କଟକ ସାଲେପୁର ଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ ବେଳେ ମଞ୍ଚରେ ରୋଚକ ଦୃଶ୍ୟ । ସରକାରୀ କାର୍ଯ୍ୟକ୍ରମ ବେଳେ ମଞ୍ଚ ଉପରେ ନବୀନଙ୍କ ଗୁଣଗାନ କଲେ ବିଜେଡି ବିଧାୟକ, ସେଇ ମଞ୍ଚରେ ଏହାକୁ କାଉଣ୍ଟର କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଲେ ଯେ, ଏହା ରାଜନୈତିକ ମଞ୍ଚ ନୁହେଁ । କେଉଁ ସରକାର କ'ଣ କରିଥିଲା ତାହା କହିବା ସମୟ ନୁହେଁ। ଓଡ଼ିଶା ଦିବସରେ ପ୍ରତ୍ୟେକ ଓଡ଼ିଆ ଓଡ଼ିଶାର ଉନ୍ନତି ପାଇଁ କାମ କରିବାର ଆବଶ୍ୟକତା ରହିଛି ।
Published By: Namita Biswal
Last updated: 02 April 2025, 02:43 PM IST
ଦଳରେ ଦୋ ମୁହାଁ ନୀତି ଚଳିବ ନାହିଁ। ଯାହାର ଆତ୍ମା ଡାକୁଛି ବିଜେପିକୁ ଭୋଟ ଦେବାକୁ ସେ ଦଳ ଛାଡି ଚାଲି ଯାଆନ୍ତୁ। ଦଳରେ ସମାନରେ ରୁହ ନହେଲେ ଦଳ ଛାଡ। ବିସ୍ପୋରକ ବୟାନ ଦେଇଛନ୍ତି ବିଜେଡି ସାଂସଦ ମୁନା ଖାଁ।