୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି । ଓଡ଼ିଶାରେ ପ୍ରଥମ କରି ଚଳାଚଳ କରିବ ସେମି ହାଇସ୍ପିଡ୍ ଟ୍ରେନ୍ ।
ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ୯ଟି ରହଣି ଷ୍ଟେସନ୍ ରହିପାରେ । ସୂଚନା ମୁତାବକ ହାୱଡ଼ା, ହଳଦିଆ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ ଜଙ୍କସନ, କଟକ, ଭୁବନେଶ୍ୱର ଏବଂ ପୁରୀ ରହିବ ବୋଲି ଅନୁମାନ କରାଯାଉଛି ।
ଏହି ଘଟଣାକୁ ନେଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରିଛି । ଟ୍ରେନ୍ ସୁରକ୍ଷାକୁ ଅଧିକ ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଆଜି ପୁଣି ଥରେ ଟ୍ରାଏଲ ରନ୍ କରିଛି ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ସକାଳ ୬.୧୦ ରୁ ହାୱଡାରୁ ବାହାରି ପୂର୍ହ୍ନବା ୯ ଟାରେ ବାଲେଶ୍ୱର ଷ୍ଟେସନରେ ପହଞ୍ଚିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ହେଲେ ପୂର୍ବ ଥର ଭଳି ଏହା ଆଜି ପୁରି ଯାଇନଥିଲା ବରଂ ଆଜି ଟ୍ରେନ୍ ଭଦ୍ରକ ପର୍ଯ୍ୟନ୍ତ ଯାଇ ସେଠାରୁ ମଧ୍ୟାହ୍ନ ୧୧ଟାରେ ପୁଣି ହାୱଡା ଫେରିଥିଲା
ସଫଳତାର ସହ ସରିଲା ପ୍ରଥମ ଟ୍ରାଏଲ୍ ରନ୍। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ହାୱଡାରୁ ପୁରୀ ପହଞ୍ଚିବାକୁ ଏହାକୁ ଲାଗିଥିଲା ୬ ଘଣ୍ଟା ୨୫ ମିନିଟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସେମି ହାଇସ୍ପିଡ୍ ଟ୍ରେନରେ ରହିଛି ଅଟୋମେଟେଡ୍ କ୍ଲୋଜିଂ ଡୋରଠୁ ନେଇ ୧୮୦ ଡିଗ୍ରୀ ଘୁରୁଥିବା ସିଟ୍ ଭଳି ଅନେକ ଅତ୍ୟାଧୁନିକ ବ୍ୟବସ୍ଥା...
ରାଜ୍ୟରେ ନିୟମିତ ଚଳାଚଳ ପୂର୍ବରୁ ସଫଳତାର ସହ ସରିଲା ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍...୬ଟି ଷ୍ଟପେଜ୍ ସହ ମାତ୍ର ୬ଘଣ୍ଟା ୨୫ ମିନିଟରେ ହାୱଡ଼ାରୁ ପହଞ୍ଚିଲା ପୁରୀ...ସେମି ହାଇସ୍ପିଡ ଟ୍ରେନରେ ଯାତ୍ରୀଙ୍କ ପାଇଁ କଣ ରହିଛି ବ୍ୟବସ୍ଥା ଦେଖିବା ରିପୋର୍ଟ
ଭୁବନେଶ୍ୱରରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ୍। ଆଜି ସକାଳ ୬ଟା ୧୦ରେ ହାୱଡ଼ାରୁ ଟ୍ରାଏଲ ରନ୍ କରିଥିଲା।
ଭୁବନେଶ୍ୱର ଷ୍ଟେସନରୁ ଯାତ୍ରାକରି ପୁରୀରେ ପହଞ୍ଚିଛି ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହୋଇଛି ।
ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି । ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ଟା ୫୦ରେ ପୁରୀ ଛାଡ଼ିବ ।
ପୁଣି ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ପଥର ମାଡ଼। ଦୁର୍ବୃତ୍ତଙ୍କ ପଥର ମାଡ଼ରେ କିଛି ବଗିର ଝରକା କାଚ ଭାଙ୍ଗି ଯାଇଛି।
ଓଡ଼ିଶାରେ ରେଲେଓ୍ୱ କ୍ଷେତ୍ରର ବିକାଶ ଲାଗି ବ୍ୟୟବରାଦ ୧୦ ଗୁଣା ହୋଇଛି।
ଘଣ୍ଟା ପ୍ରତି ୧୮୦ କି.ମି. ସ୍ପିଡ୍ରେ ଦୌଡୁଥିବା ଏହି ସ୍ୱଦେଶୀ ଟ୍ରେନ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଭାରତ ସରକାର। ଟ୍ରାଏଲ୍ ରନିଂରେ ଘଣ୍ଟା ପ୍ରତି ୧୮୦ କି.ମି. ବେଗରେ ଟ୍ରାକ୍ରେ ବନ୍ଦେ ଭାରତ ଟ୍ରେନ୍ ଦୌଡ଼ିଛି।