Advertisment

Tree Transplantation: ରାସ୍ତା ସଂପ୍ରସାରଣ ପାଇଁ ଗଛ ବଳି

ପୁରୀ ତାଳବଣିଆ ଅଞ୍ଚଳରେ ରାସ୍ତା ସଂପ୍ରସାରଣ ପାଇଁ କଟାଯିବ ଗଛ । ପୂର୍ତ୍ତ ବିଭାଗ ପକ୍ଷରୁ ୭୨ଟି ବିରାଟ ଗଛ ଚିହ୍ନଟ ହୋଇଛି । ପ୍ରଶ୍ନ ଉଠାଇଲେ ପ୍ରକୃତି ବନ୍ଧୁ ଓ ସାମାଜିକ କର୍ମୀ । ବିକଳ୍ପ ଯୋଜନାରେ ଗଛ ସ୍ଥାନାନ୍ତରିତ କରିବାକୁ ଦାବି ।

author-image
Balakrushna Sahoo
ଅଦ୍ୟତନ ହୋଇଛି
ରାସ୍ତା ପାଇଁ ଗଛ ବଳି

ରାସ୍ତା ପାଇଁ ଗଛ ବଳି

ବୃକ୍ଷହିଁଜୀବନ।ମଣିଷରପ୍ରକୃତବନ୍ଧୁ।ଗଛମୂଳେବସିକ୍ଳାନ୍ତିଦୂରକରେପଥିକ।କିଛିଦିନପରେଏହିଗଛଗୁଡ଼ିକଆଉଏଠାରେନଥିବ।କାହିଁକିନାରାସ୍ତାସମ୍ପ୍ରସାରଣପାଇଁବିରାଟକାୟ ଗଛ ଗୁଡିକୁ କାଟିଦିଆଯିବ।ପୁରୀତାଳବଣିଆସେଣ୍ଟ୍ରାଲସ୍କୁଲଠାରୁଭୂଦାନଛକପର୍ଯ୍ୟନ୍ତଧାଡ଼ିଧାଡ଼ିହୋଇକୃଷ୍ଣଚୂଡା, ବର, ଅଶ୍ବସ୍ତ, ବଉଳ, ନିମ୍ବ, ତାଳ, ଝାଉଁ ଭଳିଗଛରହିଛି।କାହାରବୟସ୨୦ବର୍ଷ, ତ କିଏ ୩୦ବର୍ଷଧରିପଥିକକୁଛାଇ, ପରିବେଶକୁଅମ୍ଳଜାନଯୋଗଇଆସୁଛି।

Advertisment

ରାସ୍ତାସଂପ୍ରସାରଣପାଇଁପାଖାପାଖି୭୨ରୁଉର୍ଦ୍ଧଗଛକଟାଯିବାପାଇଁଚିହ୍ନଟ କରାଯାଇଛି।ଯାହାକୁବିରୋଧକରୁଛନ୍ତିପ୍ରକୃତିବନ୍ଧୁ ଓ ସାମାଜିକ କର୍ମୀ।ସେମାନଙ୍କ ଯୁକ୍ତିସଂଇତଳାରୁବଲାଙ୍ଗୀରରାସ୍ତାମୟୂରଝାଲିଆରୁସୁବଳିଆନୟାଗଡରାସ୍ତାରେ୭୦୦ରୁଉର୍ଦ୍ଧଗଛସ୍ଥାନାନ୍ତରିତକରାଯାଇଛି।ତେଣୁଏଠିମଧ୍ୟଗଛଗୁଡ଼ିକକଟାନଯାଇସ୍ଥାନାନ୍ତରିତକରାଯାଉ।ରାସ୍ତାସଂପ୍ରସାରଣସ୍ୱାଗତଯୋଗ୍ୟକିନ୍ତୁରାସ୍ତାରେଗଛଦେବତାକୁକାଟିବାଅର୍ଥପରୋକ୍ଷରେମଣିଷକୁହତ୍ୟାକରିବା।ତେଣୁଗଛକାଟିଲେ ବିରୋଧକରାଯିବବୋଲିଚେତାବନୀଦେଇଛନ୍ତିସାମାଜିକକର୍ମୀ।

ପୁରୀସହରରଜନସଂଖ୍ୟାବୃଦ୍ଧିସହରଥଯାତ୍ରାପର୍ବପର୍ବାଣିରେଭିଡକୁନଜରରେରଖିରାସ୍ତାସଂପ୍ରସାରଣକରାଯିବ।ସେଥିପାଇଁଗଛକଟାଯିବାଆବଶ୍ୟକବୋଲିପୂର୍ତ୍ତବିଭାଗପକ୍ଷରୁସୂଚନାମିଳିଛି।ପୁରୀଜିଲ୍ଲାବନବିଭାଗଅଧିକାରୀକହିଛନ୍ତିପୂର୍ତ୍ତବିଭାଗଗଛ କାଟିବା ପାଇଁ ଚିଠିଦେଇଛିକିନାହିଁତନଖିକରାଯାଉଛି।ଚିହ୍ନଟପ୍ରକ୍ରିୟାମିଳିତଭାବରେକରାଯିବାକଥାକିନ୍ତୁଗଛକଟାପାଇଁବନବିଭାଗରଅନୁମତିଆବଶ୍ୟକ।ସେପଟେସାମାଜିକକର୍ମୀଙ୍କଦାବିଗଛକୁସ୍ଥାନାନ୍ତରିତକରାଯାଉ।ଏଥିପାଇଁସର୍ଭେହେବାଆବଶ୍ୟକ।କେଉଁଗଛସ୍ଥାନାନ୍ତରିତହେବତାହାଚିହ୍ନଟହେବାପରେତାରପ୍ରକ୍ରିୟାଆରମ୍ଭହୋଇପାରିବଏବଂଗଛକୁଡିଭାଇଡରଭାବରେବିକଳ୍ପପନ୍ଥାଆପଣା ଯାଇପାରିବ।

Advertisment
Tree Cutting In Odisha Tree Cutting Road Expansion Puri Odisha
Advertisment
Related Articles
Advertisment