ଅଜଣା ସ୍ଥାନରେ ଅଜଣା ଲୋକଙ୍କୁ ସ୍ୱପ୍ନରେ ଦେଖିଲେ ଏହା ଶୁଭ ସୂଚନା ଦେଇଥାଏ। ଏହାର ଅର୍ଥ ଆପଣ ଖୁବ୍ ଶୀଘ୍ର ବିଦେଶ ଯାତ୍ରାରେ ଯାଇ ପାରନ୍ତି। ଏଥିସହ ଏହି ସ୍ୱପ୍ନ ଆପଣଙ୍କ ପୂର୍ବର ମନୋସ୍କାମନା ପୂର୍ଣ୍ଣ ହେବା ଆଡ଼କୁ ବି ଇଶାରା କରିପାରେ।
ବେଡ୍ ରୁମରେ ବାସ୍ତଦୋଷ ଥିଲେ ବା କିଛି ଜିନିଷ ଶୟନ କକ୍ଷରେ ରଖିବା ଦ୍ୱାରା ଏପରି ସମସ୍ୟା ଉପୁଜି ଥାଏ। ତାହାହେଲେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ରରେ ଶୟନ କକ୍ଷରେ କ’ଣ ରଖିଲେ ଓ କେଉଁ ଫଟୋ ଲଗାଇଲେ ଘରେ ଆଶନ୍ତି ଲାଗି ରହେ। ଆସନ୍ତୁ ଜାଣିବା ସେ ବିଷୟରେ।
ସକାଳେ ଉଠୁ ଉଠୁ ଘର କୋଣରେ ବୁଢ଼ିଆଣି ଜାଲ ଦେଖିଦେଲେ ଜାଣିନିଅନ୍ତୁ ଆପଣଙ୍କୁ ଆର୍ଥିକ ଦୁର୍ଗତି ମାଡ଼ି ଆସୁଛି। ତେଣୁ ଘରେ ଏପରି ଜାଲ ହେବାକୁ ଦିଅନ୍ତୁ ନାହିଁ। ସମୟ ପୂର୍ବରୁ ଘରର ଉପର ଭାଗକୁ ସଫା କରି ନିଅନ୍ତୁ।
ଯଦି ଗୃହର ଆକାର ବୃଦ୍ଧି କରିବା ବା ଆଗରୁ ଥିବା ଗୃହକୁ ଲଗାଇ ଆଉ ଗୋଟେ ଅଧିକା ବଖରା ନିର୍ମାଣ କରିବାକୁ ହେଲେ ଚାରିଦିଗରେ ସମାନ ଭାବରେ ବୃଦ୍ଧି କରିବା ହେଉଛି ଶ୍ରେଷ୍ଠ ନିୟମ । କିନ୍ତୁ ଗୋଟେ ଦିଗକୁ ବଢ଼ାଇଲେ ଏହା ବାସ୍ତୁଦୋଷ ଉତ୍ପନ୍ନ କରିଥାଏ । ଦକ୍ଷିଣ ଦିଗକୁ ଗୃହବୃଦ୍ଧି କଲେ ମୃତ୍ୟୁତୁଲ୍ୟ କଷ୍ଟ ମିଳିଥାଏ ।
ଏକ ପୂର୍ଣ୍ଣ ଘର ପାଇଁ ସାଧାରଣତଃ ମୁଖ୍ୟ ଦ୍ୱାର, ଶୋଇବା ଘର, ପଢା ଘର, ରୋଷେଇ ଘର, ବୈଠକ ଖାନା, ବାଥ୍ରୁମ୍ ଆଦିର ଆବଶ୍ୟକ ହୋଇଥାଏ। ତେବେ ଏ ସବୁ କେଉଁ ଦିଗରେ ରହିଲେ ଶୁଭ ଫଳ ମିଳେ ତାହା ଜାଣିବା ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିବା।
ବାସ୍ତୁଶାସ୍ତ୍ର ଅନୁସାରେ ଭୁଲରେ ଦକ୍ଷିଣ ଦିଗକୁ ମୁହଁ କରି କେବେ ଦୀପ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଦକ୍ଷିଣ ଦିଗକୁ ମୁହଁ କରି ଦୀପ ଲଗାଇଲେ ଘରେ ଆର୍ଥିକ ସଙ୍କଟ ଦେଖାଯିବା ସହ କଳି ଝଗଡ଼ା ଲାଗି ରହିଥାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଲିଂ ବେଲ୍ ଲଗାଇଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଜାଣିବା, ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କଲିଂ ବେଲ୍ ଲଗାଇବା ବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ।
ଭାରତୀୟ ପରମ୍ପରାରେ ବିବାହରେ ଉପହାର ଦେବା ଏକ ବିଶେଷ ରୀତିନୀତି। ଯଦି ଏହିସବୁ ଉପହାରକୁ ଦେବା ବେଳେ ବାସ୍ତୁଶାସ୍ତ୍ରକୁ ଦୃଷ୍ଟିରେ ଦିଆଯାଏ ତେବେ ନବ ବିବାହିତ ଦମ୍ପତିଙ୍କ ଜୀବନରେ କେବଳ ସୁଖ ହିଁ ସୁଖ ମିଳିବ, ନଚେତ୍ ଏହା ବିପରୀତ ହୋଇପାରେ।
ଯଦି ଦିଗକୁ ନେଇ ବାସ୍ତୁରେ ଭୁଲ୍ ହୁଏ ତେବେ ଯେତେ ଚେଷ୍ଟା କଲେ ବି ବ୍ୟବସାୟୀ ହତାସ ହୋଇ ଚାଲେ। ଯଦି ଆପଣ ନିଜ ବ୍ୟବସାୟକୁ ସଫଳ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ ଦିଗକୁ ନେଇ ବାସ୍ତୁର କେତେକ ନିୟମ ମାନିବା ଜରୁରୀ।
Vastu Tips: ରୋଜଗାର କମୁଛି କି? ଘରେ ଥାଇପାରେ ଏହିସବୁ ଦୋଷ
ବିବାହିତା ମହିଳା ନିଜ ହାତରୁ ଚୁଡ଼ି ବାହାର କରି ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ୍ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କଲେ, ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ।
ଆମ ଜୀବନ ଉପରେ ବାସ୍ତୁର ପ୍ରଭାବ ନିଶ୍ଚୟ ରହିଛି। ଘରଟିଏ କରିବା ବେଳେ ଏହିସବୁ ବାସ୍ତୁ ନିୟମ ମାନିଲେ ଏଥିରେ ରହିବାକୁ ଯାଉଥିବା ଲୋକଙ୍କର ଆଶ୍ଚର୍ଯ୍ୟଜନକ ବିକାଶ ହୋଇଥାଏ।
ଦେଖା ଯାଇଛି ବାସ୍ତୁ ସିଦ୍ଧାନ୍ତର ନିୟମକୁ ପାଳନ କରିବାଦ୍ୱାରା ମଣିଷର ଜୀବନ ସରସ ସୁନ୍ଦର ଓ ସୁଖମୟ ହୋଇପାରିଛି । ତେବେ ଏହି ବାସ୍ତୁର ବିଭିନ୍ନ ନିୟମ ଭିତରୁ ଆଜି ଜାଣିବା କେଉଁ ନିୟମକୁ ଗୃହ ନିର୍ମାଣ ସମୟରେ ଅଣଦେଖା କଲେ ବା ସେହି ସ୍ଥାନରେ ବାସ୍ତୁ ନିୟମ ଉଲଘଂନ କଲେ ସେହି ଗୃହରେ ବସବାସର କିଛି ସମୟ ପରେ ଏହି ପରି ପରିସ୍ଥିତି ସୃଷ୍ଟି ହୋଇଥାଏ ଯାହା ଦ୍ୱାରା ସେହି ଗୃହର ଗୃହକର୍ତ୍ତା ଓ ନିବାସୀମାନେ ବିଭିନ୍ନ ମୟରେ କୋର୍ଟ-କଚେରୀ ପରି ସମସ୍ୟା ଭିତରେ ଫସିଯାଇଥାନ୍ତି ।
ବହୁ ସମୟରେ ଲୋକେ ନିଜ ନିକଟ ସମ୍ପର୍କୀୟଙ୍କୁ ଘରେ ଥିବା ଘଣ୍ଟା ଦେଇଦେଇଥାନ୍ତି। ଏପରି କେବେ ବି କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଭଲ ସମୟ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ଚାଲି ଯାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ବିଶ୍ୱାସ ରହିଛି।
ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋକୁ ଆମେ ଘରର ଏମିତି କିଛି ସ୍ଥାନରେ ଲଗାଇଥାଉ, ଯାହା ପରିବାର ଉପରେ ନକରାତ୍ମକ ପ୍ରଭାବ ପକାଏ। ତେବେ ଆସନ୍ତୁ ଜାଣିବା ଘରର କେଉଁ ଜାଗାରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ।
ହିନ୍ଦୁ ଧର୍ମରେ ବିଭିନ୍ନ ଦିନକୁ ନେଇ ଅନେକ ନିୟମ ପ୍ରସ୍ତୁତ କରାଯାଇଛି, ଯାହା ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଅନେକ ସମୟରେ ଆମେ ଅଜାଣତରେ ଏମିତି କିଛି କରିଦେଉ ଯାହାର ଫଳ ଭୋଗିବାକୁ ପଡେ।
ଯେଉଁଠାରେ ରାସ୍ତା ଶେଷ ହେଉଛି, ସେପରି ସ୍ଥାନରେ ଜାଗା କିଣନ୍ତୁ ନାହିଁ। ଏହାକୁ ବାସ୍ତୁରେ ଅଶୁଭ ବୋଲି କୁହାଯାଇଛି।
ମଙ୍ଗଳବାର, ଶନିବାର କିମ୍ବା ଚନ୍ଦ୍ରଗ୍ରହଣ ଓ ଅମାବାସ୍ୟାରେ ଜୋତା ଏବଂ ଚପଲ କିଣିବାଠାରୁ ଦୂରେଇ ରହିବା ଉଚିତ୍। ଏହାଦ୍ୱାରା ଅସୁବିଧା ବଢ଼ିଥାଏ । ଶନି ମଧ୍ୟ କୋପ କରିବେ।
ଡଷ୍ଟବିନ୍ ଏପରି ଏକ ଜିନିଷ ଯାହାକି ପ୍ରତି ଘରେ ରହିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଡଷ୍ଟବିନ୍ରେ ମଧ୍ୟ ବାସ୍ତୁ ଦୋଷ ରହିଥାଏ। ଏଥିପାଇଁ ଘରେ ଡଷ୍ଟବିନ୍ ରଖିବା ବେଳେ ଏହା ଜାଣିବା ଜରୁରୀ ଯେ ଡଷ୍ଟବିନ୍କୁ କେଉଁ ଦିଗରେ ରଖାଯିବ।
ଗୃହରେ ବସବାସ କଲେ କିଏ ନ ଚାହେଁ ଯେ, ପରିବାର ମଧ୍ୟରେ ସମସ୍ତଙ୍କର ବୁଝାମଣା ଠିକ୍ ରହୁ ବୋଲି, କିନ୍ତୁ ବହୁ ସ୍ଥାନରେ ଦେଖା ଯାଉଛି ଯେ, ଗୃହ ମଧ୍ୟରେ ସବୁବେଳେ କଳି ଝଗଡା ଲାଗି ରହୁଛି । ଏହି ପ୍ରକାର ଅସ୍ୱାଭାବିକ କଳି ଝଗଡା ବାସ୍ତଦୋଷ କାରଣରୁ ହୋଇଥାଏ । ଆସନ୍ତୁ ସେହି ବାସ୍ତୁଦୋଷ ବିଷୟରେ ଜାଣିବା-
ଡୋରରେ ମିରର୍ ଲଗାଇଲେ ଘର ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଏ। ଏଥିଯୋଗୁ ଆପଣଙ୍କ ଆୟର ସ୍ରୋତ ବି ପ୍ରଭାବିତ ହୋଇପାରେ।
ବାସ୍ତୁ ଅନୁଯାୟୀ, ଯେଉଁ ଦୋକାନର ମୁହଁ ପୂର୍ବ ଦିଗକୁ ହୋଇଥାଏ, ତାହା ସବୁଠୁ ଅଧିକ ଲାଭ ଦେଇଥାଏ । ଏହି ଦୋକାନର ଆୟ ବହୁତ ଭଲ ହୋଇଥାଏ। ସେହିପରି ଦକ୍ଷିଣ ମୁହାଁ ଦୋକାନ କେବେ ବି ଭଲ ଲାଭ ଦେଇ ପାରି ନଥାଏ।
ଘରର ରୋଷେଇ ଘର ଏକ ମୁଖ୍ୟ ଅଙ୍ଗ। ଅନେକ ଏହାକୁ ଅବହେଳା କରୁଥିଲେ ମଧ୍ୟ ଏହା ଘରେ ଅନେକ ପ୍ରଭାବ ପକାଏ। ରୋଷେଇ ଘରେ ବାସ୍ତୁ ଦୋଷ ଥିଲେ ଅନେକ କ୍ଷତି ସହିବାକୁ ହୋଇଥାଏ। ତେବେ ଆସନ୍ତୁ ରୋଷେଇ ଘର ନିର୍ମାଣ ସମ୍ବନ୍ଧୀୟ ନିୟମଗୁଡିକ କ’ଣ ଜାଣିନେବା।
ଘରେ ଛୋଟ ଛୋଟ ବାସ୍ତୁ ତ୍ରୁଟି ବହୁତ ପ୍ରଭାବ ପକାଏ। ଏହି ଭୁଲ କାରଣରୁ ଘରେ ନକାରାତ୍ମକ ଶକ୍ତି ବଢିବାରେ ଲାଗେ ଆଉ ପ୍ରଗତିରେ ବାଧା ସୃଷ୍ଟି କରେ। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ନିଜ ଘରେ ଏପରି କିଛି ଭୁଲ୍ କରୁଛନ୍ତି, ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ଆସନ୍ତୁ ସେ ବିଷୟରେ ଜାଣିବା।
ଯଦି ଭୂମିଟି ଐଶାନ୍ୟମୁଖୀ ଭୂଖଣ୍ଡ ଅର୍ଥାତ୍ ଭୂମିର ରାସ୍ତା ଉତ୍ତର-ପୂର୍ବ ଐଶାନ୍ୟ ପଟରେ ଥାଏ ତେବେ ସେହିପରି ଭୂମିକୁ ଆମେ ଐଶାନ୍ୟମୁଖୀ ଭୂଖଣ୍ଡ କହିଥାଉ । ଏହି ପରି ଭୂମିରେ ଗୃହ କଲାବେଳେ ଗୃହକର୍ତ୍ତା ବିଶେଷ ଭାବରେ ଧ୍ୟାନଦେଇ ବାସ୍ତୁବିତଙ୍କ ପରାମର୍ଶ ନେଇ ଗୃହନିର୍ମାଣ କରିବା କଥା ।