WhatsApp New Update: ଖୁସି ଖବର । ଏଣିକି ହ୍ୱାଟ୍ସଆପ୍ ପ୍ରୋଫାଇଲ୍ରୁ କେହି ନେଇ ପାରିବେ ନାହିଁ ଆପଣଙ୍କ ଫଟୋର ସ୍କ୍ରିନସଟ୍ । ମେଟା ଆଣିଲା ଏହି ନୂଆ ଫିଚର୍ ।
ପାକିସ୍ତାନର ପଞ୍ଜାବ ପ୍ରାଦେଶିକ କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ଦ୍ୱୟ ପୈଗମ୍ୱର ମହମ୍ମଦ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅପମାନଜନକ ଶବ୍ଦର ପ୍ରୟୋଗ କରିବା ସହ ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ।
ଯଦିଓ WhatsApp ଏମିତି ଭାବେ ଡିଜାଇନ୍ ହୋଇନାହିଁ ଯାହା ଦ୍ୱାରା ଆପଣ ଏହା ସାହାଯ୍ୟରେ ଲୋକଙ୍କୁ ସ୍କାମ’ର ଶିକାର କରିପାରିବ, କିନ୍ତୁ ସାଇବର ଠକମାନେ ନିଶ୍ଚିତ ଭାବରେ ଏହାର ଅପବ୍ୟବହାର କରୁଛନ୍ତି। ତେବେ ଆସନ୍ତୁ WhatsApp ସ୍କାମରୁ କିପରି ଦୂରେଇ ରହିବେ ସେ ବିଷୟରେ ଜାଣିବା।
WhatsApp ରେ ଏକ ନୂଆ ନୂଆ ଫିଚର ଆସିବାର ଧାରା ଲାଗିରହିଛି। ବର୍ତ୍ତମାନ ଏହି ଆପ୍ ଏମିତି ଏକ ଫିଚର ଯୋଡିଛି ଯାହା ସମସ୍ତଙ୍କୁ ଖୁସି କରିଦେବ। ଏହା ମାଧ୍ୟମରେ ଲୋକେ ନିଜର ପ୍ରୋଫାଇଲ୍ ଫଟୋକୁ ଅଧିକ ସୁରକ୍ଷା ଦେଇପାରିବେ।
ବଢ଼ିଲା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ । ଇଡି ହାତରେ ଲାଗିଲା ତାଙ୍କର ବିବାଦୀୟ ହ୍ୱାଟସଆପ୍ ଚାଟ୍ ।
ଇଡି ହାତରେ ସୋରେନଙ୍କ ହ୍ୱାଟସଅପ୍ ଚାଟ୍ । ଯେଉଁଥିରେ ରହିଛି ସୋରେନଙ୍କ କଳା ସମ୍ପତ୍ତିର ତାଲିକା । ପଚରାଉଚରା ବେଳେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୋବାଇଲରୁ ହ୍ୱାଟସ ଅପ୍ ଚାଟର ସୁରାକ ପାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ହ୍ୱାଟସଆପରେ ଆସିଲା ନୂଆ ଫିଚର । ଏଥର ଚାଟକୁ କରିପାରିବେ ଲକ୍ । ଉପଭୋକ୍ତାଙ୍କ ଅଭିଜ୍ଞତାକୁ ସୁରକ୍ଷିତ ରଖିବା ସହ ନିରାପଦ କରିବା ପାଇଁ ଏପରି ଏକ ଫିଚର ଆଣିବାକୁ ଯାଉଛି ହ୍ୱାଟସ୍ ଆପ୍ ।
ବର୍ତ୍ତମାନ, ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ନୂଆ ଅପଡେଟ୍ ଆସିଛି, ଅର୍ଥାତ୍ ବର୍ତ୍ତମାନ କେବଳ ଆଇଫୋନ୍ ବ୍ୟବହାରକାରୀମାନେ ନିଜେ ହ୍ୱାଟ୍ସଆପ୍ରେ ନିଜର ଷ୍ଟିକର୍ ତିଆରି କରିପାରିବେ। ଯଦି ଆପଣଙ୍କର ମଧ୍ୟ ଏକ ଆଇଫୋନ୍ ଅଛି ତେବେ ଷ୍ଟିକର୍ କିପରି ତିଆରି କରିବେ ଜାଣନ୍ତୁ।
ଆପଣମାନେ ମଧ୍ୟ ନିଶ୍ଚିତ ଭାବେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଠାରେ ଏମିତି କିଛି ଫିଚର୍ ଅଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ରେ ଥିବା କିଛି ଟପ୍ ଏବଂ ଖୁବ ଦରକାରୀ ଫିଚର୍ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ଭାରି ଉପଯୋଗୀ ହେବ।
ହ୍ୱାଟ୍ସଆପ୍ ସହ ଦୁନିଆର କୋଟି କୋଟି ଲୋକ ଜଡ଼ିତ । ଏହାର ସାମାନ୍ୟ ପରିବର୍ତ୍ତନ ଲୋକଙ୍କ ଉପରେ ବେଶ୍ ପ୍ରଭାବ ପକାଇବ । ତେବେ ହ୍ୱାଟ୍ସଆପ୍ରେ ହୋଇଥିବା ବଡ଼ ପରିବର୍ତ୍ତନ ଏବେ ୟୁଜର୍ସଙ୍କୁ ପ୍ରଭାବିତ କରିଛି ।
ବ୍ୟକ୍ତି ଜଣକ ବାଥରୁମକୁ ଯାଇ ଶରୀରରୁ ପୋଷାକ ଖୋଲିବାର ମାତ୍ର କିଛି ସମୟ ପରେ ଭିଡିଓ କଲ୍ଟି କଟିଯାଇଥିଲା । ଅର୍ଥାତ୍ ମହିଳା ଜଣକ ଭିଡିଓ କଲ୍ଟିକୁ କାଟିଦେଇଥିଲେ ।
ହ୍ୱାଟ୍ସଆପ୍ ଏହାର ପ୍ଲାଟ୍ଫର୍ମରେ ଏକ ନୂଆ ସେବା ଯୋଡିଛି। ଏହି ସେବା ମାଧ୍ୟମରେ ଚାଟରେ ଟେକ୍ସଟ୍, ପୋଲ୍, ଇମେଜ୍ ଏବଂ ଇମୋଜି ଆଦି ଯେକୌଣସି ମେସେଜ୍କୁ ପିନ୍ କରିବାକୁ ଅନୁମତି ମିଳିଛି। ଏଥିରେ ଗୋଟିଏ ଥରରେ କେବଳ ଗୋଟିଏ ଚାଟ୍ ପିନ୍ ହୋଇପାରିବ।
ଆଦିତ୍ୟ କୁମାର ଏକ ନକଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍ରେ ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଫଟୋ ଲଗାଇଥିଲେ। ପରେ ପରେ ଏହି ଆକାଉଣ୍ଟ ଜରିଆରେ ସେ ତାଙ୍କ କାରନାମା ଆରମ୍ଭ କରିଥିଲେ।
ସାବଧାନ..କୌଣସି ମହିଳା କିମ୍ବା ଯୁବତୀଙ୍କୁ ହାର୍ଟ ଇମୋଜି ପଠାଉଛନ୍ତି କି ..
ହ୍ୱାଟ୍ସଆପ୍(WhatsApp) ବ୍ୟବହାର କରୁଛନ୍ତି କି ? ତା’ହେଲେ ସତର୍କ ରୁହନ୍ତୁ। ନଚେତ୍ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି ଓ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହୋଇପାରେ।
ୟୁଜରଙ୍କୁ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍ ସବୁଠୁ ଆଗରେ ।
ଆଣ୍ଡ୍ରଏଡ୍ ଓ iOS ୟୁଜର୍ସଙ୍କ ପାଇଁ ହ୍ୱାଟ୍ସଆପ୍(WhatsApp) ଏକ ନୂଆ ଫିଚର ଲଞ୍ଚ୍ କରିଛି। ଏହି ନୂଆ ଫିଚର ୟୁଜର୍ସଙ୍କୁ ସେମାନଙ୍କର ପ୍ରାଇଭେସି ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ।
ମନଇଚ୍ଛା କଲ୍ କରି ଆପଣଙ୍କୁ ଆଉ କେହି ବିରକ୍ତ କରିପାରିବେ ନାହିଁ । ଆସିଲା WhatsAppର ନୂଆ ଫିଚର୍...
ଯୁବକଙ୍କ ସହ ଏମିତି କିଛି ଘଟିଛି, ଯାହା ସେ କେବେ କଳ୍ପନା ବି କରିନଥିଲେ। ଯୁବକ ଜଣ ଭୁଲ୍ବଶତଃ ଫ୍ୟାମିଲି ହ୍ୱାଟ୍ସଆପ୍ ଗ୍ରୁପ୍ରେ ଏମିତି ଫଟୋ ଶେୟାର କରି ଦେଇଥିଲେ, ଯାହାକି ଘରର ଲୋକଙ୍କ ସାମ୍ନାରେ ତାଙ୍କ ପୋଲ୍ ଖୋଲି ଦେଇଥିଲା।
ଫ୍ରଡ୍ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍ ମଧ୍ୟ ବନ୍ଦ ହୋଇଯାଇଥିଲା ।
ମେଟା ପକ୍ଷରୁ ହ୍ୱାଟ୍ସଆପ୍(WhatsApp) ଏକ ନୂଆ ଫିଚର ଲଞ୍ଚ୍ କରିଛି। ଦୀର୍ଘ ଦିନ ଧରି ୟୁଜର୍ସ ଏହି ଫିଚର ଅପେକ୍ଷାରେ ଥିବାବେଳେ ବିଟା ଭର୍ସନ ଉପରେ କମ୍ପାନୀ ଏହାକୁ ଦୀର୍ଘ ଦିନ ଧରି ଟେଷ୍ଟ କରୁଥିଲା।
ଏକଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଛାତ୍ରୀ ଏନେଇ ପ୍ରଫେସରଙ୍କ ପାଖକୁ ଆସି ଅଭିଯୋଗ କରିବାକୁ ସାହସ କଲେ । ଆଉ ପୁରା ଘଟଣା ପ୍ରଫେସରଙ୍କୁ ଜଣାଇଲେ ।
ଫେସ୍ବୁକ୍ ଫାଉଣ୍ଡର ମାର୍କ ଜୁକର ବର୍ଗ ନିଜେ ସୋସିଆଲ ମିଡିଆରେ ଲେଖି ସୂଚନା ଦେଇଛନ୍ତି ।
ହ୍ୱାଟ୍ସ ଆପ୍ର ନୂଆ ଫିଚର୍କୁ ୟୁଜର୍ସ ମନରେ ଉତ୍କଣ୍ଠା।
ହ୍ୱାଟ୍ସଆପ୍ ବ୍ୟବହାରକାରୀମାନେ ଯେପରି କ୍ଲିକ୍ କରି ଅଡିଓ ମେସେଜ କରିପାରୁଛନ୍ତି । ସେହିପରି କ୍ଲିକ୍ କରିବା ମାତ୍ର ଭଏସ୍ ନୋଟ୍ ମଧ୍ୟ ପଠାଇପାରିବେ । ଯାହା ଖୁବ୍ଶୀଘ୍ର ଗ୍ରାହକମାନଙ୍କ ପାଇଁ କମ୍ପାନୀ ନେଇଆସୁଥିବା ସୂଚନା ମିଳିଛି ।