ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ଆଜି ପର୍ଯ୍ୟନ୍ତ ଯାହା ବି କ୍ଷତି ହୋଇଛି ସବୁର କ୍ଷତି ପୂରଣ ଦେବ ଋଷିଆ ! ଯୁଦ୍ଧ ସମୟରେ ଏମିତି ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଜାଣନ୍ତୁ କଣ ରହିଛି ପୂରା ଘଟଣା
ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଜୀବନ ନେଇ ଫେରୁଛନ୍ତି ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ। ଏମାନଙ୍କ ଭିତରେ ଅଧିକାଂଶ ମେଡିକାଲ ପାଠ୍ୟକ୍ରମ ପଢୁଥିବା ବେଳେ ଏଠାରେ ପ୍ରଶ୍ନ ଉଠୁଛି, ମେଡିକାଲ ପାଠ ପଢ଼ିବାକୁ କାହିଁକି ୟୁକ୍ରେନ୍ ପାଲଟିଛି ଭାରତୀୟ ପିଲାଙ୍କ ପ୍ରଥମ ପସନ୍ଦ।
ୟୁକ୍ରେନ-ଋଷିଆ ମଧ୍ୟରେ ଲାଗିଛି ଯୁଦ୍ଧ। ସମୁଦ୍ରରେ ମୁହାଁମୁହିଁ ହେଲେ ଋଷିଆ-ଆମେରିକା। ହ୍ୱାଇଟ୍ ହାଉସ କହିଲା, ଆମେ କେଉଁଠି ରଖିଛୁ ଆଣବିକ ଜାହାଜ କହିବାକୁ ବାଧ୍ୟ ନୁହେଁ...ଋଷିଆ କହିଲା ଆମେ...
ଋଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ଧୋକା ଦେଲା ଆମେରିକା। ଅସ୍ତ୍ରଶସ୍ତ୍ରରେ କୌଣସି ସାହାଯ୍ୟ କଲାନି କି ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଥରେ ବି ଆଲୋଚନା କଲାନି। କେବଳ ଋଷିଆ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଚୁପ୍ ବସିଗଲେ ବାଇଡ଼େନ୍
ଯୁଦ୍ଧ ସମୟରେ ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି। କହିଲେ, ଏମିତି ଖରାପ ସମୟରେ ଆମକୁ ଏକା କରିଦେଲା ବିଶ୍ୱ...ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ଋଷିଆକୁ ଡରୁଛି ପୂରା ବିଶ୍ୱ
‘ଫାଦର ଅଫ୍ ଅଲ୍ ବମ୍’। ଋଷିଆ ପାଖରେ ରହିଛି ବିଶ୍ୱର ଏହି ଶକ୍ତିଶାଳୀ ବୋମା। ଯଦି ୟୁକ୍ରେନ ଉପରେ ପକାଇବ ତେବେ...
ୟୁକ୍ରେନ ସହ ଯୁଦ୍ଧ ଘୋଷଣା ହେବା ପୂର୍ବରୁ ସକାଳୁ ସକାଳୁ ଏହି ନେତାଙ୍କୁ ଫୋନ୍ କରିଥିଲେ ପୁଟିନ୍। ବେଶ୍ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା କଥାବାର୍ତ୍ତା...ପରେ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୁଟିନ୍। ଜାଣନ୍ତୁ କାହାକୁ ଥିଲା ସେହି ଫୋନ୍ କଲ?
ୟୁକ୍ରେନ୍-ଋଷ୍ ଯୁଦ୍ଧର ଆତଙ୍କ ଭିତରେ କିଛି ଦୃଶ୍ୟ ସତରେ ଖୁବ୍ ହୃଦୟ ବିଦାରକ। ସୋସିଆଲ୍ ମିଡିଆରେ ଆସୁଥିବା ସେଠାକାର କିଛି ଛବି ଆପଣଙ୍କ ଆଖିରୁ ଲୁହ ଖସେଇ ଦେବ। ୟୁକ୍ରେନ୍ ଆକାଶରେ ଶାଗୁଣା ପରି ଉଡୁଛନ୍ତି ଶହଶହ ଋଷୀୟ ଯୁଦ୍ଧ ବିମାନ। ଆତଙ୍କ ଭିତରେ ଚାଲିଛି ଶାନ୍ତି ପାଇଁ ପ୍ରାର୍ଥନା।
ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି ପୁତିନ । ୟୁକ୍ରେନର ଦୁଇ ବିବାଦୀୟ ଅଞ୍ଚଳକୁ ରୁଷିଆ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ପରେ ଆମେରିକା ଦେଇଛି ଚେତାବନୀ ।
ୟୁକ୍ରେନର ଫରଓ୍ୱାର୍ଡ ଅଞ୍ଚଳରେ ଗୋଳାବାରୁଦ ମାଡ଼ । ବିଦ୍ରୋହୀ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ମସ୍କୋ ତରଫରୁ ସମର୍ଥନ ରହିଥିବା ସୂଚନା ମିଳିଛି । ଗୋଳାବାରୁଦ ମାଡ଼ରେ କିଛି ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି ।