Advertisment

Special Story: ମା’ ଭାଙ୍ଗିଦେଲା ଝିଅ ବାହାଘର

ଝିଅ ବଦଳରେ ମା’ ପ୍ରେମରେ ପଡିଲା ଜ୍ବାଇଁପୁଅ। ଆଉ କାହାକୁ କିଛି ନଜଣାଇ ଛୁ ମାରିଲେ ଉଭୟ। ଶାଶୁ-ଜ୍ବାଇଁଙ୍କ ଏହି ଲଭଷ୍ଟୋରୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

author-image
Santosh Kumar Sahoo

ଛପି ସାରିଥିଲା ବାହାଘର କାର୍ଡ। କିଣା ସରିଥିଲା ଶାଢ଼ୀ ସାଙ୍ଗକୁ ଗହଣା ଗାଣ୍ଠି। ୧୦ ଦିନ ପରେ ପଡିଥାନ୍ତା ହାତଗଣ୍ଠି। ବେଦିରେ ବସିଥାନ୍ତା ଝିଅ। ହେଲେ ତା’ପୂର୍ବରୁ ଜ୍ବାଇଁପୁଅକୁ ଧରି ଫେରାର ହୋଇଗଲା ମା’। ଝିଅ ବଦଳରେ ମା’ ପ୍ରେମରେ ପଡିଲା ଜ୍ବାଇଁପୁଅ। ଆଉ କାହାକୁ କିଛି ନଜଣାଇ ଛୁ ମାରିଲେ ଉଭୟ। ଶାଶୁ-ଜ୍ବାଇଁଙ୍କ ଏହି ଲଭଷ୍ଟୋରୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଖବର ଭାଇରାଲ ପରେ ଏବେ ଉଭୟ ପ୍ରେମୀ ଯୁଗଳ ଥାନାରେ ପହଞ୍ଚି ଆତ୍ମସପର୍ମଣ କରିଛନ୍ତି।

Advertisment
Uttar Pradesh Special Story
Advertisment
Advertisment