/odishatv-khabar/media/media_files/2025/11/28/manmat-rautray-2025-11-28-11-50-50.jpg)
MANMAT-RAUTRAY Photograph: (OTV)
ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢିଲା ଅଡୁଆ। ମନ୍ମଥଙ୍କ ବିରୋଧରେ ମାମଲା ରୁଜୁ କରିଛି ଭୁବନେଶ୍ୱର ସାଇବର ଥାନା। ବିଜେପି ଲିଗାଲ ସେଲ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପତ୍ତଜନକ ମନ୍ତବ୍ୟ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବିଜେପି ଲିଗାଲ ସେଲ। ମାମଲାରେ ମନ୍ମଥଙ୍କ ବିରୋଧରେ ଲାଗିଛି ୫ଟି ଦଫା। ...ଏନେଇ ମନ୍ମଥଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଏବେ ସେ ମୁମ୍ବାଇରେ ଅଛନ୍ତି, ଭୁବନେଶ୍ବର ପହଂଚିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବେ।
Advertisment
ମନ୍ମଥଙ୍କ ବିରୋଧରେ ମାମଲା
ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢ଼ିଲା ଅଡୁଆ
ମନ୍ମଥଙ୍କ ବିରୋଧରେ ଭୁବନେଶ୍ବର ସାଇବର ଥାନାରେ ମାମଲା ରୁଜୁ
ବିଜେପି ଲିଗାଲ୍ ସେଲ୍ ଅଭିଯୋଗ ଆଧାରରେ ମାମଲା ରୁଜୁ
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ
ମୁମ୍ବାଇରେ ଅଛି, ଭୁବନେଶ୍ବରରେ ପହଂଚିଲେ ପ୍ରତିକ୍ରିୟା ରଖିବି: ମନ୍ମଥ
Advertisment



Related Articles
President Droupadi Murmu: ରାଜଭବନରେ ରାତ୍ରଭୋଜନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
POSTED

Scientists Discover : ମଣିପୁର ଇମ୍ଫାଲ ଘାଟିରୁ ଯାହା ମିଳିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା
POSTED

Odisha Pavilion Wins: ଓଡ଼ିଶା ମଣ୍ଡପ ଜିତିଲା ସ୍ବର୍ଣ୍ଣ ପଦକ, କ୍ରମାଗତ ଚତୁର୍ଥ ଥର ପାଇଁ ପୁରସ୍କୃତ
POSTED

Cross-Border Love: ପ୍ରେମିକ ପାଇଁ ବିଦେଶରୁ ଦୌଡ଼ି ଆସିଲେ ପ୍ରେମିକା , ପାରଳାଖେମୁଣ୍ଡିରେ ନିଆରା ବାହାଘର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)