/odishatv-khabar/media/media_files/2026/01/26/state-level-republic-day-parade-2026-01-26-08-42-48.jpg)
State-Level Republic Day Parade Photograph: (OTV)
ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ସ୍ବତନ୍ତ୍ର ଆୟୋଜନ ହୋଇଛି। ଏଥର ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଉଛନ୍ତି ୫୪ଟି କଣ୍ଟିଜେଣ୍ଟ। ଯେଉଁଥିରେ ବିଭିନ୍ନ ୟନିଫର୍ମ ଟ୍ରୁପ, CRPF, OISF ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିନଜେଣ୍ଟ ସାମିଲ ଅଛନ୍ତି।
Advertisment
ତାସହ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ସାମିଲ ହେବେ। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ୧୨ଟି ବିଭାଗର ପ୍ରଜ୍ଞାପନ ମେଢ଼। ସେହିପରି ବିଭିନ୍ନ ଜିଲ୍ଲାର ୫ଟି ଲୋକନୃତ୍ୟ ଓ ଲୋକକଳା ଗ୍ରୁପ ବି ଅଂଶ ଗ୍ରହଣ କରିବେ। କୌଶଳ ପ୍ରଦର୍ଶନ କରିବେ ଡେୟାର ଡେଭିଲ୍ ସହ ସ୍କେଟିଂ ଗ୍ରୁପ।
Advertisment



Related Articles
77th Republic Day 2026: ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ
POSTED

Abhijit Majumdar Laid to Rest: ମେଲୋଡି କିଙ୍ଗ ଅଭିଜିତ ମଜୁମଦାରଙ୍କ ଶେଷକୃତ୍ୟ ସଂପନ୍ନ, ପୁଅ ଦେଲେ ମୁଖାଗ୍ନି
POSTED

Ashoka Chakra for Shubhanshu Shukla: ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର, ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ମିଳିବ ସମ୍ମାନ
POSTED

Politics Over Farmers’ Problems: ଚାଷୀ ସମସ୍ୟା ନେଇ ରାଜନୀତି ଆରମ୍ଭ କଲା ବିଜେଡି, ବଞ୍ଚିବାକୁ ଚାହୁଁଛି ବୋଲି କହି କାଉଣ୍ଟର କଲା ବିଜେପି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)