Advertisment

NTAର ପାରିବା ପଣିଆକୁ ନେଇ ସନ୍ଦେହ !

ନ୍ୟାସନାଲ ଟେଷ୍ଟିଂ ଏଜେନସି-NTAର ପାରିବା ପଣିଆକୁ ନେଇ ସନ୍ଦେହ ! ବିବାଦ ଘେରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଅଭିଯୋଗରେ ଆଜି ରାଜଧାନୀ ଦିଲ୍ଲୀରେ ଏମିତି ଢଙ୍ଗରେ ତାତିଛନ୍ତି ବିଭିନ୍ନ ଛାତ୍ର ସଂଗଠନ ।

author-image
Manoranjan Behera

UGC NET Exam
Advertisment
Advertisment