• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shah Rukh Khan

Aryan Khan
ଆର୍ୟନଙ୍କୁ ମୁକ୍ତ କରିବା ପାଇଁ ହୋଇଥିଲା ୨୫ କୋଟିର ଡିଲ୍‌ !

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଏକ ବଡ଼ ଟ୍ୱିଷ୍ଟ୍‌ ଆସିଛି। ବଲିଉଡ୍‌ କିଙ୍ଗ୍‌ଖାନ୍ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ମୁକ୍ତ କରିବାକୁ ଏକ ବଡ଼ ଡିଲ୍ ହୋଇଥିଲା ।  ଏଥିପାଇଁ ଶାହାରୁଖଙ୍କୁ ଏନ୍‌ସିବି ଅଧିକାରୀ ୨୫ କୋଟି ଟଙ୍କା ମାଗିଥିଲେ। କ୍ରୁଜ୍ ରେଭ୍ ପାର୍ଟି ମାମଲାର ଜଣେ ସାକ୍ଷୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

Shahrukh Khan asked home food for son
ବାପା, ମତେ ଜେଲ୍‌ର ଖାଇବା ଭଲ ଲାଗୁନି : ଆର୍ୟନ୍

ଶାହରୁଖ ଖାନଙ୍କ ପରିବାରକୁ ଆଜିକାଲି ମାନସିକ ଚିନ୍ତାରେ ଜୀବନ କାଟିବାକୁ ପଡୁଛି। କାହିଁକି ବା ଚିନ୍ତାରେ ନ ରହିବେ, ଯେତେବେଳେ ମନ୍ନତର ରାଜକୁମାର ଜେଲରେ ଦିନ କାଟୁଛନ୍ତି ସେତେବେଳେ କୋଉ ବାପା-ମା ଶାନ୍ତିରେ ବା ରହିପାରିବେ। ଡ୍ରଗ୍ସ ମାମଲାରେ ଆଜିକୁ ୧୪ ଦିନ ହେବ ଆର୍ୟନ୍ ଖାନ ଜେଲ୍‌ର ଚାରିକାନ୍ଥ ଭିତରେ ଅଛନ୍ତି। ଜେଲରେ ତାଙ୍କୁ ବହୁତ କଷ୍ଟ ଅନୁଭବ ହେଉଛି, ସେ ନିଜକୁ ଖାପଖୁଆଇ ପାରୁ ନାହାନ୍ତି। ଆଜି ଅର୍ଥାତ ଗୁରୁବାର ସକାଳେ ଶାହରୁଖ ଖାନ ଆର୍ଥର ରୋଡ୍ ଜେଲ୍ ଯାଇ ତାଙ୍କ ପୁଅକୁ ଭେଟି ତାଙ୍କୁ ସାହସ ଦେଇଛନ୍ତି।

Shah Rukh Khan Meets Son In Jail
ଜେଲ୍‌ରେ ପୁଅକୁ ଭେଟିଲେ ଶାହରୁଖ,ବାପାକୁ ଦେଖି ଇମୋସନାଲ୍‌ ହେଲେ ଆର୍ୟନ

ବଲିଉଡ୍‌ କିଙ୍ଗ୍‌ଖାନ୍‌ ଶାହରୁଖ ଖାନ୍‌ ଆଜି ସକାଳେ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍‌ ଜେଲ୍‌କୁ ଯାଇ ପୁଅ ଆର୍ୟନଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶାହରୁଖ ଜେଲ୍‌ ଭିତରେ ଆର୍ୟନଙ୍କୁ ଭେଟି କଥାବାର୍ତ୍ତା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

Special Story | Sameer Wankhede, The Nightmare For Shah Rukh Khan
ଦିନେ କିଙ୍ଗଖାନଙ୍କୁ ପାଣି ପିଆଇଥିଲେ ଏହି ଦବଙ୍ଗ ଅଫିସର, ଆଜି ପୁଅ ପାଇଁ ଚର୍ଚ୍ଚାରେ

ଏନସିବିର ଏହି ଦବଙ୍ଗ ଅଫିସରଙ୍କ ପାଇଁ ଦିନେ ପାଣି ପିଇଥିଲେ ଶାହରୁଖ ଖାନ। ବିମାନବନ୍ଦରରେ ନାକେଦମ ହୋଇ ତଣ୍ଡ ଗଣିଥିଲେ।