/odishatv-khabar/media/media_files/2026/01/01/google-maps-misguides-2026-01-01-14-05-44.jpg)
Google Maps Misguides Photograph: (OTV)
ଧୋକା ଦେଲା ଗୁଗଲ ମ୍ୟାପ। ଗାଁକୁ ମାଡ଼ି ଗଲା ଟ୍ରକ, ଭାଙ୍ଗି ଗଲା ଘର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ।
Advertisment
ସୂଚନା ଅନୁଯାୟୀ ଆଜି ଭୋର ସମୟରେ କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିଲା। ନୂଆ କରି ଧାମରାକୁ ଗାଡି ନେଇ ଯାଉଥିବା ଡ୍ରାଇଭରକୁ ରାସ୍ତା ଜଣା ନ ଥିବାରୁ ସେ ଗୁଗଲ ମ୍ୟାପ ଦେଖି ଗାଡି ଚଳାଉ ଥିଲେ । ମାତ୍ର ଭଦ୍ରକ-ଚନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଗାଡି ଚଳାଇ ଗାଁ ଭିତରକୁ ନେଇ ଯାଇ ଥିଲେ। ଅଣଓସରିଆ ଗାଁ ଭିତରେ ବଡ଼ ଟ୍ରକଟି ଆଉ ବୁଲି ନ ପାରି ଜଣଙ୍କ ଘର ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ବାଂଶଡା ପୋଲିସ ପହଞ୍ଚି ଗାଡିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି ।
Advertisment



Related Articles
New Rules from January 1, 2026: ନୂଆ ବର୍ଷରୁ ନୂଆ ନିୟମ, ପକେଟ୍ ଉପରେ ପଡିବ ପ୍ରଭାବ
POSTED

Dense Fog Strands Passenger Ferry: ନୂଆବର୍ଷରେ ବଡ଼ ଅଘଟଣ; ଭସାପୋଲରୁ ବ୍ୟକ୍ତି ନିଖୋଜ
POSTED

Dense Fog Disrupts Flight Operations: ଘନ କୁହୁଡ଼ି: ରନଓ୍ୱେରେ ଅଟକିଛି ଏକାଧିକ ବିମାନ...
POSTED

New Year Greetings: ନୂଆବର୍ଷରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)