ବହରାଇଚ-ଲଖିମପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।
ସକାଳ ୬ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ ଲିଖିତ ସହମତି ବିନା କୌଣସି ମହିଳା କର୍ମଚାରୀଙ୍କୁ କାମ କରିବା ପାଇଁ ବାଧ୍ୟ କରାଯିବନି। ଯଦି ବିଳମ୍ବ ସମୟ ଯାଏ କୌଣସି ମହିଳା କର୍ମଚାରୀ କାମ କରନ୍ତି ତା’ହେଲେ ତାଙ୍କୁ ମାଗଣାରେ ପରିବହନ, ଖାଦ୍ୟ ଓ ସେମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।
ଜନତାଙ୍କୁ ଯୋଗୀ ସରକାରର ବଡ ଉପହାର। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ରାସନ ଯୋଜନାକୁ ଆଉ ୩ ମାସ ପାଇଁ ବୃଦ୍ଧି କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୧୫ କୋଟି ଜନତାଙ୍କ ପାଇଁ ମାଗଣା ଖାଦ୍ୟାନ୍ନ ଯୋଜନାକୁ ୩ ମାସ ପାଇଁ ବଢେଇ ଦିଆଯାଇଛି।
ଉତ୍ତର ପ୍ରଦେଶ ପାଇଁ ଯୋଗୀ ଆଦିତ୍ୟନାଥଙ୍କ ସହିତ ତାଙ୍କର ୫୨ ମନ୍ତ୍ରୀ ଶପଥ ନେଇଛନ୍ତି। ବର୍ତ୍ତମାନ ଏମାନଙ୍କୁ ନେଇ ଗଢାହେବ ମନ୍ତ୍ରିମଣ୍ଡଳ। ଜାଣନ୍ତୁ କିଏ କେଉଁ ପଦବୀ ପାଇବାର ସମ୍ଭାବନା ରହିଛି।
ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପୂର୍ବରୁ ଲକ୍ଷ୍ନୌ ପୋଲିସ ଏନ୍କାଉଣ୍ଟରରେ ଏକ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ୍ ଥିବା ଅପରାଧି ରାହୁଲ ସିଂଙ୍କୁ ହତ୍ୟା କରିଛି। ଆଲିଗଞ୍ଜ ଜୁଏଲର୍ସ ଡକାୟତି ମାମଲାରେ ରାହୁଲ ସିଂ ୱାଣ୍ଟେଡ୍ ଥିଲା।
ଅନେକ ଆସନରେ ସମାଜବାଦୀ ପାର୍ଟି ସହିତ ପ୍ରତିଯୋଗିତାରକୁ ଦୃଷ୍ଟିରେ ରଖି ବିଜେପି କ୍ୟାମ୍ପେନ୍କୁ ଜୋରଦାର କରୁଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନର ସମୀକ୍ଷା କରୁଥିବାବେଳେ ବାକି ପାଞ୍ଚଟି ପର୍ଯ୍ୟାୟ ପାଇଁ ଅଧିକରୁ ଅଧିକ ବୈଠକ କରିବାକୁ ବିଜେପି ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି ।
ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳିଗଲା କାର୍। ଜୀଅନ୍ତା ଜଳିଗଲେ ଗାଡ଼ିରେ ଥିବା ୪ ଜଣ। କାର୍ରେ ନିଆଁ ଲାଗି ଯିବା ପରେ ଜୀବନ ବଞ୍ଚାଇବା ଲାଗି ଗାଡ଼ି ଭିତରେ ଥିବା ଲୋକମାନେ ଆକୁଳ ଚିତ୍କାର କରୁଥିଲେ।
ଚାକିରିରୁ ବାହାର କରି ଦେଲେ ବୋଲି ରାଗ ଶୁଝାଇଲେ, ଡାକ୍ତରଙ୍କ ପୁଅକୁ ଅପହରଣ ପରେ ହତ୍ୟା
ଉତ୍ତର ପ୍ରଦେଶ କାନପୁରରେ ଗତକାଲି ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ହୁସେନ୍ଙ୍କ ସାଇକେଲ୍ ଗଡ଼ିଲେ ତାଙ୍କ ଉପରେ ସମସ୍ତଙ୍କ ଆଖି ଲାଖି ରହୁଛି । ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାଙ୍କୁ ଚାହିଁ ରହୁଛନ୍ତି ।
ସ୍ୱାମୀ ପ୍ରସାଦ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି ।
କଂଗ୍ରେସ ମାରାଥନ୍ରେ ଦଳାଚକଟା ପରିସ୍ଥିତି। କଂଗ୍ରେସ ପକ୍ଷରୁ ଆୟୋଜିତ ‘ladki hun, lad sakti hun’ ମାରାଥନ୍ରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ନଜର ଆସିଛି।
କୋଟିପତି ପର୍ଫ୍ୟୁମ୍ ବ୍ୟବସାୟୀ ପୀୟୂଷ ଜୈନଙ୍କ ଜବତ ଟଙ୍କାକୁ ବ୍ୟାଙ୍କରେ ଜମା କରାଯିବ। ପୀୟୂଷଙ୍କ ୩ଟି ଘର, ଫ୍ୟାକ୍ଟ୍ରି ଇତ୍ୟାଦିରୁ ୧୯୪ କୋଟି ୪୫ ଲକ୍ଷ ନଗଦ ଟଙ୍କା, ୨୩ କିଲୋ ସୁନା ଓ ୬ କ୍ୱିଣ୍ଟାଲ୍ ଚନ୍ଦନ କାଠ ଜବତ ହୋଇଛି।
ଲଗାତାର ୪ ଦିନ ଧରି ରେଡ୍ ପରେ କାନପୁରର ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଜିଏସ୍ଟି ଇଣ୍ଟେଲିଜେନ୍ସ ରବିବାର ଗିରଫ କରିଛି। ପୀୟୁଷଙ୍କ କାନପୁର ସ୍ଥିତ ଘରୁ ନଗଦ ୧୮୦ କୋଟି ଟଙ୍କା ମିଳିଥିଲା। ଏହାସହ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଲି ଆୟୋଜନ ନକରିବାକୁ ନିବେଦନ କରିଛନ୍ତି ଯଦି, ଏବେ ରାଲି ବନ୍ଦ ହେଉନି। ତେବେ ଆଗାମୀ ପରିସ୍ଥିତି ଦ୍ୱିତୀୟ ଲହର ଭଳି ହୋଇପାରେ।
ଏଣିକି କାଶୀ ବିଶ୍ୱନାଥ ମନ୍ଦିରରୁ ସିଧାସଳଖ ଗଙ୍ଗା ନଦୀ ଯାଏ ଶ୍ରଦ୍ଧାଳୁ ଯାଇପାରିବେ।
ଛୁଆଟି ଦେହରେ ବାଜି ଯିବ, ବାଡ଼ାନ୍ତୁ ନାହିଁ ଆଜ୍ଞା...ନେହୁରା ହୋଇ ପୋଲିସ୍ ବାବୁଙ୍କୁ ବାରମ୍ବାର କହି ଚାଲିଥିଲେ ବ୍ୟକ୍ତି ଜଣକ। ହେଲେ କେହି ତାଙ୍କ କଥା ଶୁଣିନଥିଲେ। ପୋଲିସ୍ କର୍ମୀ ଏତେ ନିର୍ଦ୍ଦୟ ହୋଇ ଯାଇଥିଲେ ଯେ, ତାଙ୍କୁ ଏହି କଥାର କୌଣସି ଫରକ୍ ପଡ଼ିନଥିଲା।
ବିଗତ ୩ ଦଶନ୍ଧି ହେଲା ମୁଖ୍ୟ ପର୍ସନାଲ୍ ଓ୍ୱିପନ୍ ଭାବେ ଇନସାସ୍ ରାଇଫଲକୁ ବ୍ୟବହାର କରିଆସୁଛନ୍ତି ଭାରତୀୟ ସେନାର ଯବାନ। ତେବେ ଏହା ଅପେକ୍ଷାକୃତ ଓଜନିଆ, ଲମ୍ବା ଏବଂ କମ୍ ଘାତକ।
ବାଘଟି କଲେଜ କ୍ଲାସ୍ ରୁମ୍ରେ ପ୍ରବେଶ କରିବା ନେଇ ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି(ବିଏସ୍ପି)କୁ ବଡ଼ ଝଟ୍କା। ବିଏସ୍ପିର ୬ ଜଣ ବିଧାୟକ ଓ ଜଣେ ବିଜେପି ବିଧାୟକ ଆଜି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଏମାନେ ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି।
ଅବିକଳ ମଣିଷ ପରି ବାସନ ମାଜୁଛି ମାଙ୍କଡ । ଉତ୍ତର ପ୍ରଦେଶର ଆମେଥୀ ଜିଲ୍ଲାରେ ଏକ ମାଙ୍କଡଟି ହୋଟେଲ୍ ବାହାରେ ରଖାଯାଇଥିବା ବାସନକୁ ମାଜିବାର ଲାଗିଛି । ଏହି ଦୃଶ୍ୟକୁ ଦେଖି ପାଖ ଆଖରେ ଉପସ୍ଥିତ ଥିବା ଲୋକମାନେ ତାଜୁବ୍ ହୋଇଗଲେ ।
ଉତ୍ତର ପ୍ରଦେଶ୍ରେ ବେଶ୍ ଧୂମଧାମ୍ରେ ପାଳନ କରାଯାଉଛି ରାବଣ ପୋଡି ଉତ୍ସବ । ବାଣ ଆଲୋକରରେ ଝଲସୁଛି ଆକାଶ ।
୧୧ ବର୍ଷ ବୟସରୁ ଝିଅକୁ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଅମଣିଷ ବାପା । ନାବାଳିକାଙ୍କ ଅଭିଯୋଗ ଅନୁସାରେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରୁ ବାପା ତାକୁ ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ କରୁଥିଲା । କୁନି ଝିଅର ଚିତ୍କାର ତା’ କାନକୁ ପଡ଼ୁନଥିଲା । କାକୁତି ମିନତି ହେଲେ ବି ଶୁଣୁନଥିଲା ନରପିଶାଚ ।
ଆଶିଷଙ୍କ ଆସିବା ନେଇ ପ୍ରାକ୍ ସୂଚନା ପାଇବା ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସ୍ ସାମ୍ନାରେ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହଠାତ୍ ଅଫିସ ସାମ୍ନାରେ ସ୍କୁଟରରେ ଦୁଇଜଣ ଆସିଥିଲେ।
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ହଠାତ୍ ଝଟ୍କା ଲାଗିବା ଯୋଗୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ମୃତ୍ୟୁ ପ୍ରବଳ ରକ୍ତସ୍ରାବ ଯୋଗୁ ହୋଇଛି।