ଏଥର ଏହି ଆପ୍ ଯେଉଁ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି, ତାହା ୟୁଜରଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।
ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର୍। ଏଣିକି ନିଜେ ନିଜକୁ ପଠାଇପାରିବେ ମେସେଜ୍...ଡକ୍ୟୁମେଂଟ୍ ସେଭ୍ କରିବା ସହ ଏଇ ସବୁ ସୁବିଧା ପାଇବେ ଆପଣ
ବାରମ୍ବାର ହ୍ୱାଟ୍ସଆପ୍ ଟେକ୍ନୋଲୋଜିକୁ ନେଇ ଖବର ପ୍ରସାରିତ ହୋଇଥାଏ । ନିୟମିତ ବ୍ୟବଧାନରେ ଏହି ମଲ୍ଟି ମିଡିଆ ମେସେଜିଂ ଆପ୍କୁ ନେଇ ଚର୍ଚ୍ଚା ଲାଗି ରହିଥାଏ ।
ଆହୁରି ସୁରକ୍ଷତ ରହିବ ୟୁଜର୍ସଙ୍କ ତଥ୍ୟ। ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ଆହୁରି ସୁରକ୍ଷିତ ରଖିବା ଲାଗି ମେସେଜିଂ ଆପ୍ ହ୍ୱାଟ୍ସଆପ୍ରେ ଏହିସବୁ ଫିଚର ସାମିଲ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।
ଏବେ ସବୁଠୁ ଅଧିକ ହେଉଛି ନ୍ୟୁଡ୍ କଲ୍ ଠକେଇ । ଲୋକଲଜ୍ଜାକୁ ଡରି ଥାନାକୁ ଆସୁନାହାନ୍ତି ପୀଡ଼ିତ । ତୁରନ୍ତ ଏତଲା ଦେବାକୁ ଭୁବନେଶ୍ୱର ଡିସିପିଙ୍କ ପରାମର୍ଶ ।
ହ୍ୟାକର୍ସମାନେ ସବୁବେଳେ ହ୍ୱାଟ୍ସଆପ୍ ପପୁଲାରିଟିର ଫାଇଦା ଉଠାଇବାକୁ ଚେଷ୍ଟା ଚଳାଇଛନ୍ତି। ଅନେକ ଲୋକଙ୍କୁ +92 କୋଡ୍ ମୋବାଇଲ୍ ନମ୍ବରରୁ WhatsAppରେ କଲ୍ ଆସୁଥିବା ଦେଖିବାକୁ ମିଳିଛି।
ଆପଣ ଯଦି WhatsAppରେ କିଛି ଶେୟାର କରୁଛନ୍ତି, ତା’ହେଲେ ଅନେକ କିଛି ଜିନିଷ ଉପରେ ଧ୍ୟାନ ରଖିବା ଉଚିତ୍। ଏଥିପ୍ରତି ଧ୍ୟାନ ନଦେଲେ ହୁଏତ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ।
କେନ୍ଦ୍ର ସରକାର India Post Payments Bank(IPPB) ଓ WhatsApp ମଧ୍ୟରେ ଟାଇଅପ୍ କରିବା ପାଇଁ ଯୋଜନା କରୁଛନ୍ତି। ଏହାଦ୍ୱାରା ୟୁଜର୍ସଙ୍କ ପାଇଁ ଅନେକ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସସିଆଲ୍ ସେବା ଉପଲ୍ଲବ୍ଧ କରାଯିବ ବୋଲି ଜଣାପଡ଼ିଛି।
ଭୁଲ ଟାଇପ୍ କରି କାହାକୁ ମେସେଜ କଲେ ବି ଚିନ୍ତା କରିବାର ନାହିଁ । ଏବେ ହ୍ୱାଟସଆପରେ ଆସିବ ଏଡିଟ୍ ଫିଚର୍ ।
ଗତ ଫେବୃଆରୀରେ ୧୪.୨୬ ଲକ୍ଷ ଆକାଉଣ୍ଟକୁ ହ୍ୱାଟ୍ସ ଆପ୍ ବ୍ୟାନ କରିଥିଲା।
ବର୍ତ୍ତମାନ ହ୍ୱାଟ୍ସଆପ୍ ଏକ ନୂଆ ଫିଚରକୁ ନେଇ କାମ କରୁଛି। ଏହା ହେଉଛି ବିଟା ରେଷ୍ଟର୍ସ ୨ଜିବି ପର୍ଯ୍ୟନ୍ତ ଫାଇଲ୍ ସେଣ୍ଡ୍ କରିବା। ଏହି ନୂଆ ଫିଚର ଆଣ୍ଡ୍ରୋଏଡ୍ ଓ iOS ଉଭୟ ପାଇଁ ହେବ। ବର୍ତ୍ତମାନ ଏହି ଫିଚର ଆର୍ଜେଟିନାରେ ଜାରି କରାଯାଇଛି।
ହ୍ୱାଟ୍ଆପ୍ ତ ସମସ୍ତେ ବ୍ୟବହାର କରନ୍ତି । ହେଲେ ଆପଣ ଜାଣନ୍ତି କି ଆମେ ବ୍ୟବହାର କରୁଥିବା ହ୍ୱାଟ୍ଆପ୍ ପଡିପାରେ ମହଙ୍ଗା । ଏମିତିକି ହ୍ୱାଟ୍ଆପ୍ ପାଇଁ ଆପଙ୍କୁ ଦେବାକୁ ପଡିପାରେ ଭାରିଭରକମ୍ ଜୋରିମାନ । କେବଳ ଏତିକି ନୁହେଁ ଏହା ବ୍ୟତୀତ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ ।
ହ୍ୱାଟସ୍ଆପ୍ ଓ ଟେଲିଗ୍ରାମ୍ ବ୍ୟବହାରକୁ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସରକାରୀ କର୍ମଚାରୀଙ୍କୁ ଗୁପ୍ତ ତଥ୍ୟ ବାଣ୍ଟିବା ପାଇଁ ସୋସିଆଲ୍ ମିଡିଆ ଆପ୍ ବ୍ୟବହାର ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଆପଣ ହ୍ୱାଟସଆପ ଗ୍ରୁପର ଆଡମିନ କି। ଯଦି ହଁ, ତାହେଲେ ଜାଣିବା ଦରକାର ଏସବୁ ନିୟମ। ନଚେତ କୌଣସି ମୁହୁର୍ତ୍ତରେ ଆପଣ ଅସୁବିଧାରେ ପଡି ପାରନ୍ତି। ଆଉ ଏସବୁ କାମ କରିବା ଆଗରୁ ଏହା ଉପରେ ବିଶେଷ ଭାବରେ ଧ୍ୟାନ ରଖନ୍ତୁ।
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ଏହିସବୁ ମୋବାଇଲ୍ରେ ଆଉ କାମ କରିବନି ହ୍ୱାଟ୍ସଆପ୍, ଜାଣିରଖନ୍ତୁ ଆପଣଙ୍କ ମୋବାଇଲ ଏହା ଭିତରେ ଯାଉଛି କି ନାହିଁ?
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର, ଏଣିକି ଏହି ସବୁ ମୋବାଇଲରେ ଆଉ କାମ କରିବ ନାହିଁ ହ୍ୱାଟ୍ସଆପ୍
ହ୍ୱାଟ୍ସଆପ୍ ପୁଣି ଆଣିଲା ନୂଆ ଫିଚର। ଏଣିକି ଗ୍ରୁପରେ ଥିବା କୌଣସି ବି ମେସେଜ୍କୁ ଡିଲେଟ୍ କରିପାରିବେ ଆଡ୍ମିନ୍: ହେଲେ କରିବାକୁ ପଡ଼ିବ ଏହି ଛୋଟିଆ କାମ୍
ଏଥିରେ ଅନେକ ଫିଚର ରହିଛି । ଯାହାକୁ ବ୍ୟବହାରକାରୀ ଅତ୍ୟନ୍ତ ସଜହରେ ବ୍ୟବହାର କରିପାରୁଛି । ତେବେ ଏଥିରେ ଖୁବ୍ଶୀଘ୍ର ଆଉ ଏକ ନୂଆ ଫିଚର ଯୋଡ଼ି ହେବାକୁ ଯାଉଛି ।
ହ୍ୱାଟ୍ସଆପ ୟୁଜରଙ୍କ ପାଇଁ ବଡ଼ ଖବର। ଏଣିକି ମୋବାଇଲରୁ ଜରୁରୀ ମେସେଜ୍ ଡିଲିଟ୍ ହୋଇଥିଲେ ଆଉ ଚିନ୍ତା ନାହିଁ। କେବଳ ଏହି ଗୋଟିଏ କାମ କଲେ ମିଳିଯିବ ପୂରା ଚାଟ୍। ଏମିତି କରନ୍ତୁ ସେଟିଂ...
ଆମ ଅଜାଣତରେ ବେଳେ ବେଳେ ଅନେକ ଡାଟା ହ୍ୱାଟ୍ସଆପ୍ରୁ ଡିଲିଟ୍ ହୋଇଯାଏ। ଏଥିରେ ମଧ୍ୟ ଥାଏ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ତେବେ ଜାଣନ୍ତୁ ସେହି ଉପାୟ କିପରି ଫେରିପାଇବେ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍ ଚାଟ୍।
ଅନେକ ସମୟରେ ଲୋକେ ହ୍ବାଟ୍ସ-ଆପ୍ ମାଧ୍ୟମରେ ଠକେଇର ଶିକାର ହେଉଛନ୍ତି ।ସୋସିଆଲ୍ ମିଡିଆ ଆପ୍ ହ୍ବାଟ୍ସ-ଆପ୍ ଠକେଇରୁ କେମିତି ସୁରକ୍ଷିତ ରହିବେ ? ଏ ନେଇ କଣ ସବୁ ଉପାୟ ଅବଲମ୍ବନ କରିବେ। ଏହାକୁ ନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ କମିଶନରେଟ ପୋଲିସ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି
ହ୍ୱାଟ୍ସଆପରେ ଏଣିକି ଗୋଟିଏ ନୁହେଁ, ଏକାଧିକ ଡିଭାଇସରେ ଖୋଲି ହେବ ଆକାଉଣ୍ଟ। ଏହା କେମିତି ବୋଲି ଜାଣିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ରିପୋର୍ଟ...
ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଭୁଲରେ ମେସେଜ୍ ପଠାଇଲେ କିମ୍ବା ପୁରୁଣା ମେସେଜ୍ ପାଇଁ ଲୋକଙ୍କୁ ଚିନ୍ତା କରିବାକୁ ପଡ଼ିବନି । ୟୁଜରଙ୍କୁ ଯୋଡ଼ି ରଖିବା ପାଇଁ ପୁରୁଣା ଫିଚରକୁ ଅପଗ୍ରେଡ୍ କରିବା ସହ ଗୁରୁତ୍ୱପୂର୍ଣ୍ଣ ଫିଚର୍ ଆଣୁଛି ଲୋକପ୍ରିୟ ମେସେଜିଙ୍ଗ୍ କମ୍ପାନୀ । ହ୍ୱାଟସଆପ୍ ବର୍ତ୍ତମାନ ଚାରି ବର୍ଷ ପୁରୁଣା ' ଡିଲିଟ୍ ଫର୍ ଏଭ୍ରିୱାନ୍' ଫିଚରକୁ ଅପଡେଟ୍ କରିବାକୁ ଯାଉଛି
ଆପଣ ଅନଲାଇନ କାରବାର କରୁଛନ୍ତି କି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର। ଏବେ ଅନଲାଇନ ପେମେଣ୍ଟ କଲେ ମିଳିବ ୫୧ ଟଙ୍କା କ୍ୟାସବ୍ୟାକ୍। କେମିତି ଉଠାଇବେ ଏହାର ଫାଇଦା। ଏ ଅଫର ବିଷୟରେ ଏବେ ହିଁ ଜାଣନ୍ତୁ।
ୟୁଜର୍ସଙ୍କ ପାଇଁ ଏମିତି ଖୁସି ଖବର ନେଇ ଆସିଛି ହ୍ୱାଟ୍ସଆପ। ଯଦି ଆପଣ ଅନଲାଇନ କାରବାର କରିବେ ତେବେ ପାଇବେ କ୍ୟାସବ୍ୟାକ୍। ଲାଭ ଉଠାଇବାକୁ ଚାହୁଁଥିଲେ, ଜାଣନ୍ତୁ ସବୁ କିଛି...