/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739935549.jpg)
OTV Foresight
ଆଜି ଓଟିଭିର ଚିନ୍ତନ ସମାବେଶ ‘ଫୋରସାଇଟ୍’। ଓଡ଼ିଶାର ସବୁଠୁ ବଡ଼ ମଞ୍ଚରେ ଚାଲିବ ବିଚାରର ମହାମନ୍ଥନ । ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଚାଲିବ ଚିନ୍ତନ ଓ ଚର୍ଚ୍ଚା ଆଲୋଚନା । ଦେଶ ଓ ରାଜ୍ୟର ବିକାଶ, ରାଜନୀତି, ଷ୍ଟାର୍ଟଅପ୍, ସିନେମା ଆଦି ପ୍ରସଙ୍ଗରେ ହେବ ମାନସମନ୍ଥନ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ। ଏହାସହ ବିଭିନ୍ନ ପ୍ରସଙ୍ଗରେ ପ୍ୟାନେଲ ଡିସକସନ୍ରେ ସାମିଲ ହେବେ ଜାତୀୟ ଓ ରାଜ୍ୟ ରାଜନୀତିର ବହୁ ପ୍ରମୁଖ ଚେହେରା । ବହୁ ଯୁବ ଉଦ୍ୟୋଗୀ ମଧ୍ୟ ଏଥିରେ ମତ ବିନିମୟ କରିବାକୁ ଥିବା ବେଳେ, ଓଟିଭି ଫୋରସାଇଟ କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିବେ ପ୍ରଖ୍ୟାତ ବଲିଉଡ୍ ଅଭିନେତା ଦିଲୀପ ତାହିଲ । OTV ଫୋରସାଇଟ୍ -୨୦୨୫ର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ otvkhabar.in
- Feb 19, 2025 18:12 IST
ଏମିତି ଆରମ୍ଭ ହୋଇଥିଲା ଅଭିନୟର ଯାତ୍ରା
#ଦଲ୍ଲିପ_ତାହିଲଙ୍କ_ଅଭିନୟ_ଯାତ୍ରା !
ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଖଳନାୟକ ଚେହେରା ଦଲ୍ଲିପ ତାହିଲ୍ କହିଲେ କେମିତି ଅଭିନୟର ଯାତ୍ରା ଆରମ୍ଭ କଲେ !#OtvForesight2025#OTV#OtvForesight#DalipTahilramanipic.twitter.com/6tQ5M9YH51— ଓଟିଭି (@otvkhabar) February 19, 2025
- Feb 19, 2025 17:27 IST
ଆଞ୍ଚଳିକ ଭାଷାରେ ନ୍ୟାୟପାଳିକା
#ଆଞ୍ଚଳିକ_ଭାଷାରେ_ନ୍ୟାୟପାଳିକାର_କାର୍ଯ୍ୟକାରିତା
ଆଞ୍ଚଳିକ ଭାଷାରେ ନ୍ୟାୟପାଳିକାର କାର୍ଯ୍ୟକାରିତାକୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ।#DYChandrachud#regionallanguage#Judiciary#OTVForesight2025#OTVpic.twitter.com/1km4MhA2t8— ଓଟିଭି (@otvkhabar) February 19, 2025
- Feb 19, 2025 17:21 IST
ମୁଁ ଆଙ୍କର ନୁହେଁ ହିନ୍ଦି କହୁଥିବା ମଣିଷ
#ମୁଁ_ଆଙ୍କର_ନୁହେଁ_ହିନ୍ଦି_କହୁଥିବା_ମଣିଷ !
ଓଟିଭି ଫୋରସାଇଟ୍-୨୦୨୫ ବଡ଼ ମଞ୍ଚରେ ରାଜନୀତିର ମହାମନ୍ଥନ। ପୋଡକାଷ୍ଟର ଚର୍ଚ୍ଚିତ ଚେହେରା ଶୁଭଙ୍କର ମିଶ୍ର କହିଲେ, ମୁଁ ଆଙ୍କର ନୁହେଁ ହିନ୍ଦି କହୁଥିବା ମଣିଷଟିଏ !#OtvForesight2025#OTV#OtvForesight#ShubhankarMishrapic.twitter.com/Vwci2tpQYO— ଓଟିଭି (@otvkhabar) February 19, 2025
- Feb 19, 2025 17:00 IST
ବଢି ଚାଲିଛି ସିଟିଜେନ ଜର୍ଣ୍ଣାଲିଜମ୍
#ସିଟିଜେନ୍_ଜର୍ଣ୍ଣାଲିଜିମ୍_ନିୟମ_ଓ_କଟକଣା ?
ସିଟିଜେନ ଜର୍ଣ୍ଣାଲିଜମ୍ ବା ନାଗରିକ ସାମ୍ବାଦିକତା ବଢି ବଢି ଚାଲିଛି। ଲୋକେ ନିଜ ଖବର ନିଜେ ଲେଖିବା ପାଇଁ ୱେବ ପ୍ଲାଟଫର୍ମର ସାହାରା ନେଉଛନ୍ତି। ଏଥି ପାଇଁ କ'ଣ ରହିଛି ନିୟମ ? ସରଳ ଭାବେ ବୁଝାଇଲେ ସାମ୍ବାଦିକତାର ଚର୍ଚ୍ଚିତ ଚେହେରା ଶୁଭଙ୍କର ମିଶ୍ର !#OtvForesight2025#OTV… pic.twitter.com/wStdie6TkN— ଓଟିଭି (@otvkhabar) February 19, 2025
- Feb 19, 2025 16:58 IST
କୋର୍ଟରେ ମିଛ କହିଲେ କଣ ହୁଏ?
#କୋର୍ଟରେ_ମନଗଢ଼ା_ତଥ୍ୟ_ଉପସ୍ଥାପନ_କଲେ_କ’ଣ_ହୁଏ?
କୋର୍ଟରେ ମିଛ ବା ମନଗଢ଼ା ତଥ୍ୟ ଉପସ୍ଥାପନ କଲେ କଣ ହୁଏ? ଏମିତି କହିଲେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡି. ୟାଇ. ଚନ୍ଦ୍ରଚୂଡ଼ ।#DYChandrachud#Judiciary#OTVForesight2025#OTVpic.twitter.com/B4bEx5srDe— ଓଟିଭି (@otvkhabar) February 19, 2025
- Feb 19, 2025 16:57 IST
ନ୍ୟାୟିକ ବ୍ୟବସ୍ଥା ପାଇଁ ବିପଦ ନୁହେଁ ସମ୍ବିଧାନ
#ନ୍ୟାୟିକ_ବ୍ୟବସ୍ଥା_ପାଇଁ_ସମ୍ବିଧାନବାଦ_ବିପଦ_କି?
ସମ୍ବିଧାନବାଦ ନ୍ୟାୟିକ ବ୍ୟବସ୍ଥା ପାଇଁ ବିପଦ କି ? ଶୁଣନ୍ତୁ କ’ଣ କହୁଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡି. ୟାଇ. ଚନ୍ଦ୍ରଚୂଡ଼ ।#DYChandrachud#constitutionalism#Judiciary#OTVForesight2025#OTVpic.twitter.com/9McCNyyo6S— ଓଟିଭି (@otvkhabar) February 19, 2025
- Feb 19, 2025 16:53 IST
ନ୍ୟାୟପାଳିକାରେ ରହିଛି ଲିଙ୍ଗଗତ ଅସମାନତା
#ନ୍ୟାୟପାଳିକାରେ_ଲିଙ୍ଗଗତ_ଅସମାନତା
ନ୍ୟାୟପାଳିକାରେ ଲିଙ୍ଗଗତ ଅସମାନତାକୁ ସ୍ୱୀକାର କଲେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡି. ୟାଇ. ଚନ୍ଦ୍ରଚୂଡ଼ ।#DYChandrachud#Genderinequality#Judiciary#OTVForesight2025#OTVpic.twitter.com/r0eR6I3gqY— ଓଟିଭି (@otvkhabar) February 19, 2025
- Feb 19, 2025 16:52 IST
ସମାଜ ଉପରେ ସୋସିଆଲ୍ ମିଡ଼ିଆର ପ୍ରଭାବ
#ଜୟ_ଜଗନ୍ନାଥ! #ଆପଣ_କେମିତି_ଅଛନ୍ତି ?
ସମାଜ ଉପରେ ସୋସିଆଲ୍ ମିଡ଼ିଆର ପ୍ରଭାବ ପ୍ରଶ୍ନର ଉତ୍ତର ରଖିବା ପୂର୍ବରୁ ଜୟ ଜଗନ୍ନାଥ କହିଲେ ବିଜେପି ମୁଖପାତ୍ର ସେହେଜାଦ ପୁନାୱାଲା !#OtvForesight2025#OTV#OtvForesight#ShehzadPoonawalapic.twitter.com/mExLXP171U— ଓଟିଭି (@otvkhabar) February 19, 2025
- Feb 19, 2025 16:10 IST
ଦୋଷୀଙ୍କ ବିରୋଧରେ ହେବେ କାର୍ଯ୍ୟାନୁଷ୍ଠାନ- ପୃଥ୍ବୀରାଜ
#ଓଟିଭି_ଫୋରସାଇଟ୍
ଟିଭି ଫୋରସାଇଟ୍ରେ ‘କିଟ୍’ ପ୍ରସଙ୍ଗ ଉଠାଇଲେ ଜଣେ ଦର୍ଶକ। କଣ ପାଇଁ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ପଚାରିଲେ। ଯିଏ ବି ଦୋଷୀ ହେବେ କାର୍ଯ୍ୟାନୁଷ୍ଠାନ ନିଆଯିବ- ପୃଥ୍ବୀରାଜ#OTVForesight2025#Bhubaneswar#PoliticalDebate#DoubleEngineGovt#OTVpic.twitter.com/fBctW35BUo— ଓଟିଭି (@otvkhabar) February 19, 2025
- Feb 19, 2025 16:07 IST
କରି ନ ପାରିଲେ ବିଜେଡି ଓ କରି ପାରିଲେ ଡବଲ ଇଞ୍ଜିନକୁ କ୍ରେଡିଟ ଦେଉଛନ୍ତି ବିଜେପି ନେତା:ଅରୁଣ ସାହୁ
#କୁରାଢ଼ିରେ_ଯଦି_ଛିଣ୍ଡୁଛି_ଡବଲ_ଇଞ୍ଜିନ_କରିବ_କ’ଣ?
ଯାହା ବିଜେପି କରିପାରୁନି କହୁଛି ବିଜେଡି ଯୋଗୁ କରି ପାରୁନୁ। ଯାହା କରିପାରୁଛନ୍ତି ତାହା ଡବଲ ଇଞ୍ଜିନ ଯୋଗୁ କଲୁ ବୋଲି କହୁଛନ୍ତି ବିଜେପି ନେତା। ଏପରି ଆକ୍ଷେପ କରିଛନ୍ତି ବିଜେଡି ନେତା ଅରୁଣ ସାହୁ ।#OTVForeSight#PolticalDebate#OdishaTV#Bhubaneswar#OTVpic.twitter.com/HBUojv7q8a— ଓଟିଭି (@otvkhabar) February 19, 2025
- Feb 19, 2025 15:53 IST
ପଞ୍ଚମ ତଥା ଶେଷ ଅଧିବେଶନରେ ମନୋରଞ୍ଜନ ନେଇ ଆଲୋଚନା
#ଓଟିଭି_ଫୋରସାଇଟ୍
ପଞ୍ଚମ ତଥା ଶେଷ ଅଧିବେଶନରେ ମନୋରଞ୍ଜନ ନେଇ ଆଲୋଚନା । The AI Revolution in Indian Film Making ଉପରେ ଆଲୋଚନାଚକ୍ର । ମତ ରଖୁଛନ୍ତି ପ୍ରଖ୍ୟାତ ବଲିଉଡ୍ ଅଭିନେତା ଦଲୀପ ତାହିଲ । ତାଙ୍କ ସହ ଆଲୋଚନ କରୁଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ।#OTVForesight2025#Bhubaneswar#FilmMaking#OTVpic.twitter.com/HtxrAF8HbU— ଓଟିଭି (@otvkhabar) February 19, 2025
- Feb 19, 2025 15:52 IST
୫ଟି ଖରାପ ନୁହେଁ, ମାତ୍ର ତାହାକୁ କାର୍ଯ୍ୟକାରୀ କରିବା ଭୁଲ ହୋଇଗଲା
#ଆମେ_୫ଟିରେ_ମଲୁ_ସେମାନେ_ଓଡ଼ିଆ_ଅସ୍ମିତାରେ_ମରିବେ
୫ଟି ଖରାପ ନୁହେଁ। ମାତ୍ର ତାହାକୁ କାର୍ଯ୍ୟକାରୀ କରିବା ଭୁଲ ହୋଇଗଲା। ଆମେ ୫ଟିରେ ମଲୁ, ସେମାନେ ଓଡ଼ିଆ ଅସ୍ମିତାରେ ମରିବେ । ଏପରି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
#OTVForeSight#ArunKumarSahoo#OdishaTV#Bhubaneswar#OTVpic.twitter.com/RhSp9IlzV0— ଓଟିଭି (@otvkhabar) February 19, 2025
- Feb 19, 2025 15:18 IST
ଅଚ୍ୟୁତ ସାମନ୍ତ ବିଜେଡିରୁ ସନ୍ୟାସ ନେଇ ସାରିଛନ୍ତି
- Feb 19, 2025 14:43 IST
କିପରି ବିଚାରପତି ପାଲଟିଗଲେ ଚନ୍ଦଚୂଡ଼?
- Feb 19, 2025 14:43 IST
ଅରୁଣ କହିଲେ ଅର୍ଦ୍ଧସତ୍ୟ
- Feb 19, 2025 14:33 IST
ଡବଲ ଇଞ୍ଜିନର ଅର୍ଥ କ’ଣ?
- Feb 19, 2025 14:15 IST
ଡବଲ ଇଞ୍ଜିନକୁ ବିଜେଡି କଲା ଟାର୍ଗେଟ
- Feb 19, 2025 14:13 IST
ଅନ୍ତର୍ଜାତୀୟ ଫୋରମରେ ବ୍ୟବସାୟିକ ମାମଲାର ଶୁଣାଣି କିପରି ସୁରଖୁରରେ ହୋଇପାରିବ ତା’ ଉପାୟ ବତାଇଲେ ଡିୱାଇ ଚନ୍ଦ୍ରଚୂଡ଼
- Feb 19, 2025 14:01 IST
ସବୁ ବଖାଣିଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼
ସିଭିଲ୍ ସର୍ଭିସ୍ ଢାଞ୍ଚାରେ ଇଣ୍ଡିଆନ ଜୁଡିସିଆଲ ସର୍ଭିସ ବା IJS ଲାଗୁ ହେବା ଉଚିତ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏହା କହିଛନ୍ତି । ଜଜ୍ ନିଯୁକ୍ତି କ୍ଷେତ୍ରରେ ସାରା ଦେଶରେ ଏକ ସାଧାରଣ ପରୀକ୍ଷା ହେବା ଉଚିତ ବୋଲି ସେ ମତ ଦେଇଛନ୍ତି । ଏହାଦ୍ୱାରା ଜିଲ୍ଲାସ୍ତରର ଜଜମାନେ ଅନ୍ୟ ରାଜ୍ୟରେ ମଧ୍ୟ ନିଯୁକ୍ତି ପାଇପାରିବେ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ...
- Feb 19, 2025 13:58 IST
ରାସ୍ତା ଘାଟ ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୧ଲକ୍ଷ କୋଟିର ନିବେଶ ହେବ
#ଓଟିଭି_ଫୋରସାଇଟ୍
ରାସ୍ତା ଘାଟ ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୧ଲକ୍ଷ କୋଟିର ନିବେଶ ହେବ। ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ସହାୟତା ଯୋଗାଇ ଦେବେ। ଆସନ୍ତା ୫-୭ ମଧ୍ୟରେ ଭୁବନେଶ୍ୱରକୁ ଦେଶର ଟପ୍ ସିଟିରେ ସ୍ଥାନ ଦେବା ଲକ୍ଷ୍ୟ...#OTVForesight2025#Bhubaneswar#RedionalPoliticalDebate#DoubleEngineGovt#OTVpic.twitter.com/rV9cZYSkVt— ଓଟିଭି (@otvkhabar) February 19, 2025
- Feb 19, 2025 13:45 IST
ତୃତୀୟ ସେସନରେ ଆଞ୍ଚଳିକ ରାଜନୀତି ଉପରେ ଆଲୋଚନାଚକ୍ର
#ଓଟିଭି_ଫୋରସାଇଟ୍୨୦୨୫
ତୃତୀୟ ସେସନରେ ଆଞ୍ଚଳିକ ରାଜନୀତି ଉପରେ ଆଲୋଚନାଚକ୍ର। ଡବଲ ଇଞ୍ଜିନ ସରକାର ବିକାଶକୁ କିଭଳି ଆଗେଇ ନେବ ତାଉପରେ ଆଲୋଚନା..ଶୁଣନ୍ତୁ କଣ କହୁଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ....#OTVForesight2025#Bhubaneswar#RedionalPoliticalDebate#DoubleEngineGovt#OTVpic.twitter.com/oRhPUOZmty— ଓଟିଭି (@otvkhabar) February 19, 2025
- Feb 19, 2025 13:20 IST
ଦେଶର ଜନସଂଖ୍ୟା ତୁଳନାରେ ବିଚାରପତିଙ୍କ ସଂଖ୍ୟା ଖୁବ୍ ନଗଣ୍ୟ
- Feb 19, 2025 13:20 IST
ତାରିଖ ପେ ତାରିଖ ପାଇଁ ବିଚାରପତି ଦାୟୀ ନୁହନ୍ତି
- Feb 19, 2025 13:19 IST
'ମୁଁ ସବୁଦିନ ସାଢ଼େ ୩ଟାରେ ଉଠେ’
- Feb 19, 2025 13:16 IST
‘୩୦ ଜୁଡିସିଆଲ୍ ବେଞ୍ଚ ଚାଲିପାରିବ’
‘#୩୦_ଜୁଡିସିଆଲ୍_ବେଞ୍ଚ_ଚାଲିପାରିବ’
ଫୋରସାଇଟ୍ରେ ହାଇକୋର୍ଟ ବେଞ୍ଚ ନେଇ ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କ ମତ। ଓଡ଼ିଶାରେ ୩୦ ଜିଲ୍ଲା ରହିଛି, ୩୦ ବେଞ୍ଚ ଚାଲିପାରିବ। ହାଇକୋର୍ଟରେ ମାମଲା ପାଇଁ କଟକ ଆସିବା ଦରକାର ନାହିଁ। ଆଇନଜୀବୀ ଚାହିଁଲେ ମାମଲା ଜିଲ୍ଲା କୋର୍ଟରୁ VCରେ ଲଢ଼ି ପାରିବେ...#OTVForesight2025#DYChandrachud#OTVpic.twitter.com/8EGY9bIphm— ଓଟିଭି (@otvkhabar) February 19, 2025
- Feb 19, 2025 13:16 IST
ଫେକ୍ ନ୍ୟୁଜ ନେଇ କଣ କହିଲେ ମୁଖ୍ୟଅତିଥି ଡିୱାଇ ଚନ୍ଦ୍ରଚୁଡ ଶୁଣନ୍ତୁ...
ଫେକ୍ ନ୍ୟୁଜ ନେଇ କଣ କହିଲେ ମୁଖ୍ୟଅତିଥି ଡିୱାଇ ଚନ୍ଦ୍ରଚୁଡ ଶୁଣନ୍ତୁ...#OTVForesight2025#DYChandrachud#FakeNews#OTVpic.twitter.com/xjv8THPxak
— ଓଟିଭି (@otvkhabar) February 19, 2025
- Feb 19, 2025 12:51 IST
ଆରମ୍ଭ ହେଲା ଓଟିଭି ଫୋରସାଇଟ୍ ୨୦୨୫ର ଦ୍ୱିତୀୟ ସେସନ୍
#ଓଟିଭି_ଫୋରସାଇଟ୍୨୦୨୫
ଆରମ୍ଭ ହେଲା ଓଟିଭି ଫୋରସାଇଟ୍ ୨୦୨୫ର ଦ୍ୱିତୀୟ ସେସନ୍। ସ୍ମଲ୍ ଟାଉନ୍, ବିଗ୍ ଡ୍ରିମ୍ ନେଇ ମତ ରଖୁଛନ୍ତି ଅତିଥି...#OTVForesight2025#Bhubaneswar#SmallTownBigDreams#OTVpic.twitter.com/79qriRvbYL— ଓଟିଭି (@otvkhabar) February 19, 2025
- Feb 19, 2025 12:50 IST
ଓଟିଭିର ଫୋରସାଇଟ୍ରେ ଡବଲ୍ ଇଞ୍ଜିନ ସରକାର ପ୍ରସଙ୍ଗ
#ଫୋରସାଇଟ୍ରେ ‘#ଡବଲ୍_ଇଞ୍ଜିନ_ସରକାର’
-ଓଟିଭିର ଫୋରସାଇଟ୍ରେ ଡବଲ୍ ଇଞ୍ଜିନ ସରକାର ପ୍ରସଙ୍ଗ
-ସାମିଲ ହେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
-ବିଜେଡି ବିଧାୟକ ଅରୁଣ ସାହୁ, କଂଗ୍ରେସର ସୋଫିଆ ଫିର୍ଦ୍ଦୋସ
-ଡବଲ ଇଞ୍ଜିନ ସରକାରର ସଜ୍ଞା ବୁଝାଇଲେ ଆଇନ ମନ୍ତ୍ରୀ
-‘ରାଜ୍ୟର ବିକାଣ ପାଇଁ ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ ହେବା ଦରକାର’… pic.twitter.com/8NAmdCguzK— ଓଟିଭି (@otvkhabar) February 19, 2025
- Feb 19, 2025 12:24 IST
ତଳକୋର୍ଟରେ ଚାଲିଥିବା ବିଚାର ବ୍ୟବସ୍ଥା ନେଇ ସ୍ପଷ୍ଟ ମତ ରଖିଲେ ପୂର୍ବତନ ପ୍ରଧାନ ବିଚାରପତି
ତଳକୋର୍ଟରେ ଚାଲିଥିବା ବିଚାର ବ୍ୟବସ୍ଥା ନେଇ ସ୍ପଷ୍ଟ ମତ ରଖିଲେ ପୂର୍ବତନ ପ୍ରଧାନ ବିଚାରପତି। ଜିଲ୍ଲା ଜଜ୍ କୋର୍ଟରେ ବେଲ୍ ନ ମିଳିବା ନେଇ ଉଦ୍ବେଗ ପ୍ରକାଶ କଲେ। ଯଦି ଜିଲ୍ଲା କୋର୍ଟରେ ବେଲ୍ ମିଳିବାର ଅଛି, ଦେବା ଦରକାର...#OTVForesight2025#Bhubaneswar#DYChandrachud#OTVpic.twitter.com/3K1conxsbZ
— ଓଟିଭି (@otvkhabar) February 19, 2025
- Feb 19, 2025 12:23 IST
ଓଟିଭି ଫୋରସାଇଟ ମଞ୍ଚରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ। କେମିତି ଜଜ୍ ହେଲେ ବଖାଣିଲେ ନିଜ ବ୍ୟକ୍ତିଗତ ଜୀବନର ଅନୁଭୂତି
#ଓଟିଭି_ଫୋରସାଇଟ:
ଓଟିଭି ଫୋରସାଇଟ ମଞ୍ଚରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ। କେମିତି ଜଜ୍ ହେଲେ ବଖାଣିଲେ ନିଜ ବ୍ୟକ୍ତିଗତ ଜୀବନର ଅନୁଭୂତି...ଶୁଣନ୍ତୁ କଣ କହୁଛନ୍ତି....#OTVForesight2025#Bhubaneswar#DYChandrachud#OTVpic.twitter.com/hGGpagrlpS— ଓଟିଭି (@otvkhabar) February 19, 2025
- Feb 19, 2025 12:23 IST
୧୯୪୭ ପରଠାରୁ କେବଳ ଇଂଲିଶରେ ରାୟ ପ୍ରକାଶ ପାଉଥିଲା। ପ୍ରାୟ ୩୭ ହଜାର ରାୟ ଇଂଲିଶରେ ପ୍ରକାଶ ପାଇଥିଲା
'୧୯୪୭ ପରଠାରୁ କେବଳ ଇଂଲିଶରେ ରାୟ ପ୍ରକାଶ ପାଉଥିଲା। ପ୍ରାୟ ୩୭ ହଜାର ରାୟ ଇଂଲିଶରେ ପ୍ରକାଶ ପାଇଥିଲା। ଏହାକୁ କିପରି ସାଧାରଣ ଲୋକେ ବୁଝିବେ ବୋଲି ଭାବିଲି। ତେଣୁ ଏହାକୁ ସମ୍ବିଧାନ ସ୍ବୀକୃତ ଭାଷାରେ ଅନୁବାଦ ପାଇଁ କହିଥିଲି...'#OTVForesight2025#Bhubaneswar#DYChandrachud#OTVpic.twitter.com/qD84nfoHu6
— ଓଟିଭି (@otvkhabar) February 19, 2025
- Feb 19, 2025 12:22 IST
କୋର୍ଟରେ ଲାଇଭ୍ ଷ୍ଟ୍ରିମିଂ ପରେ ଟ୍ରୋଲ୍ ନେଇ ମତ ରଖିଲେ ପୂର୍ବତନ CJI
କୋର୍ଟରେ ଲାଇଭ୍ ଷ୍ଟ୍ରିମିଂ ପରେ ଟ୍ରୋଲ୍ ନେଇ ମତ ରଖିଲେ ପୂର୍ବତନ CJI । କହିଲେ, "ଟ୍ରୋଲ୍ ଗୋଟିଏ ଦିଗ। କିନ୍ତୁ, ମୁଁ ସବୁବେଳେ ସକାରାତ୍ମକ ଦିଗଗୁଡ଼ିକ ଉପରେ ଧ୍ୟାନ ଦିଏ।"#OTVForesight2025#Bhubaneswar#DYChandrachud#OTVpic.twitter.com/v53KEp29G9
— ଓଟିଭି (@otvkhabar) February 19, 2025
- Feb 19, 2025 12:21 IST
ଐତିହାସିକ ଅଯୋଧ୍ୟା ରାୟ ନେଇ ଥିବା ଚ୍ୟାଲେଞ୍ଜ କଥା ବଖାଣିଲେ ପୂର୍ବତନ CJI।
ଐତିହାସିକ ଅଯୋଧ୍ୟା ରାୟ ନେଇ ଥିବା ଚ୍ୟାଲେଞ୍ଜ କଥା ବଖାଣିଲେ ପୂର୍ବତନ CJI। ଏହି ରାୟ ପ୍ରକାଶ ବେଳେ କେଉଁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ଶୁଣନ୍ତୁ...#OTVForesight2025#Bhubaneswar#DYChandrachud#OTVpic.twitter.com/WC3jDlZ8m8
— ଓଟିଭି (@otvkhabar) February 19, 2025
- Feb 19, 2025 12:21 IST
ମୁଖ୍ୟ ଅତିଥି ତଥା ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡଙ୍କୁ ସମ୍ମାନିତ କରିବାର ମୁହୂର୍ତ୍ତ
#ଓଟିଭି_ଫୋରସାଇଟ୍୨୦୨୫
ମୁଖ୍ୟ ଅତିଥି ତଥା ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ.
ଚନ୍ଦ୍ରଚୂଡଙ୍କୁ ସମ୍ମାନିତ କରିବାର ମୁହୂର୍ତ୍ତ...#OTVForesight2025#Bhubaneswar#DYChandrachud#OTVpic.twitter.com/0HjrOvYP6F— ଓଟିଭି (@otvkhabar) February 19, 2025
- Feb 19, 2025 12:19 IST
ଓଟିଭିର ସଫଳ ପ୍ରୟାସ ୧୫ ବର୍ଷରେ ପାଦ ଥାପିଛି
- Feb 19, 2025 12:17 IST
ପିଲାଦିନର କାହାଣୀ କହିଲେ ପୂର୍ବତନ ମୁଖ୍ୟ ବିଚାରପତି
- Feb 19, 2025 12:17 IST
‘ମୁଁ ଓଡ଼ିଆ ବୁଝିପାରେ’
- Feb 19, 2025 12:16 IST
‘ଆମେ କୌଣସି ସରକାରଙ୍କ ସମର୍ଥନରେ କିମ୍ବା ବିପକ୍ଷରେ ନାହୁଁ’
ଆଜି ଅନୁଷ୍ଠିତ ହେଉଛି ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫ । ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଚାଲିଛି ଚିନ୍ତନ ଓ ଚର୍ଚ୍ଚା ଆଲୋଚନା । ଦେଶ ଓ ରାଜ୍ୟର ବିକାଶ, ରାଜନୀତି, ଷ୍ଟାର୍ଟଅପ୍, ସିନେମା ଆଦି ପ୍ରସଙ୍ଗରେ ହେବ ମାନସମନ୍ଥନ । ଆଜିର ଏହି କାର୍ଯ୍ୟକ୍ରମରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ପ୍ରଥମେ ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିଛନ୍ତି। ଅଧିକ ପଢ଼ନ୍ତୁ...
- Feb 19, 2025 11:33 IST
ଓଟିଭିର ସଫଳ ପ୍ରୟାସ ୧୫ ବର୍ଷରେ ପାଦ ଥାପିଛି
- Feb 19, 2025 11:09 IST
‘୩୮ ବର୍ଷ ବୟସରୁ ବିଚାରପତି କ୍ୟାରିୟର’
‘#୩୮_ବର୍ଷ_ବୟସରୁ_ବିଚାରପତି_କ୍ୟାରିୟର’
-ଫୋରସାଇଟ୍ କାର୍ଯ୍ୟକ୍ରମରେ ଅନୁଭୂତିରୁ ତଥ୍ୟ ରଖିଲେ ମୁଖ୍ୟଅତିଥି
-ମୁଖ୍ୟଅତିଥି ଡିୱାଇ ଚନ୍ଦ୍ରଚୁଡ ବ୍ୟକ୍ତିଗତ ଜୀବନ ନେଇ ରଖିଲେ ତଥ୍ୟ
-କାର୍ଯ୍ୟନିର୍ବାହୀ ସମ୍ପାଦକ ରାଧାମାଧବ ମିଶ୍ରଙ୍କ ସହ ବାର୍ତ୍ତାଳପରେ ରଖିଲେ ତଥ୍ୟ
-ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବିଶେଷ ତଥ୍ୟ ରଖିଲେ
-୩୮ ବର୍ଷ ଧରି… pic.twitter.com/ehDGx0pLer— ଓଟିଭି (@otvkhabar) February 19, 2025
- Feb 19, 2025 11:09 IST
'ମୁଁ ସବୁଦିନ ପୂଜାରେ କିଛି ସମୟ କାଟିଥାଏ’: ଡି.ୱାଇ.ଚନ୍ଦ୍ରଚୂଡ଼, ପୂର୍ବତନ ପ୍ରଧାନ ବିଚାରପତି
'ମୁଁ ସବୁଦିନ ପୂଜାରେ କିଛି ସମୟ କାଟିଥାଏ। ଧର୍ମ ଆମକୁ ବିଶ୍ୱାସ ଶିଖାଏ, ଦୃଢ଼ତା ଦିଏ। କୌଣସି ବି ଧର୍ମ ଆମକୁ ଅନ୍ୟକୁ ସମ୍ମାନ ଦେବା ଶିଖାଏ।' - ଡି.ୱାଇ.ଚନ୍ଦ୍ରଚୂଡ଼, ପୂର୍ବତନ ପ୍ରଧାନ ବିଚାରପତି, ସୁପ୍ରିମକୋର୍ଟ #OTVForesight2025#Bhubaneswar#DYChandrachudpic.twitter.com/XnJkfe8ohE
— ଓଟିଭି (@otvkhabar) February 19, 2025
- Feb 19, 2025 11:08 IST
ଓଟିଭି MD ଜଗି ମଙ୍ଗତ ପଣ୍ଡାଙ୍କ ସ୍ବାଗତ ଭାଷଣରୁ ଆରମ୍ଭ ହେଲା ଫୋରସାଇଟ ୨୦୨୫।
#ଓଟିଭି_ଫୋରସାଇଟ:
ଓଡ଼ିଶା ଟେଲିଭିଜନ ଲିଃ.ର କୋ-ଫାଉଣ୍ଡର ତଥା ମ୍ୟାନେଜିଂ ଡାଇରେକ୍ଟର ଜଗି ମଙ୍ଗତ ପଣ୍ଡାଙ୍କ ସ୍ବାଗତ ଭାଷଣରୁ ଆରମ୍ଭ ହେଲା ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଓଟିଭି ଫୋରସାଇଟ ୨୦୨୫। #OTVForesight2025#Bhubaneswar#OTVpic.twitter.com/hPBoAuRt4V— ଓଟିଭି (@otvkhabar) February 19, 2025
- Feb 19, 2025 10:55 IST
ଆଜି ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ
- Feb 19, 2025 10:48 IST
ଆରମ୍ଭ ହେଲା ଓଟିଭିର ପଞ୍ଚଦଶ ଫୋରସାଇଟ୍ କାର୍ଯ୍ୟକ୍ରମ
#ଓଟିଭି_ଫୋର୍ସାଇଟ୍
ଆରମ୍ଭ ହେଲା ଓଟିଭିର ପଞ୍ଚଦଶ ଫୋରସାଇଟ୍ କାର୍ଯ୍ୟକ୍ରମ। ଚାଲିବ ମାନସ ମନ୍ଥନ...ଦେଖନ୍ତୁ କିଛି ଝଲକ୍#OTVForesight2025#Bhubaneswar#OTVpic.twitter.com/6zlbcRlfMN— ଓଟିଭି (@otvkhabar) February 19, 2025
- Feb 19, 2025 10:43 IST
ଓଟିଭିର ପଞ୍ଚଦଶ ଫୋରସାଇଟ୍ କାର୍ଯ୍ୟକ୍ରମ
#ଓଟିଭି_ଫୋରସାଇଟ୍
-ଓଟିଭିର ପଞ୍ଚଦଶ ଫୋରସାଇଟ୍ କାର୍ଯ୍ୟକ୍ରମ
-ରାଜ୍ୟ ଓ ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା
-ମୁଖ୍ୟଅତିଥି ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼#OTVForesight2025#Bhubaneswar#DYChandrachud#OTVpic.twitter.com/Pw99AdznrC— ଓଟିଭି (@otvkhabar) February 19, 2025
- Feb 19, 2025 09:36 IST
ଆଜି ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫
#ଫୋରସାଇଟ୍- #୨୦୨୫
ଆଜି ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫ । ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଚାଲିବ ଚିନ୍ତନ ଓ ଚର୍ଚ୍ଚା ଆଲୋଚନା। ଯୋଗ ଦେବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ...#OTVForesight#DYChandrachud#OTVpic.twitter.com/77aRnOCZNx— ଓଟିଭି (@otvkhabar) February 19, 2025
- Feb 19, 2025 09:28 IST
ଓଟିଭି ଫୋରସାଇଟ୍ ୨୦୨୫
ଆଜି ଅନୁଷ୍ଠିତ ହେବ ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫ । ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଚାଲିବ ଚିନ୍ତନ ଓ ଚର୍ଚ୍ଚା ଆଲୋଚନା । ଦେଶ ଓ ରାଜ୍ୟର ବିକାଶ, ରାଜନୀତି, ଷ୍ଟାର୍ଟଅପ୍, ସିନେମା ଆଦି ପ୍ରସଙ୍ଗରେ ହେବ ମାନସମନ୍ଥନ । ଅଧିକ ପଢ଼ନ୍ତୁ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)