ବାହା ହୋଇଗଲା ପ୍ରେମିକା । ଅସହ୍ୟ ହେଲା ବିଚ୍ଛେଦ, ନିଜକୁ ନିଜେ ଗୁଳି ମାରି ଜୀବନ ହାରିଲା ନାବାଳକ
୧୦ ମହଲାରୁ ଡେଇଁ ଓଡ଼ିଆ RAW ଅଫିସର୍ଙ୍କ ଆତ୍ମହତ୍ୟା
ତା’ ବିନା ସବୁ କିଛି ଅଧୁରା ଲାଗୁଥିଲା । ପ୍ରେମିକାର ପରିବାର ଲୋକ ଭେଟିବାକୁ ଦେଉନଥିଲେ । ଶେଷରେ ଚରମ ନିଷ୍ପତ୍ତି ନେଲେ ଯୁବକ । ‘ତେରେ ବିନା ମରଜାୱାଁ’ ଗୀତରେ ରିଲ୍ କରି ବିଷ ପିଇଦେଲେ ।
ଗୋଟିଏପଟେ ଆତ୍ମହତ୍ୟା ଉଦ୍ୟମ କରୁଥିଲା ସ୍ତ୍ରୀ, ସେପଟେ ଏହି ଦୃଶ୍ୟକୁ ଭିଡିଓ ରେକର୍ଡିଂ କରିବାରେ ବ୍ୟସ୍ତ ଥିଲା ସ୍ୱାମୀ। ସ୍ତ୍ରୀକୁ ବଞ୍ଚାଇବା ବଦଳରେ ସ୍ୱାମୀ ଭିଡିଓ ରେକର୍ଡିଂ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି।
ଅସହ୍ୟ ହେଲା ବନ ବିଭାଗର ଅତ୍ୟାଚାର,ଆତ୍ମହତ୍ୟା କରିଛନ୍ତି ଅନୁଗୁଳର ଜଣେ ଚାଷୀ ।
ବଢୁଛି ଯୁବକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା। ଏହା ପଛରେ ଅନେକ କାରଣ ରହିଥିଲେ ବି ଏହା ସବୁକିଛିର ସମାଧାନ ନୁହେଁ। ସବୁ ଜାଣିଲା ଏବଂ ବୁଝିଲା ପରେ ମଧ୍ୟ ଅନେକ ସମୟରେ ବାପା-ମା'ମାନେ ସମସ୍ୟାଟିକୁ ସମାଧାନ କରିବା ନେଇ ବ୍ୟସ୍ତ ହୋଇପଡନ୍ତି। ତେବେ ଆସନ୍ତୁ ଏ ଦିଗରେ ଜାଣିଦେବା କେତୋଟି ସରଳ ଉପାୟ।
ଦିନକୁ ଦିନ ରାଜ୍ୟରେ ଆତ୍ମହତ୍ୟା ବଢ଼ି ବଢ଼ି ଚାଲିଛି , ହେଲେ କାହିଁକି ?
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ଆଇଜିଆଇଟି (IGIT) କ୍ୟାମ୍ପସରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ ବୋଲି ଜଣାପଡିଛି ।
ଶ୍ୱଶୁର ନିର୍ଯାତନା ସହି ନପାରି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ ।
ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି । କାନପୁର ଥାନା ସୁଧାମାଳ ବ୍ରିଜ ଉପରୁ ମହାନଦୀକୁ ଡେଇଁ ଯୁବକଜଣକ ଆତ୍ମହତ୍ୟା କରିଛନ୍ତି ।