Advertisment

Minor’s Night of Terror: ହାତଗୋଡ଼ ବନ୍ଧା ଅବସ୍ଥାରେ ଜଙ୍ଗଲରେ ଗୋଟିଏ ରାତି ରହିଲେ ନାବାଳିକା, ପରଦିନ ଘରକୁ ଆସି କହିଲେ 'କିପରି ହୋଇଥିଲା ଦୁଷ୍କର୍ମ ଉଦ୍ୟମ'

ପରେ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ହାତ ଗୋଡ଼ ଓ ମୁହଁ କପଡାରେ ବାନ୍ଧି ଦେଇ ଫେରାର ହୋଇଯାଇଥିଲେ।  ନାବାଳିକା ଜଣକ ଭୟଭୀତ ଅବସ୍ଥାରେ ଜଙ୍ଗଲରେ ଗୋଟିଏ ରାତି ରହିଥିଲେ।

author-image
Tapan Swain
Rape Attempt

Rape Attempt Photograph: (OTV)

କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଲଜ୍ଜା। ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡି ଦେଲେ ଦୁର୍ବୃତ୍ତ। ନାବାଳିକା ଜଣଙ୍କ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାକୁ ଅପହରଣ କରି ନେଇଥିଲେ।

Advertisment

ପରେ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ହାତ ଗୋଡ଼ ଓ ମୁହଁ କପଡାରେ ବାନ୍ଧି ଦେଇ ଫେରାର ହୋଇଯାଇଥିଲେ।  ନାବାଳିକା ଜଣକ ଭୟଭୀତ ଅବସ୍ଥାରେ ଜଙ୍ଗଲରେ ଗୋଟିଏ ରାତି ରହିଥିଲେ। ଆଉ ନିଜେ ବହୁ କଷ୍ଟରେ ଗୋଡ଼ ହାତରେ ବନ୍ଧା ଯାଇଥିବା କପଡା ଖୋଲିବାରେ ସମର୍ଥ ହେବା ପରେ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ପରିବାର ଲୋକେ ଏ ନେଇ ବେଲଘର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଜଣକୁ ଅଟକ ରଖି ତଦନ୍ତ ଚଳାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି ।

Advertisment

ବେଲଘର ଥାନା ଅଞ୍ଚଳରେ ଲଜ୍ଜା

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ
ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡି ଦେଲେ ଦୁର୍ବୃତ୍ତ
ଦୁଷ୍କର୍ମ ଉଦ୍ୟମ ଘଟଣାରେ ଜଣେ ଅଟକ

Rape Attempt Minor Girl
Advertisment
Related Articles
Advertisment