• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Road Accident
Bhadrak Road Accident: ବସ୍‌କୁ ଧକ୍କା ଦେଲା କଣ୍ଟେନର; ୧୦ ତୀର୍ଥଯାତ୍ରୀ ଆହତ

ବସ୍‌ରେ ୬୦ରୁ ଅଧିକ ତୀର୍ଥଯାତ୍ରୀଥିବା ଜଣାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।

Massive Avalanche Strikes Badrinath
Badrinath Avalanche: ହିମ ବିଭୀଷିକା: ଧସିଲା ବରଫ ପାହାଡ଼; ସାମ୍ନାକୁ ଆସିଲା ଛାତିଥରା ଚିତ୍ର...

ଭାରତର ଶେଷ ଗାଁରେ ହିମ ବିଭୀଷିକା । ବଦ୍ରିନାଥ ନିକଟରେ ଧସିଲା ବରଫ ପାହାଡ଼ । ଆଖି ପିଛୁଳାକେ ମାଡ଼ି ଆସିଲା ବିରାଟ ଆଭାଲାଞ୍ଚ୍ । ୫୦ରୁ ଅଧିକ ଶ୍ରମିକଙ୍କ ଉପରେ ମାଡ଼ି ବସିଲା ଟନ୍ ଟନ୍ ବରଫ ।

Badrinath Avalanche
Badrinath Avalanche: ବଦ୍ରିନାଥରେ ଭୟଙ୍କର ହିମସ୍ଖଳନ, ବରଫ ଅତଡା ତଳେ ୪୦ ଶ୍ରମିକ, ଚାଲିଛି ଉଦ୍ଧାର କାର୍ଯ୍ୟ

ଉତ୍ତରାଖଣ୍ଡ ବଦ୍ରିନାଥରେ ବଡ଼ ଧରଣର ହିମସ୍ଖଳନ । ପ୍ରବଳ ତୁଷାରପାତ ପରେ ହିମସ୍ଖଳନ ଘଟିଛି । ପ୍ରାୟ ୪୭ରୁ ଅଧିକ ଲୋକ ବରଫ ଅତଡ଼ା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । BRO ଓ ITBP ଟିମ୍ ଦ୍ବାରା ଉଦ୍ଧାର କାମ ଜାରି ।

Road Accident
Road Accident: ରାସ୍ତା ପାର ହେଉଥିଲା; ନାବାଳକ ଉପରେ ମାଡ଼ିଗଲା ଟ୍ରକ୍

ବାଦଲ ସଙ୍କଟପାଲି ଗାଁକୁ ବାପାଙ୍କ ସହ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲା। ଆଜି ଘରକୁ ଫେରିଥାନ୍ତା। ହେଲେ ସବୁ ଓଲଟପାଲଟ ହୋଇଗଲା। ନିର୍ଦ୍ଦୟ ହୋଇ ହୋଇଗଲା ଦଇବ। ମା’ କୋଳରୁ ପୁଅକୁ ଛଡ଼ାଇ ନେଲା। ରାସ୍ତା ପାର ହୋଇ ଆସୁଥିବା ବେଳେ ନାବାଳକ ଉପରେ ମାଡ଼ିଗଲା ଟ୍ରକ୍।

Lingaraj Temple
Lingaraj Temple; ମହାଦୀପ ବେଳେ କାହିଁକି ଘଟିଲା ବଡ଼ ଅଘଟଣ ? ବଖାଣିଲେ ଆହତ ସେବାୟତଙ୍କ ପୁଅ

ଗତକାଲି ମହାଦୀପ ଧରି ଲିଙ୍ଗରାଜ ମନ୍ଦିର ଚୂଡାକୁ ଚଢିବା ବେଳେ ହଠାତ ଖସିପଡିଥିଲେ ସେବାୟତ ଯୋଗେନ୍ଦ୍ର । ଫଳରେ ନିର୍ଦ୍ଧାରିତ ସମୟରୁ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଅର୍ଥାତ ରାତି ପ୍ରାୟ ୧୦ଟା ୪୦ ବେଳକୁ ଉଠିଥିଲା ମହାଦୀପ। 

tunnel
୪ ଦିନ ହେଲାଣି ମାଟି ତଳେ ଫସି ରହିଛନ୍ତି ୮ ଶ୍ରମିକ

ତେଲେଙ୍ଗାନରେ ଟନେଲ ଭୁଷୁଡ଼ିବା ଘଟଣାକୁ ୪ ଦିନ ହେଲାଣି। ଏବେବି ମାଟି ତଳେ ଫସି ରହିଛନ୍ତି ୮ ଶ୍ରମିକ। ସମାନେ କେମିତି ଅଛନ୍ତି। କ’ଣ କରୁଛିନ୍ତି କିଛି ବି ହୋଇପାରୁନି ଯୋଗାଯୋଗ।

mo bus
ଆମ ବସ୍ ଡ୍ରାଇଭର ଓ ଗାଇଡ ନିଲମ୍ବିତ

ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଦୁଇ ଯୁବକଙ୍କୁ ଆମ ବସ୍ ଧକ୍କା ଦେବା ଘଟଣାରେ କ୍ରୁଟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ। ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ବସର ଡ୍ରାଇଭର ଓ ଗାଇଡକୁ ନିଲମ୍ବନ କରାଯାଇଛି।

ରକ୍ତମୁଖା ‘ମୋ ବସ୍‌’
Road Accident: ରାଜଧାନୀରେ ଦୁର୍ଘଟଣା; ୨ ଯୁବକଙ୍କ ଉପରେ ମାଡ଼ିଗଲା ମୋ ବସ୍‌

ରଞ୍ଜିତଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ହୃଦାନନ୍ଦଙ୍କ  କାନ୍ଧ ଓ ଅଣ୍ଟାରେ ଆଘାତ ଲାଗିଛି। ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।

Telangana Tunnel Collapse
Telangana Tunnel Collapse: ଗଡୁଛି ସମୟ, ମଉଳୁଛି ଜୀବନ ଆଶା...୩ ଦିନ ହେଲାଣି କେମିତି ଅଛନ୍ତି ୮ ଶ୍ରମିକ ?

ଆଜକୁ ୩ ଦିନ ହେଲାଣି ସରିବାର ନାଁ ଧରୁନି ତେଲେଙ୍ଗାନା ଶ୍ରୀଶୈଲମ୍ ଟନେଲ୍ ରେସ୍କ୍ୟୁ ଅପରେସନ୍ । ଏବେ ବି ଅନ୍ଧାରୀ ସୁଡଙ୍ଗ ଭିତରେ ଫସିରହିଛି ୮ ଜୀବନ । ତେବେ ରେସ୍କ୍ୟୁ କାର୍ଯ୍ୟରେ ଶେଷ ୪୦ ମିଟର ବାଧା ସାଜିଥିବା ସୂଚନା ମିଳିଛି ।

Earthquake
Earthquake: ଓଡ଼ିଶାରେ ମୃଦୁ ଭୂକମ୍ପ; ଥରିଲା ରାଜଧାନୀ

ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଛି।

Telangana Tunnel Collapse
ଟନେଲ୍ ଟ୍ରାଜେଡିରେ ମଉଳି ଯାଉଛି ଜୀବନ ଆଶା

ତେଲେଙ୍ଗାନା ଟନେଲ୍ ଟ୍ରାଜେଡିରେ ମଉଳି ଯାଉଛି ଜୀବନ ଆଶା। ୬୦ ଘଣ୍ଟା ପରେ ବି ଫସିଥିବା ୮ ଶ୍ରମିକ ଓ କର୍ମଚାରୀଙ୍କ ସ୍ଥିତି ଅସ୍ପଷ୍ଟ। ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ଶେଷ ୪୦ ମିଟର। ରେସ୍କ୍ୟୁ ଅପରେସନରେ ୯ ଏଜେନ୍ସି ସହ ସାମିଲ ହେଲେ ୬ ରାଟ୍ ମାଇନର ।

Accident
Bihar Accident: ଅଟୋରେ ଫେରୁଥିଲେ ଶ୍ରମିକ; ଚାପିଦେଲା ଟ୍ରକ୍, ୭ ମୃତ

ମୃତକଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସମସ୍ତ ଶ୍ରମିକ ପାଟନାରେ କାମ କରିବା ପରେ ନିଜ ଗାଁ ଖରାଟକୁ ଫେରୁଥିଲେ। ସେମାନେ ପ୍ରତିଦିନ କାମ ପାଇଁ ଯିବା ଆସିବା କରନ୍ତି ଓ ରାତିରେ ଫେରନ୍ତି। ଦୁର୍ଭାଗ୍ୟବଶତଃ, ରବିବାର ରାତିରେ ଏହି ଦୁଃଖଦ ଦୁର୍ଘଟଣା ଯୋଗୁଁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି।

 Telangana tunnel collapse
Telangana Tunnel Collapse: ଉଦ୍ଧାର ଅପେକ୍ଷାରେ ୮ ଜୀବନ, ଆଉ ମାତ୍ର କେଇ ମିଟର...

ତେଲେଙ୍ଗାନା ଟନେଲ୍ ଭୁଶୁଡ଼ିବା ଘଟଣାରେ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ଜାରି ରହିଛି ରେସ୍କ୍ୟୁ ଅପରେସନ । ସେନା ଓ NDRF ଉଦ୍ଧାର କାର୍ଯ୍ୟରେ ମୁତୟନ ।

Mo Bus Catches Fire
Mo Bus Catches Fire: ମୋ ବସ୍‌ରେ ଲାଗିଲା ନିଆଁ,ଝରକା ବାଟେ ବାହାରିଲେ ଯାତ୍ରୀ

ଜଗତପୁର ଥାନା ଅଧୀନସ୍ଥ ବିରୂପା ବ୍ୟାରେଜ ନିକଟରେ 'ମୋ ବସ୍‌ରେ' ଅଚାନକ ନିଆଁ ଲାଗିଯାଇଥିଲା । ସେହି ସମୟରେ ବସ୍‌ରେ ସେନ୍ସର ଗେଟ୍‌ରେ ଲକ୍ ପଡିଯାଇ ଆଉ ଖୋଲିନଥିଲା । ଫଳରେ ବସ୍‌ ଭିତରେ ଥିବା ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ ।

Train Accident in Balasore
Train Halted in Balasore: ବାଲେଶ୍ୱର ସବିରା ଷ୍ଟେସନରେ ନ୍ୟୁ ଜଲପାଇଗୁଡ଼ି-ଚେନ୍ନାଇ ଟ୍ରେନରୁ ଖସି ପଡ଼ିଲା ବ୍ୟାଟେରୀ ବକ୍ସ

ଯାତ୍ରୀବାହୀ ଟ୍ରେନ୍‌ଟି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାତ୍ରୀମାନେ ସୁରକ୍ଷିତ ରହିଥିବା ଜଣାପଡିଛି । ଦୀର୍ଘ ସମୟ ଧରି ଟ୍ରେନ୍‌ଟି ଅଟକି ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Road accident in Khurdha
Car-Truck Collision: ଟ୍ରକ୍‌କୁ ପଛରୁ ପିଟିଲା ଦ୍ରୁତଗାମୀ କାର୍‌, ଚାଲିଗଲା ୩ ଜୀବନ

ଖୋର୍ଦ୍ଧା ପୀତାପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା କାର୍ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

Bus Accident
Bus Accident: ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଓଲଟିଲା ବସ୍, ୨୦ ଯାତ୍ରୀ ଆହତ

ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଓଲଟି ପଡିଲା OSRTC ବସ୍‌ । ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ । ସମସ୍ତଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ।

Road Accident
Road Accident: ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ...ଜଣେ ମୃତ, ଏକାଧିକ ଛାତ୍ରଛାତ୍ରୀ ଆହତ

ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ନେଇ ଯାଉଥିବା ଗାଡି ଦୁର୍ଘଟଣା । ଜଣେ ଛାତ୍ରୀ ଗୁରୁତର ଥିବାବେଳେ ଏକାଧିକ ଛାତ୍ରଛାତ୍ରୀ ଆହତ । ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି ।

Fire
Fire Breaks Out: ଫାଟିଲା ଗ୍ୟାସ ଟାଙ୍କି; ଜଳିଗଲେ ପୂରା ପରିବାର

ଗତକାଲି ରାତିରେ ଘରେ ରୋଷେଇ ଚାଲିଥିଲା। ଏହି ସମୟରେ ହଠାତ୍ ଗ୍ୟାସ ଲିକ୍ ହୋଇଥିଲା। ପରେ ସଙ୍ଗେ ସଙ୍ଗେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇ ବିସ୍ଫୋରଣ ହୋଇଥିଲା।

Plane Crash
America Plane Crash: ଆମେରିକାରେ ପୁଣି ପ୍ଲେନ୍‌ କ୍ରାସ୍‌; ମଝି ଆକାଶରେ ଧକ୍କା ହେଲେ ୨ ବିମାନ, ୨ ମୃତ

ବଢିଚାଲିଛି ବିମାନ ଦୁର୍ଘଟଣା। ମାସକ ଭିତରେ ବିମାନ ଦୁର୍ଘଟଣାରେ ମୋଟ୍ ୮୬ ଜୀବନ ଗଲାଣି। ଏହା ପୂର୍ବରୁ ଜାନୁଆରୀ ୨୯ ରେ ୱାଶିଂଟନ୍ ନିକଟରେ ଏକ ଆମେରିକୀୟ ଏୟାରଲାଇନ୍ସର ଜେଟ ଏବଂ ସାମରିକ ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା।

Fire
Fire Breaks Out: ଜଳିଗଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ

ସୁକିନ୍ଦା ରଥ ଛକ ଠାରେ ପ୍ରଭୁ ଜଗନ୍ନାଥଙ୍କ ରଥକୁ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ସେହି ରାସ୍ତାରେ ବିବାହ ପ୍ରୋସେସନ୍ ଯାଉଥିଲା। ବରଯାତ୍ରୀମାନେ ପ୍ରୋସେସନ ସମୟରେ ବାଣ ଫୁଟାଉଥିଲେ। ଏହି ବାଣର ନିଆଁ ମହାପ୍ରଭୁଙ୍କ ରଥରେ ଲାଗିଥିବା ଛଣ ସଂସ୍ପର୍ଶରେ ଆସିଯାଇଥିଲା।

plane accident
Plane Crash: ଲ୍ୟାଣ୍ଡିଂ ବେଳେ ରନୱେରେ ଓଲଟିଲା ବିମାନ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିବା ବେଳେ ଓଲଟି ପଡିଲା ବିମାନ । କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ଘଟିଛି ଏହି ବଡ ଦୁର୍ଘଟଣା ।

 Mo Bus
Bhubaneswar Mo Bus Accident: ରାଜଧାନୀ ମୋ ବସ୍ ଆତଙ୍କ, ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼

ରାଜଧାନୀ ରାଜରାସ୍ତାରେ ଆତଙ୍କ ମଚାଇ ଚାଲିଛି ମଣିଷ ମରା ମୋ ବସ୍। ବେପରୁଆ ଗାଡ଼ି ଚାଳନାର ସବୁ ସୀମା ପାର କରିଛନ୍ତି ଡ୍ରାଇଭର। ବାଟରେ ଘାଟରେ ମୋ ବସକୁ ଦେଖିଲେ ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼।

mo bus
Odisha Mo Bus Accident: ମୋ ବସ୍ ଦୁର୍ଘଟଣା, ଝିଅ ପରେ ପ୍ରାଣ ହରାଇଲା ମା’

ଭୁବନେଶ୍ବର ପାତ୍ରପଡ଼ା ମୋ ବସ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ୧୪ ତାରିଖ ଦିନ ଘଟିଥିବା ଦୁର୍ଘଟଣାରେ ପ୍ରଥମେ ଝିଅର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଥିବା ମା’ଙ୍କ ସୋମବାର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି। ଗତ ଶୁକ୍ରବାର ପାତ୍ରପଡ଼ାରେ ଘଟିଥିଲା ଦୁର୍ଘଟଣା। ମୋ ବସ୍ ଧକ୍କାରେ ପ୍ରଥମେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

MO Bus
ଭୁବନେଶ୍ୱରରେ କେମିତି ଦୁର୍ଘଟଣା ଭିଆଇଥିଲା ‘ମୋ ବସ୍’?

ଆଜି ଆମେ ସେହି ଘାତକ ‘ମୋ ବସ’ର ଆଉ ଏକ ଛାତିଥରା ଦୃଶ୍ୟ ଦେଖାଉଛୁ। ଯାହା ହୁଏତ ଆପଣଙ୍କୁ ବିଚଳିତ କରିପାରେ। ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ କେମିତି ସ୍କୁଟରକୁ ଘୋଷାଡ଼ି ନେଉଛି ବସ।