ମହିଳା ଡାକ୍ତରଙ୍କ ସୁରକ୍ଷାକୁ ନେଇ ବଢୁଛି ଉଦବେଗ । ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭିମସାର୍ ଓ ବାରିପଦାର ପିଆରଏମରେ ବିଳମ୍ବିତ ରାତିରେ ସୁରକ୍ଷା ସ୍ଥିତି ପରଖିଲା ଓଟିଭି ।
ଜଣେ ମଦ୍ୟପ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲ୍ଙ୍କୁ ବିଚ୍ ରାସ୍ତାରେ ୧୫ ମିଟର ଯାଏ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।
ତାଲିବାନ ସରକାରରେ କୌଣସି ମହିଳାଙ୍କୁ ସ୍ଥାନ ମିଳିନଥିବା ବେଳେ ସେମାନଙ୍କ କାମ କରିବା ଉପରେ ବି କଟକଣା ଲଗାଇଛି ତାଲିବାନ। ତେବେ ଅନେକ ମହିଳା ତାଲିବାନର ନିର୍ଦ୍ଦେଶ ଅମାନ୍ୟ କରି କାମକୁ ଯାଉଥିବା ଦେଖିବାକୁ ମିଳୁଛି। ସେପଟେ ପୂର୍ବତନ ରାଷ୍ଟ୍ରପତି ହମିଦ୍ କାର୍ଜାଇ ଆଫଗାନିସ୍ତାନର ବରିଷ୍ଠ ଆଦିବାସୀ ନେତାଙ୍କୁ ଭେଟିଛନ୍ତି। ମହିଳା ଓ ସଂଖ୍ୟାଲଘୁକୁ ସାମିଲ କରି ତାଲିବାନ ଏକ ଇନକ୍ଲୁସିଭ୍ ସରକାର ଗଢିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।