• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Omicron

corona
୩୦ ଦେଶକୁ ବ୍ୟାପି ସାରିଛି ଓମିକ୍ରନ୍ ! ଡେଲଟା ଠାରୁ ଭିନ୍ନ ନୂଆ ଭାରିଏଣ୍ଟର ଲକ୍ଷଣ

ଡେଲଟା ପରି ତାଣ୍ଡବ ରଚିବ କି ଓମିକ୍ରନ୍ । ଅଳ୍ପ ସମୟ ମଧ୍ୟରେ ବିଶ୍ୱର ପ୍ରାୟ ୩୦ଟି ଦେଶକୁ ମାଡ଼ି ସାରିଛି ନୂଆ ଭାରିଏଣ୍ଟ୍ । କ’ଣ ହେବ ଆଗାମୀ ସ୍ଥିତି ?

Passengers
‘ଓମିକ୍ରନ୍‌’କୁ ନେଇ ଘାରିଲା ଚିନ୍ତା: ଭାରତ ଆସିଥିବା ୧୦ ବିଦେଶୀଙ୍କ ମିଳୁନି ପତ୍ତା, ଫୋନ୍‌ ସ୍ୱିଚ୍‌ ଅଫ୍‌

ଓମିକ୍ରନ୍‌ ଭାରିଏଣ୍ଟ୍‌ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଯାତ୍ରୀ ବେଙ୍ଗାଲୁରୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପତ୍ତା ମିଳୁ ନାହିଁ।

omicron
ରାଜଧାନୀ ଦିଲ୍ଲୀରେ ବଢ଼ିଲା ଓମିକ୍ରନ୍ ! LNJPରେ ଭର୍ତ୍ତି ହେଲେ ୧୨ ସନ୍ଦିଗ୍ଧ ରୋଗୀ

ରାଜଧାନୀ ଦିଲ୍ଲୀରେ ଆଜି ଓମିକ୍ରନ୍ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ୧୨ରେ ପହଞ୍ଚିଛି । ଗତକାଲି ପର୍ଯ୍ୟନ୍ତ ୬ ଜଣ ଥିଲେ ।

covid testing
ଓମିକ୍ରନ୍‌ ଭାରିଏଣ୍ଟ୍‌ରେ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ୫ କରୋନା ସଂକ୍ରମିତ

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ୪୬ ବର୍ଷୀୟ ଢାକ୍ତରଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସବୁଠାରୁ ଚିନ୍ତା ଜନକ ବିଷୟ, ସମ୍ପୃକ୍ତ ଡାକ୍ତରଙ୍କ ଯୋଗାଯୋଗରେ ଆସି ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Omicron
ଟେନ୍‌ସନ୍‌ ଦେଲାଣି ଓମିକ୍ରନ, ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ

ଟେନ୍‌ସନ୍‌ ଦେଲାଣି ଓମିକ୍ରନ । ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ । ଚାଲିଛି କଂଟାକ୍ଟ ଟ୍ରେସିଂ ।

Omicron
ଚିନ୍ତା ବଢ଼ାଇଲାଣି ଓମିକ୍ରନ୍‌, ସଂକ୍ରମଣ ରୋକିବାକୁ ନିଆଯାଉଥିବା ସବୁ ପଦକ୍ଷେପ ଫେଲ୍‌

ଯାତ୍ରୀମାନେ ଯଦି ଲକ୍ଷଣ ଯୁକ୍ତ କିମ୍ବା ୧୫ ଦିନ ପୂର୍ବରୁ ଏହି ଦେଶକୁ ଯାଇଥାନ୍ତି, ସେମାନେ ମଧ୍ୟ ଆନୁଷ୍ଠାନିକ କ୍ୱାରେଣ୍ଟିନରେ ରହିବେ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

OMICRON
ମାଡ଼ି ଆସୁଛି ଶକ୍ତିଶାଳୀ ଓମିକ୍ରନ୍‌, ୫୬ଟି ଦେଶ ଲଗାଇଲେଣି କଟକଣା

ଖାଲି ସେତିକି ନୁହେଁ ଓମିକ୍ରନ ସଂକ୍ରମଣ ବଢୁଥିବା ପ୍ରାୟ ୧୪ଟି ଦେଶରୁ ଆସୁୁଥିବା ସମସ୍ତ ଯାତ୍ରୀଙ୍କ ତଥ୍ୟ ପ୍ରଦାନ ଲାଗି ଆମେରିକା ପ୍ରଶାସନ ପକ୍ଷରୁ ବିମାନ ସେବା କଂପାନୀକୁ କଡ଼ା ନିର୍ଦ୍ଦେଶ ରହିଛି ।

2 Cases Of Omicron COVID-19 Variant Found In Karnataka
ଭାରତ ଛୁଇଁଲା ଓମ୍ରିକନ, ୨ ଚିହ୍ନଟ

କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ଭାରତରୁ ୨ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା । ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ।

Omicron in india
ଭାରତରେ ପଶିଲା ଓମିକ୍ରନ୍: ୨ ଆକ୍ରାନ୍ତ ଚିହ୍ନଟ

ଓମିକ୍ରନ ୨୯ ଦେଶକୁ ବ୍ୟାପି ଯାଇଥିବା କେନ୍ଦ୍ର ଜଣାଇଲା। ୨୯ ଦେଶରେ ୩୭୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। 

Bhubaneswar Airport
‘ଓମିକ୍ରନ୍‌’ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦

ଓମିକ୍ରନ୍‌ ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦ ଜଣ। ସମସ୍ତେ କୋଭିଡ୍ ଟେଷ୍ଟ କରି ଆସୁଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

new Covid Variant
କୋଭିଡ଼ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

୧ମ, ୨ୟ ଲହରରେ ଯେଭଳି କାମ କରିଥିଲେ, ସେଭଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Passengers
ବଢ଼ିଲା ଚିନ୍ତା, ‘ଅଧିକ ସଂକ୍ରମଣ ଭୟ’ ଥିବା ଦେଶରୁ ଭାରତ ଆସିଥିବା ୬ ଯାତ୍ରୀ କରୋନା ପଜିଟିଭ୍‌

ଅଧିକ ସଂକ୍ରମଣ ଭୟ ଥିବା ଦେଶରୁ ମହାରାଷ୍ଟ୍ର ଫେରିଥିବା ୬ ଜଣ ଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯେଉଁ ଦେଶ ଗୁଡ଼ିକରେ କରୋନାର ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍‌’ ଚିହ୍ନଟ ହୋଇଛି, ସେହିସବୁ ଦେଶରୁ ଏହି ଯାତ୍ରୀମାନେ ଆସିଥିବା ସୂଚନା ମିଳିଛି। 

Omicron
ଜାପାନରେ ପହଞ୍ଚିଲା ଓମିକ୍ରନ୍‌, ଭାରତ ପାଇଁ ସତର୍କ ଘଣ୍ଟି

ଏମିତିକି ଅନେକ ଦେଶ ଏବେ ବିମାନ୍‌ ଯାତ୍ରା ତଥା ବିଦେଶ ଯାତ୍ରା ଉପରେ ବ୍ୟାନ୍‌ ଲଗାଇଛନ୍ତି । ହେଲେ ଏହାରି ଭିତରେ ଏବେ ଜାପାନରେ ପ୍ରଥମ ଓମିକ୍ରନର ମାମଲା ଚିହ୍ନଟ ହୋଇଛି ।

Covid Vaccine
ଓମିକ୍ରନ୍ ପାଇଁ କେତେ ପ୍ରଭାବୀ କରୋନା ଟିକା?

ଗୋଟିଏ ପଟେ କୋଭିଡର ନୂଆ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ଏହା ଉପରେ ଟିକାର ପ୍ରଭାବ କଣ ରହିବ ସେ ନେଇ ଗବେଷଣା ଚାଲିଛି।  ଅତ୍ୟନ୍ତ ସଂକ୍ରାମକ ଥିବା ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ସତର୍କ କରାଇଛି ଟିକା ନିର୍ମାତା ମର୍ଡେନା।

Omicron Threat
୬ ଦିନରେ ମାରିଦେବ ଓମିକ୍ରନ : ଚିନ୍ତାରେ ସାରା ବିଶ୍ୱ

୬ ଦିନରେ ମାରିଦେବ ଓମିକ୍ରନ : ଚିନ୍ତାରେ ସାରା ବିଶ୍ୱ, ଏବେ ଜାପାନରେ କାୟା ବିସ୍ତାର କରୁଛି ଏହି ଭୂତାଣୁ

India's New Travel Rules
କରୋନାର ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍‌’କୁ ନେଇ ଆଲର୍ଟ, ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ ନୂଆ ଟ୍ରାଭେଲ୍‌ ନିୟମ

କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ୁଛି। ଏସବୁ ଭିତରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି। ଆଜି ମଧ୍ୟ ରାତ୍ରରୁ ଏହି ନୂଆ ନିୟମ ଲାଗୁ ହେବ। 

South Africa Returnee Tests Positive In Chandigarh
ପ୍ରଥମେ ଆସିଲା ନେଗେଟିଭ୍‌, ୭ ଦିନ ପରେ ପଜିଟିଭ୍‌ ଚିହ୍ନଟ ହେଲେ ଦକ୍ଷିଣ ଆପ୍ରିକା ଫେରନ୍ତା

ଦକ୍ଷିଣ ଆଫ୍ରିକାରୁ ଚଣ୍ଡୀଗଡ଼ ଫେରିଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତି ସୋମବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ଆଉ ଜଣେ ସଦସ୍ୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

How Did Omicron, The New Covid-19 Variant Get His Name
ଓମିକ୍ରନ ନାଁ କାହିଁକି ଦିଆଗଲା ?

କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଉଛି । ଏହାର ନାଁ ଓମିକ୍ରନ୍ ନାଁ କାହିଁକି ଦିଆଗଲା ? ତେବେ ଆସନ୍ତୁ ଜାଣିବା ଓମିକ୍ରନର ନାମକରଣ ପଛର ରହସ୍ୟ ।

Covid 19
ଡେଲ୍ଟା ଅପେକ୍ଷା ୬ ଗୁଣ ଅଧିକ ଶକ୍ତିଶାଳୀ କରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ

ଡେଲ୍ଟା ଅପେକ୍ଷା ୬ ଗୁଣ ଅଧିକ ଶକ୍ତିଶାଳୀ କରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ । ଅନ୍ତର୍ଜାତୀୟ ଯାତ୍ରା ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲେ ଭାରତ ସରକାର ।

Dharmendra Pradhan
ଚିନ୍ତା ବଢ଼ାଉଛି ଓମିକ୍ରନ୍‌, ସତର୍କ ରହିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ; ପୂର୍ବ ଅପେକ୍ଷା ୬ ଗୁଣ ଶକ୍ତିଶାଳୀ

ଓମିକ୍ରନ୍ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ସମସ୍ତ ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସମାଜର ସବୁ ବର୍ଗର ଲୋକେ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Omicron
ଓମିକ୍ରନ୍ ୬ଗୁଣ ଅଧିକ ସଂକ୍ରାମକ !

ନୂତନ ଭାରିଆଣ୍ଟ୍ ଅଧିକ ସଂକ୍ରାମକ ହୋଇଥିବା ସୂଚନା ମିଳିଛି । ଏହି ଭ୍ୟାରିଆଣ୍ଟ କକଟେଲ ଆଣ୍ଟିବଡ଼ିକୁ ବି ପ୍ରତିହତ କରିବାର କ୍ଷମତା ରଖେ ବୋଲି ଆଶଙ୍କା କରାଯାଉଛି ।

Omicron
ଓମିକ୍ରନ ପାଇଁ ବଢ଼ିଲା କଟକଣା : ୧୦ରୁ ଅଧିକ ବିପଦସଙ୍କୁଳ ଦେଶରୁ ଆସିଲେ ଏୟାରପୋର୍ଟରେ କରୋନା ଟେଷ୍ଟ

ରିପୋର୍ଟ ନେଗେଟିଭ୍ ଆସିଲେ ବି ଯାତ୍ରୀଙ୍କୁ ୭ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ । ଅଷ୍ଟମ ଦିନରେ ପୁଣି କୋଭିଡ୍ ଟେଷ୍ଟ୍ କରିବେ । ସେତେବେଳେ ମଧ୍ୟ ନେଗେଟିଭ୍ ଆସିଲେ ଆଉ ୭ ଦିନ ସେଲ୍ଫ ମନିଟରିଂ ବା ନିଜ ଅନୁଧ୍ୟାନରେ ରହିବେ

South Africa Returnee Tests Covid Positive, Omicron Infection Not Established
ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ସତର୍କତା

କରୋନାର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସତର୍କତା ମୂଳକ ପଦକ୍ଷେପ । ଗତକାଲି ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀଙ୍କ ନମୁନାକୁ ସଂଗ୍ରହ କରି ଜିନମ୍ ସିକ୍ୱେନସିଂ ପାଇଁ ପଠାଯିବ ।

Omicron Variant
ଦେଶକୁ ଆସିଲା କି ତୃତୀୟ ଲହର ? ନୂଆ ଭାରିଏଣ୍ଟ ଲାଗି ଟେନସନ୍‌ରେ ସରକାର

ଦେଶକୁ ଆସିଲା କି ତୃତୀୟ ଲହର ? ନୂଆ ଭାରିଏଣ୍ଟ ଲାଗି ଟେନସନ୍‌ରେ ସରକାର

New Guidelines
କରୋନାର ନୂଆ ଭାରିଏଣ୍ଟ ଆତଙ୍କ, ନୂଆ ଗାଇଡ୍‌ଲାଇନ୍ ଜାରି କଲେ ଓଡ଼ିଶା ସରକାର

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି ହୋଇଛି।