/odishatv-khabar/media/media_files/2025/11/28/rain-alert-2025-11-28-14-00-27.jpg)
rain alert Photograph: (OTV)
ମାଲାକ୍କା ପ୍ରଣାଳୀରେ ସୃଷ୍ଟ ବାତ୍ୟା ସେନୟାର ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇସାରିଥିବା ବେଳେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ବାତ୍ୟାର ରୂପ ନେଇଛି ।
ଡିଟୱା ନାଁରେ ନାମିତ ଏହି ବାତ୍ୟା ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଚେନ୍ନାଇଠାରୁ 560 କିଲୋମିଟର ଏବଂ ପୁଡୁଚେରୀଠାରୁ 460କିଲୋମିଟର ଦୂରରେ ରହିଛି । କ୍ରମେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଉତ୍ତର ତାମିଲନାଡୁ-ପୁଡୁଚେରୀ-ଦକ୍ଷିଣ ଆନ୍ଧ୍ର ଉପକୂଳରେ ପହଞ୍ଚିବ ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ପ୍ରଭାବରେ ଶ୍ରୀଲଙ୍କା ସହ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷା ହେବ । ଓଡିଶାରେ ଏହାର ପ୍ରଭାବ ରହିବା ସମ୍ଭାବନା କମ୍ । ତେବେ ଦକ୍ଷିଣ ଓ ଉପୂକଳବର୍ତ୍ତୀ ଓଡ଼ିଶାରେ ପାଗ ମେଘୁଆ ରହିପାରେ । ...
ବାତ୍ୟା ‘ଡିଟୱା’: ୪ ରାଜ୍ୟକୁ ଆଲର୍ଟ
ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଡିଟୱା’କୁ ନେଇ ୪ ରାଜ୍ୟକୁ ଆଲର୍ଟ
ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଓ ତେଲେଙ୍ଗାନାକୁ ଆଲର୍ଟ
୪ ରାଜ୍ୟରେ ୩୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
ଶ୍ରୀଲଙ୍କା, ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରରେ ଭୀଷଣ ବର୍ଷା ସମ୍ଭାବନା
ଓଡିଶାରେ ବାତ୍ୟା ‘ଡିଟୱା’ର ପ୍ରଭାବ ରହିବା ସମ୍ଭାବନା କମ୍
Big Changes in Labour Law: ଆଉ ଗ୍ରାଚୁଇଟି ପାଇଁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି , ବଦଳିଲା ଆହୁରି ଅନେକ ନିୟମ

Three Foot Doctor: ଚର୍ଚ୍ଚାରେ ୩ ଫୁଟ ଉଚ୍ଚତାର ଡାକ୍ତର , ରୋଗୀ ଦେଖିଲେ ହୁଅନ୍ତି ଆଶ୍ଚର୍ଯ୍ୟ

Horror In Odisha: ମରିଗଲା ମାନବିକତା, ମଝି ରାସ୍ତାରେ ସ୍ବାମୀର ଶବକୁ ଜଗି ବସିଛି ସ୍ତ୍ରୀ

BJP lodges cyber complaint: ବିଜେଡି ନେତା ମନ୍ମଥଙ୍କ ବିରୋଧରେ ମାମଲା, ବିଜେପି ଲିଗାଲ୍ ସେଲ୍ ଅଭିଯୋଗ ଆଧାରରେ ମାମଲା ରୁଜୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)