ରାୟଗଡ଼ା SP ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ସିଆରପିଏଫ୍ କ୍ୟାମ୍ପ ଭିତରକୁ ଏବେ କାହାରିକୁ ଯିବାକୁ ଅନୁମତି ନଥିବାରୁ ସେଠାରୁ କାହାର ପ୍ରତିକ୍ରିୟା ମିଳିପାରି ନାହିଁ ।
କାହଁକି ଏପରି ନିଷ୍ପତ୍ତି ନେଲେ ମୃତକ ? ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।
ଆଇଆଇଟି ଚେନ୍ନାଇରେ ପଢ଼ୁଥିବା ୨୦ ବର୍ଷୀୟ ଛାତ୍ରଙ୍କ ମୃତଦେହ ଗତକାଲି ଘର ଭିତରୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ଏହି ଦ୍ୱିତୀୟ ବର୍ଷ ଛାତ୍ର କେମିକାଲ୍ ଇଞ୍ଜିନିୟରିଂ ପଢ଼ୁଥିଲେ।
ପ୍ରେମରେ ପ୍ରତାରଣା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ
ଖବର ପାଇ ପୋଲିସ ଗଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ କୁହାଯାଉଛି ଯେ, ଭୁଲ ବସତଃ କିମ୍ବା ଅଜାଣତରେ ପିଲାମାନେ ବିଷ ପିଇ ଥାଇପାରନ୍ତି ।
ଯାତ୍ରୀ ଜଣକ ଟ୍ରେନ୍ରେ ଆତ୍ମହତ୍ୟା କରିଥିବା ଆରପିଏଫ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ କହିଛି କି, ଯାତ୍ରୀ ଜଣକ ନିଜେ ନିଜକୁ ଗୁଳିକରିଛନ୍ତି । ଗତକାଲି ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡି ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି ।
ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଘର ଲୋକ ମନା କରିବାରୁ ୧୫ ବର୍ଷୀୟା ନାବାଳିକା ୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍ରେ ଛାତ୍ର ଜଣକ ଏକ ଷ୍ଟାଟସ୍ ପୋଷ୍ଟ କରିଥିଲେ। ଏହି ଷ୍ଟାଟସ୍ ଦେଖି ଜଣେ ସାଙ୍ଗ ତାଙ୍କ ରୁମ୍ରେ ପହଞ୍ଚିବା ପରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।
ସାମାନ୍ୟ କଥାକୁ ନେଇ ଜୀବନ ହାରିଲେ ୯ ବର୍ଷୀୟ ବାଳିକା। ବାପା ପାଠ ପଢ଼ିବା ପାଇଁ କହିବାରୁ ନାବାଳିକା ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି।
ଛାତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କାହିଁକି ଛାତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।
ଫେସ୍ବୁକ୍ରେ ଲାଇଭ୍ ଷ୍ଟ୍ରିମିଂ କରି ଆତ୍ମହତ୍ୟା କରିବା ପାଇଁ ବାହାରିଥିଲେ, ହେଲେ ହଠାତ୍ ଖବର ପାଇ ପହଞ୍ଚିଗଲା ପୋଲିସ୍। ଆଉ ଯୁବକଙ୍କୁ ବଞ୍ଚାଇ ଦେଇଥିଲା।
ସବୁଦିନ ପାଇଁ ପ୍ରେମିକ ଦୁନିଆରୁ ଚାଲି ଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନଥିଲା ପ୍ରେମିକା। ଶେଷରେ ଏହାକୁ ସହ୍ୟ କରିନପାରି ୩୦ ବର୍ଷୀୟ ମହିଳା ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।
ଏନସିଆରବି ତଥ୍ୟ, ବଢିଛି ୧୨ % ମାମଲା, ବିଶେଷଜ୍ଞ ବତାଇଲେ ବର୍ତ୍ତିବାର ବାଟ....
ମୃତ ଝିଅର ବାପା ଜଣେ ବ୍ୟବସାୟୀ ବୋଲି ପୋଲିସ କହିଛି ।
ଜୀବନ ନେଲା ଚିକିତ୍ସା ଖର୍ଚ୍ଚ । ହୋଟେଲ୍ରେ ରୁମ୍ ବୁକ୍ କରି, ସେଠାରେ ଜୀବନ ହାରିଲେ ଯୁବକ ।
ପରୀକ୍ଷା ଭଲ ନହେବାରୁ ଜୀବନ ହାରିଲେ ମାଟ୍ରିକ ଛାତ୍ରୀ। ଛାତ୍ରୀଙ୍କ ଶେଷ ଦୁଇଟି ପରୀକ୍ଷାରେ ଭଲ ହୋଇନଥିବା ପରିବାର ଲୋକେ କହିଛନ୍ତି।
ସ୍ତ୍ରୀ, ଛୁଆକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ। ଏକ ଫ୍ଲାଟ୍ରୁ ୪୪ ବର୍ଷୀୟ ଇଞ୍ଜିନିୟର, ତାଙ୍କ ସ୍ତ୍ରୀ ଓ ୮ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି।
ଅନଲାଇନ୍ ମନି ଗେମ୍ ପାଇଁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ସ୍ୱାମୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଭୟ ସ୍ୱାମୀ-ସ୍ତ୍ରୀ ଶିକ୍ଷକ-ଶିକ୍ଷୟିତ୍ରୀ ବୋଲି ସୂଚନା ମିଳିଛି ।
ୱାରଙ୍ଗାଲର ଯୁବକ ଜଣକ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ତାଙ୍କର କିଛି ପ୍ରାଇଭେଟ୍ ଫଟୋ ଭାଇରାଲ କରିଥିଲେ । ଫଳରେ ଯୁବତୀ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି ।
ଆତ୍ମହତ୍ୟା ଉଦ୍ୟମର ୪ ଦିନ ପରେ ଜଣେ ମେଡିକାଲ୍ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସିନିୟରମାନେ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା।
ବାଳକଟି ଗତ କିଛି ଦିନ ହେଲା ମୋବାଇଲ ମାୟାରେ ଏମିତି ପଡ଼ିଯାଇଥିଲା ଯେ, ଘଡ଼ିଏ ମଧ୍ୟ ତାକୁ ଛାଡ଼ିବାକୁ ଚାହୁଁନଥିଲା। ବିଶେଷ କରି ନୂଆ ନୂଆ ମୋବାଇଲ ଗେମ୍ର ନିଶା ତାକୁ ପୁରା କବଳିତ କରି ରଖିଥିଲା।
ପ୍ରଥମେ ସ୍ତ୍ରୀ, ପରେ ୨ ବର୍ଷର ନିଷ୍ପାପ କୁନି ଝିଅ ଆଉ ଶେଷରେ ନିଜେ ଆତ୍ମହତ୍ୟା କରିଦେଲେ ସ୍ୱାମୀ। କେହି କିଛି ବୁଝିବା ପୂର୍ବରୁ ସବୁ କିଛି ସରିଯାଇଥିଲା। ଚାହୁଁଚାହୁଁ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ। କୋରାପୁଟ ଲକ୍ଷ୍ମୀପୁର ତୋୟାପୁଟ ଗାଁରେ ଯେଉଁ ଭୟଙ୍କର ଘଟଣା ଘଟିଲା ତାହାକୁ ନେଇ ସବୁଆଡେ ଚର୍ଚ୍ଚା। କାହିଁକି ଏମିତି ନିଷ୍ପତ୍ତି ନେଲେ ଗାଁର ଲିଙ୍ଗରାଜ ସେନେଇ କାହା ପାଖରେ କିଛି ଉତ୍ତର ବି ନାହିଁ।
ଗାଁ ଲୋକେ ତାଙ୍କ କଥାକୁ ବିଶ୍ୱା କରୁନଥିଲେ. . .ହେଲେ ସେ ସତରେ ନିଜର ଜୀବନ ନେଇଗଲେ ।
କୁନି ଝିଅର ମୁହଁକୁ ଚାହିଁଲେନି । ଝିଅ ଜନ୍ମ ଦିନ ପରିବାରର ତିନି ଜଣ ଆତ୍ମହତ୍ୟା କରିଦେଲେ ।
ଜଣେ ୨୨ ବର୍ଷୀୟ ନିଟ୍ ଆଶାୟୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହଷ୍ଟେଲ୍ ରୁମ୍ରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।