yamuna-rising
ଉତ୍ତରପ୍ରଦେଶ ମଥୁରାରେ ବଢ଼ୁଛି ଯମୁନା ନଦୀର ଜଳସ୍ତର। ଏପରିକି ବିପଦ ସଂକେତ ଟପିବାର ମଧ୍ୟ ସମ୍ଭାବନା ରହିଛି। ଅନ୍ୟପଟେ ଭାବବିହ୍ୱଳ ହୋଇଛନ୍ତି ଶ୍ରଦ୍ଧାଳୁ। ଜଣେ ଶ୍ରଦ୍ଧାଳୁ କହିଛନ୍ତି ଆମେ ସବୁବେଳେ ଯମୁନା ମାଆଙ୍କୁ ଦର୍ଶନ କରିବାକୁ ତାଙ୍କ ପାଖକୁ ଯାଉଥିଲୁ। ଆଜି ସେ ନିଜେ ଆମ ପାଖକୁ ଆସିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)