ପଣ୍ଡିତଙ୍କ ପାଇଁ କାହିଁକି ସ୍ୱତନ୍ତ୍ର ଏବଂ ଏହା ପଛରେ କ’ଣ ଥିଲା...
ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପରେ ପନ୍ତ ଓ ପାଣ୍ଡ୍ୟାଙ୍କ ମଧ୍ୟରେ କିଏ ସବୁ ଦୃଷ୍ଟିରୁ ଅଧିକ ଯୋଗ୍ୟ, ତାହାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
ବିସିସିଆଇ ପକ୍ଷରୁ ଖୋଜାଚାଲିଛି କି ରୋହିତଙ୍କ ପ୍ରକୃଷ୍ଟ ଉତ୍ତରାଧିକାରୀ? କିଏ ନେବେ ଏହି ସ୍ଥାନ? ଜାଣିବା ପାଇଁ ପଢନ୍ତୁ…