ଦାଦନ ଯନ୍ତ୍ରଣାର ଅସରନ୍ତି କାହାଣୀ । ଶିକ୍ଷିତ ଯୁବବର୍ଗଙ୍କୁ ଅଧିକ ରୋଜଗାର ଆଶା ଦେଖାଇ ଦଲାଲମାନେ ପ୍ରଥମେ ବିଦେଶ ପଠାନ୍ତି । କିନ୍ତୁ ପରେ ସେମାନେ ନିର୍ଯାତନାର ଶିକାର ହୁଅନ୍ତି । କାହାକୁ କାମ କଲେ ପାଉଣା ମିଳେନି ତ ପୁଣି କିଏ ଏହାକୁ ବିରୋଧ କଲେ ମିଳେ ନିର୍ଯାତନା । ନିକଟରେ ଓମାନରୁ ଭିଟାମାଟିକୁ ଫେରିଥିବା ଗଞ୍ଜାମର ୪ ଜଣ ଯୁବକ ବଖାଣିଛନ୍ତି ଅଙ୍ଗେ ନିଭା କଥା । ସେମାନେ କହିଛନ୍ତି ଏବେ ବି ଓମାନରେ ଓଡ଼ିଶା ଓ ଆନ୍ଧ୍ରର ଆହୁରି ଅନେକ ଯୁବକ ଫସି ରହିଛନ୍ତି ।
Published By: Santosh Kumar Sahoo
Last updated: 27 February 2025, 09:55 PM IST
୨୯ ସେପ୍ଟେମ୍ବର ୨୦୨୨ରେ ଅଚ୍ୟୁତ ସାମନ୍ତଙ୍କ ଏକ ପୋଷ୍ଟରେ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜାଙ୍କୁ କିଟ୍ ଚ୍ୟାନସେଲର ନିଯୁକ୍ତି ବିଷୟ ଘୋଷଣା କରିବା ପରଠୁ ଆଜିକା ଦିନରେ ବି ସେ ସେହି ଚ୍ୟାନସେଲର ପଦରେ ଥିବା ଦର୍ଶାଉଛି କିଟ୍ ୱେବ୍ସାଇଟ୍ । ତେଣୁ ଏଭଳି ସ୍ଥିତିରେ ଏହା କଣ ଅଫିସ୍ ଅଫ୍ ପ୍ରଫିଟ୍ ନୁହେଁ କି? ସବୁ ସରକାରୀ ଅନୁଦାନ ପାଇବା ସତ୍ତ୍ବେ କିଟ୍ ଓ କିସ୍ କାହିଁକି ଆରଟିଆଇ ଅନ୍ତର୍ଭୁକ୍ତ ହେବ ନାହିଁ ବୋଲି ପ୍ରଶ୍ନ କରିଛି ଓସା ।