Advertisment

Super Typhoon: ଭୟଙ୍କର ମହାବାତ୍ୟା ସବୁ ଛିନ୍‌ଛତର୍‌

ବୁଲେଟ୍ ଟ୍ରେନ୍ ସ୍ପିଡରେ ମାଡ଼ି ଆସିଲା ସୁପର ଟାଇଫୁନ୍। ଫିଲିପାଇନ୍ସକୁ ହିଟ୍ କରିବା ପରେ ପ୍ରଳୟ ରଚିଲା 'ରାଗାସା'। ଘଣ୍ଟାପ୍ରତି ୨୯୫ କିଲୋମିଟର ବେଗରେ ପବନ ତାଣ୍ଡବ ରଚିଛି।

author-image
Tapan Swain

ବୁଲେଟ୍ ଟ୍ରେନ୍ ସ୍ପିଡରେ ମାଡ଼ି ଆସିଲା ସୁପର ଟାଇଫୁନ୍। ଫିଲିପାଇନ୍ସକୁ ହିଟ୍ କରିବା ପରେ ପ୍ରଳୟ ରଚିଲା 'ରାଗାସା'। ଘଣ୍ଟାପ୍ରତି ୨୯୫ କିଲୋମିଟର ବେଗରେ ପବନ ତାଣ୍ଡବ ରଚିଛି। ଚାରିଆଡ଼େ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବେଗରେ ପବନ ଓ ବର୍ଷା ଯୋଗୁ ଘରଦ୍ବାର ଭାଙ୍ଗିଯାଇଛି। 

Advertisment
China Philippines Super Typhoon
Advertisment
Related Articles
Advertisment