/odishatv-khabar/media/media_files/2026/01/01/new-year-greetings-2026-01-01-12-04-48.jpg)
New Year Greetings Photograph: (OTV)
ନୂଆବର୍ଷରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ ମିଡିଆ ‘ଏକ୍ସ’ରେ ସେ ନୂଆବର୍ଷ ଶୁଭେଛା ବାର୍ତ୍ତାରେ ଭାରତୀୟମାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଉଛି ବୋଲି ଲେଖିଛନ୍ତି।
नव वर्ष के उल्लासपूर्ण अवसर पर, मैं देश और विदेश में बसे सभी भारतीयों को हार्दिक बधाई और शुभकामनाएं देती हूं। pic.twitter.com/GEj29ZxOxd
— President of India (@rashtrapatibhvn) January 1, 2026
ସେହିପରି ନୂଆବର୍ଷ ଶୁଭେଛା ବାର୍ତ୍ତାରେ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ୨୦୨୬ ପାଇଁ ଅନେକ ଅନେକ ଶୁଭକାମନା। ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ଆଶା, ନୂତନ ସଂକଳ୍ପ ଏବଂ ନୂତନ ଆତ୍ମବିଶ୍ୱାସ ଆଣିଦେଉ। ଏହା ସମସ୍ତଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉ।
2026 की आप सभी को बहुत-बहुत शुभकामनाएं। कामना करते हैं कि यह वर्ष हर किसी के लिए नई आशाएं, नए संकल्प और एक नया आत्मविश्वास लेकर आए। सभी को जीवन में आगे बढ़ने की प्रेरणा दे।
— Narendra Modi (@narendramodi) January 1, 2026
ज्ञानं विरक्तिरैश्वर्यं शौर्यं तेजो बलं स्मृतिः।
स्वातन्त्र्यं कौशलं कान्तिर्धैर्यं मार्दवमेव च ॥ pic.twitter.com/vMhlHe3fGR
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। ନୂତନ ବର୍ଷରେ ନୂତନ ସଙ୍କଳ୍ପ ସହ ସଶକ୍ତ ଓଡିଶା ଓ ସମୃଦ୍ଧ ଓଡିଶାର ଅହ୍ବାନ ଦେଇଛନ୍ତି ।
ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ଓଡ଼ିଶାର ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ନୂଆ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆତ୍ମବିଶ୍ୱାସ ନେଇଆସୁ। pic.twitter.com/aS13sB6hAZ
— Mohan Charan Majhi (@MohanMOdisha) January 1, 2026
ସେହିପରି କେନ୍ଦ୍ରାପଡା ସଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ୍ୟ ବୈଜୟନ୍ତ ପଣ୍ଡା ମଧ୍ୟ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ନୂଆ ବର୍ଷ ସମସ୍ତଙ୍କ ପାଇଁ ଭଲ ସ୍ବାସ୍ଥ୍ୟ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି ଶୁଭକାମନା କରିଛନ୍ତି।
Warm greetings to everyone on #NewYear2026. A new year brings new responsibilities, higher aspirations and renewed determination. With unity, innovation and service at the core, let us move forward together in strengthening India’s growth story and expanding opportunities for… pic.twitter.com/HyYM5W8nxa
— Baijayant Jay Panda (@PandaJay) January 1, 2026
ସେହିପରି ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ନୂଅତନ ବର୍ଷର ଶୁଭକାମନା ଜଣାଇ ଏହା ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ ବୋଲି ବାର୍ତ୍ତା ଦେଇଛନ୍ତି ।
ଇଂରାଜୀ ନୂଆବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ। ବନ୍ଦେ ଉତ୍କଳ ଜନନୀ 🙏#HappyNewYearpic.twitter.com/zSnFXuhUAM
— Naveen Patnaik (@Naveen_Odisha) December 31, 2025
Yearly Horoscope 2026: ଜାନୁଆରୀ ୧ରୁ ଆରମ୍ଭ ହେବ ଏହି ରାଶିଙ୍କର ଶୁଭ ସମୟ...

New Year 2026: ନୂଆ ସଙ୍କଳ୍ପ, ଅନେକ ଆଶା ନେଇ ବର୍ଷ ୨୦୨୬କୁ ୱେଲକମ୍

New Year's celebrations: ନ୍ୟୁଜିଲାଣ୍ଡରେ ନୂଆବର୍ଷର ପ୍ରଥମ ଝଲକଠାରୁ ନୂଆବର୍ଷ ଆରମ୍ଭ, ୨୦୨୬ କୁ ବେସ୍ ଧୁମଧାମରେ ସ୍ୱାଗତ

Dense Fog Reduces Visibility: କମିଛି ଶୀତ, ବଢିଛି କୁହୁଡିର ପ୍ରକୋପ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)