ସନ୍ଦେଶଖାଲିରେ ସବୁ ସୀମା ଡେଇଁଲା ପୋଲିସ୍ । ଲାଇଭ୍ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ପଶ୍ଚିମବଙ୍ଗ ପୋଲିସ୍ ଉଠାଇ ନେଲା । ରିପବ୍ଲିକ ବାଙ୍ଗଲା ଟିଭି ସାମ୍ବାଦିକ ସନ୍ତୁ ପନ୍ ଙ୍କୁ ଗିରଫ କରାଯାଇଛି ।
ପରିବାରର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ଗୁରୁତର ଭାବେ ନେଇ ଖୋଜାଖୋଜି କରିଥିଲା ପୋଲିସ ।
ଜଣେ ବ୍ୟକ୍ତି ତାଙ୍କର ଦୁଇ ପୁଅଙ୍କ ସହ ମକର ସଂକ୍ରାନ୍ତି ପର୍ବ ପାଇଁ ଗଙ୍ଗାସାଗରକୁ ଯାଉଥିଲେ । ସଠିକ୍ ରାସ୍ତା ନଜାଣିବାରୁ ସାଧୁମାନଙ୍କୁ ପଚାରିଥିଲେ ।
୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଚାଲିଥିଲା ଡିଲ୍.. କେଉଁଠୁ ଆଣିଲେ ବାଘ ଚମଡ଼ା, ବନ ବିଭାଗର ଛାନଭିନ୍..
ପଶ୍ଚିମବଙ୍ଗ ସିଙ୍ଗୁର ପ୍ଲାଣ୍ଟ ବାବଦରେ ହୋଇଥିବା ନିବେଶ ପାଇଁ ମିଳିବ କ୍ଷତିପୂରଣ....ଟାଟା ମୋଟର୍ସକୁ ପ୍ରାୟ ୭୬୬ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ...ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ୩ ଜଣିଆ ଆର୍ବିଟ୍ରାଲ୍ ଟ୍ରିବ୍ୟୁନାଲ୍....
ଖାଲି ବାହାରେ ନୁହେଁ, ଭିତରେ ବି ଅସୁମାରି ଚମତ୍କାର । ଖମ୍ବ, କାନ୍ଥ ଓ ଛାତ ସାରା ପ୍ରାଚୀନ ମିଶର ସଭ୍ୟତା ଶିଳାଲେଖର ପ୍ରତିକୃତି ଓ ସ୍ଥାନେ ସ୍ଥାନେ ଫାରୋ ବା ମିଶର ଶାସକମାନଙ୍କର ପ୍ରତିମୂର୍ତ୍ତି । ଆଉ ଗର୍ଭଗୃହରେ ସିଂହବାହିନୀ ଦେବୀ ଦୁର୍ଗା, ପାର୍ଶ୍ୱ ଦେବଦେବୀ ଏବଂ ମହିଷାସୁରର ପ୍ରତିମା ବି ନିର୍ମିତ ହୋଇଛି ସେଇ ପ୍ରାଚୀନ ଶୈଳୀରେ ।
ଏତେ ବଡ଼ ଧରଣର ତେଲିଆ ମାଛ ଦିଘା ବଜାରରେ ଦେଖିନଥିବା ମତ୍ସ୍ୟଜୀବୀ କହିଛନ୍ତି।
ଗାଡ଼ିରେ ପୋଲିସ ଲେଖିବା ଦ୍ୱାରା ରାସ୍ତାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସାଧାରଣରେ ଲୋକଙ୍କ ଧାରଣା ଥାଏ । ଏବେ ଉକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ବାଲଟ ବକ୍ସ ଲୁଟ୍, ପୋଡ଼ାଜଳା ଓ ବୁଥ୍ କ୍ୟାପ୍ଚରିଂ । ବହୁ ସ୍ଥାନରେ ମତଦାନ ସ୍ଥଗିତ ।
ନିର୍ବାଚନୀ ନିଆଁରେ ପୁଣି ଜଳିଲା ପଶ୍ଚିମବଙ୍ଗ । ପଞ୍ଚାୟତ ନିର୍ବାଚନ ଭୋଟ ବେଳେ ବ୍ୟାପକ ହିଂସାରେ ୧୧ ମୃତ । ବାଲାଟ ବକ୍ସ ଲୁଟ୍, ପୋଡ଼ାଜଳ ଓ ବୁଥ୍ କ୍ୟାପ୍ଚରିଂ ପାଇଁ ବହୁ ସ୍ଥାନରେ ମତଦାନ ସ୍ଥଗିତ, ୧୦ ଦିନ ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ଲାଗି ନିର୍ଦ୍ଦେଶ
ଇଲଟ୍ ପାଗକୁ ଦେଖି ସିଲିଗୁଡ଼ିର ଏୟାର ବେସରେ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିଥିଲେ । ଫଳରେ ବଡ଼ ଦୁର୍ଘଟଣାରୁ ମମତାଙ୍କ ହେଲିକପ୍ଟର ରକ୍ଷା ପାଇଯାଇଥିଲା ।
ହାତରେ ବନ୍ଧୁକ ଧରି ପିଲାଙ୍କୁ ଧମକାଉଥିଲେ ଯୁବକ । ଭୟରେ ଚିତ୍କାର କଲେ ପିଲା ।
ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଛନ୍ତି ନୀତିଶ ଓ ମମତା। କିଛି ଦିନ ତଳେ ମମତା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।
ଜାନୁଆରୀରୁ ଆରମ୍ଭ ହୋଇ ଚାରି ମାସ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୨୩ରୁ ଏପ୍ରିଲ୍ ୨୩ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ହେବ ।
କେବଳ ପରମ୍ପରା ପାଇଁ ବଙ୍ଗରେ ହୁଏନି ଦୁର୍ଗାପୂଜା ।
ଗାଁର କିଛି ଲୋକ ଗୁପ୍ଚୁପ୍ ଖାଇବା ପରେ ଝାଡ଼ାବାନ୍ତି ହେବାସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜଣକ ପରେ ଜଣେ ଏପରି ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ।
ଏଣିକି ପଶ୍ଚିମବଙ୍ଗରେ ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ ।
ଲୋକାଲ୍ ଟ୍ରେନରେ ଗୋଟିଏ ଘୋଡା ଯାତ୍ରା କରୁଥିବାର ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି । କେବଳ ଏତିକି ନୁହେଁ ଟ୍ରେନର ନିୟମଉଲଙ୍ଘନ କରିବା ଅଭିଯୋଗରେ ଘୋଡାଟିର ମାଲିକକୁ ଆର୍.ପି.ଏଫ୍ ପୋଲିସ ଗିରଫ କରିଛନ୍ତି ।
ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିବା ସହ, ସଂପର୍କୀୟଙ୍କ ପାଇଁ ସରକାରୀ ଚାକିରୀ ଘୋଷଣା କରିଛନ୍ତି ।
ଘଟଣା ଘଟିଥିବା ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ଏକ ଟିମ୍କୁ ଅଗ୍ନିକାଣ୍ଡ ସ୍ଥଳରୁ ନମୁନା ସଂଗ୍ରହ କରିବାକୁ ପଠାଯିବ ବୋଲି ହାଇକୋର୍ଟ କହିଛନ୍ତି ।
୭୦ ବର୍ଷ ପୂର୍ବେ ପ୍ରଥମ ବିବାହ ହୋଇଥିଲା। ୬ ପୁଅ, ତିନି ଝିଅ ହୋଇଥିଲେ। ସେମାନେ ସମସ୍ତେ ବିବାହ ହୋଇ ପିଲାଛୁଆ କରି ସାରିଲେଣି। ବୃଦ୍ଧ କାଳେ ନାତିନାତୁଣୀମାନଙ୍କୁ ଦେଖିବା ପରେ ପୁଣି ବାଜିଲା ସାହାନାଇ। ଆଉ ପଡିଲା ହାତ ଗଣ୍ଠି...
ରାଜ୍ୟ ପାର୍ଟି କମିଟିରେ ୫ ବିଜେପି ବିଧାୟକଙ୍କୁ ରଖାଯାଇ ନଥିବାରୁ ଅସନ୍ତୋଷ ଜାହିର କରି ମଙ୍ଗଳବାର ବିଜେପି ଏମଏଲଏ ହ୍ୱାଟ୍ସଆପ୍ ଗ୍ରୁପରୁ ସେମାନେ ବାହାରିଯାଇଛନ୍ତି।
ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମମତା ସରକାର ରାଜ୍ୟରେ କଡା କୋଭିଡ୍ କଟକଣା ଜାରି କରିଛନ୍ତି। ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ୍, କଲେଜ ଓ ୟୁନିଭର୍ସିଟି।
ମୃତଦେହ ଧରି ଶ୍ମଶାନ ଆଡକୁ ଯିବାବେଳେ ଘଟିଲା ଦୁର୍ଘଟଣା। ଟ୍ରକ୍କୁ ପଛରୁ ପିଟିଲା ମିନି ଭ୍ୟାନ୍। ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ।
ଜଣେ ମହିଳା ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ଦୁଇ ଜଣ। ସେଇ ଦୁଇ ଜଣ ମହିଳାଙ୍କୁ ତାଙ୍କ ଭବିଷ୍ୟତ ବିଷୟରେ ନାନା କଥା କହିବା ସହ ବହୁତ ଅସୁବିଧା ଥିବା ଜଣାଇଥିଲେ।