Unique Love Story
ଓଠ ନୁହେଁ, ହୃଦୟ ଏଠି କଥାକୁହେ, ଠାର ବି ଆପଣାର କରିପାରେ, ମନର ମଣିଷକୁ। କାନ ନୁହେଁ ମନ ଶୁଣେ ମନର ଭାଷାକୁ। କିଛି କିଛି ଅକ୍ଷର କେବଳ ଠାରରେ ଠାରରେ ଜୀବନ୍ତ ହୁଅନ୍ତି। ହସରେ ହସରେ ଜୀବନ ବଞ୍ଚିବାର ବାଟ କଢେଇ ନିଅନ୍ତି। ଏଠି ବିବାହ ଚାଲିଛି। କାନ୍ଥରେ ବାହାଚିତା। ଲେଖା ଅଛି ବର ଆଉ କନିଆଁଙ୍କ ନାଁ। ଅଗ୍ନିକୁ ସାକ୍ଷୀମାନି ଗାରେ ସିନ୍ଦୁର ଗାଇେଇ ଦେଉଛି ପ୍ରେମିକରୁ ସ୍ବାମୀ ପାଲଟୁଥିବା ମହେଶ୍ବର। ଆଉ ଏ ହେଉଛନ୍ତି ତାଙ୍କ ପ୍ରାଣପ୍ରିୟା ଧର୍ମପତ୍ନୀ ରୁକ୍ମଣୀ। ବାଲେଶ୍ଵର ଜିଲ୍ଲା ଜିରିତାଳ ଗ୍ରାମର ମହେଶ୍ବର ମଲ୍ଲିକ, ସୋର କୁଚିଆକୋଇଲି ଅଞ୍ଚଳର ରୁକ୍ମଣୀ ମଲ୍ଲିକଙ୍କୁ ବିବାହ କରୁଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)