ଜଣେ ଅଜଣା ବ୍ୟକ୍ତି ତାଙ୍କୁ କିଡ୍ନୀ ଦାନ କରି ତାଙ୍କ ଜୀବନ ବଞ୍ଚେଇଦେଲେ। କିନ୍ତୁ ଯେତେବେଳେ ସେ ବ୍ୟକ୍ତି ଜାଣିଲେ ଯେ ସେ ତାଙ୍କ ନିଜ ଝିଅ ଆଉ ସେ ତାଙ୍କୁ କିଡ୍ନୀ ଦେଇଛନ୍ତି, ସେତେବେଳେ ସେ କାନ୍ଦି ପକେଇଲେ।
ବାପାଙ୍କ ଜୀବନ ବଞ୍ଚାଇଲା ୧୭ ବର୍ଷର ଝିଅ । ଦେଶର ସର୍ବକନିଷ୍ଠ ଅଙ୍ଗଦାତା ।
ବାପାଙ୍କ ଜୀବନ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଛନ୍ତି ୧୭ବର୍ଷୀୟ ଝିଅ। ଏହାକରି ସେ ଭାରତର ସର୍ବକନିଷ୍ଠ ଅଙ୍ଗଦାତା ହେବାର ଗୌରବ ହାସଲ କରିଛନ୍ତି। ଏଥିପାଇଁ କିନ୍ତୁ ତାଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡିଥିଲା।
ଯେଉଁ ଭଗବାନ ଉପହାର ଦେଇଥିଲେ, ସେଇ ଠକିଦେଲେ । ବୃତ୍ତିରେ ଡାକ୍ତର ହୋଇ ବି ନିଜ ୧୫ ବର୍ଷର ଅଲିଅଳି ଝିଅକୁ ବ୍ରେନ୍ ଟ୍ୟୁମରରୁ ବଞ୍ଚାଇ ନପାରିବା ଦୁଃଖରେ ଫାଟି ଯାଉଛି ଛାତି, ଭାଙ୍ଗି ଯାଉଛି ମନ । ହେଲେ ତାରି ପାଇଁ ଆଉ ଦୁଇ ଅଜଣା-ଅପରିଚିତଙ୍କ ଜୀବନ ରକ୍ଷା ଖୁସିରେ ସେ ଆତ୍ମହରା ହୋଇପଡ଼ିଛନ୍ତି ।
ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଜଣେ ଓଡ଼ିଆ। ନାଁ ସୁଶୀଲ ସାହୁ ଆଉ ଘର ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ଅଲାଡିରେ। ପରିବାର ପୋଷଣ ପାଇଁ କାମ କରିବାକୁ ସୁରଟ ଯାଇଥିଲେ ସୁଶୀଲ
ମୃତ୍ୟୁ ପରେ ୬ ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ବାଳକ। ବ୍ରେନ୍ ଡେଡ୍ ଘୋଷଣା ପରେ ଦାନ କରିଦେଲେ ୬ଟି ଅଙ୍ଗ । ହାତ, ଆଖି, ହୃତପିଣ୍ଡ ଓ ଯକୃତ ଭଳି ୬ଟି ଅଙ୍ଗ ଦାନ କଲେ । ଗ୍ରୀନ୍ କରିଡରରେ ବିଭିନ୍ନ ସହରକୁ ନିଆଗଲା ଅଙ୍ଗ।
ଜୀବନ ଯୁଦ୍ଧରେ ନିଜେ ହାରିଗଲେ, ହେଲେ ୬ ଜଣଙ୍କୁ ଦେଲେ ନୂଆ ଜୀବନ। ମୃତ୍ୟୁ ପରେ ୬ ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ବାଳକ। ମୃତ୍ୟୁ ପରେ ଜୀବନ ସିନା ରୁହେନି। କିନ୍ତୁ ମୃତକ ଯେ କେତେ ଜଣକ ଜୀବନ ଦାନ ଦେଇପାରେ ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରତରେ।
ଗୁଜରାଟରେ ଦୁଇ ବାଲ୍ୟବନ୍ଧୁ ୧୨ଟି ପରିବାର ପାଇ ଦେବଦୂତ ସାଜିଛନ୍ତି। ବ୍ରେନ ଡେଡ୍ ହେବା ପରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ୨ ଛାତ୍ର । ହେଲେ ୧୨ ଜଣଙ୍କ ଜୀବନ ବଞ୍ଚାଇ ହୋଇ ଯାଇଛନ୍ତି ଅମର।