ନିଯୁକ୍ତି ପରୀକ୍ଷା ବିଭ୍ରାଟ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି ସରକାରୀ ପ୍ରେସରେ ଛପାଯିବ ପ୍ରଶ୍ନପତ୍ର । ପୋଲିସ ଓ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ହେବ ପ୍ରଶ୍ନପତ୍ର ପ୍ରିଣ୍ଟିଂ। ଏନେଇ ସବୁ ନିୟୋଜନ ସଂସ୍ଥା ଓ ଜିଲ୍ଲାପାଳଙ୍କୁ ଚିଠିଲେଖି ଅବଗତ କରିଛି ସାଧାରଣ ପ୍ରଶାସନ ବିଭାଗ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)