Advertisment

PM Modi:ଆଉ ସହିବୁନି ନ୍ୟୁକ୍ଲିୟର ବ୍ଲାକମେଲ୍, ସେନାକୁ ନିଷ୍ପତ୍ତି ପାଇଁ ପୂର୍ଣ୍ଣ କ୍ଷମତା ଦିଆଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଆଉ ସହିବୁନି ନ୍ୟୁକ୍ଲିୟର ବ୍ଲାକମେଲ୍ । ସେନାକୁ ନିଷ୍ପତ୍ତି ପାଇଁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଅପରେସନ ସିନ୍ଦୁରରେ ମେଡ୍‌ ଇନ୍‌ ଇଣ୍ଡିଆର ଆଶ୍ଚର୍ଯ୍ୟକର କାର୍ଯ୍ୟ ଦେଖିଛୁ। ଶତ୍ରୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ସେମାନଙ୍କୁ ସେକେଣ୍ଡ ମଧ୍ୟରେ ଧ୍ୱଂସ କରୁଛି।

author-image
Manasranjan Mohanty
PM Modi

PM Modi

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ବାର୍ତ୍ତା। ସୀମାରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ବର୍ଷିଲେ ପିଏମ୍। ଅପରେସନ ସିନ୍ଦୂର, ଆକ୍ରୋଶର ଅଭିବ୍ୟକ୍ତି ଥିଲା କହିଛନ୍ତି ମୋଦି। ଆତଙ୍କବାଦୀମାନେ ଧର୍ମ ପଚାରି ଲୋକଙ୍କୁ ମାରିଥିଲେ। ସ୍ତ୍ରୀ ମାନଙ୍କ ଆଗରେ ସ୍ବାମୀମାନଙ୍କୁ ହତ୍ୟା କରିଥିଲେ।

Advertisment

ଏହାର ପ୍ରତିଶୋଧ ନେବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲୁ ବୋଲି ମୋଦି କହିଛନ୍ତି।ଶତ୍ରୁଙ୍କୁ ସେମାନଙ୍କ ଘରେ ପଶି ମାରିଲୁ, ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କଲୁ। ଶତ୍ରୁକୁ କଳ୍ପନାତୀତ ଦଣ୍ଡ ଦେଇଛି ସେନା।

ଅପରେସନ ସିନ୍ଦୂର ଆମ ଯବାନମାନଙ୍କ ବୀରତ୍ବର ପ୍ରତିବିମ୍ବ ବୋଲି କହିଛନ୍ତି ମୋଦି।ଏହାସହ ନ୍ୟୁକ୍ଲିୟର ବ୍ଲାକମେଲ୍ ଆଉ ସହିବୁନି ବୋଲି ଲାଲକିଲ୍ଲାରୁ କଡା ଚେତାବନୀ ଦେଇଛନ୍ତି ମୋଦି।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି ଆଉ ସହିବୁନି ନ୍ୟୁକ୍ଲିୟର ବ୍ଲାକମେଲ୍ । ସେନାକୁ ନିଷ୍ପତ୍ତି ପାଇଁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଅପରେସନ ସିନ୍ଦୁରରେ ମେଡ୍‌ ଇନ୍‌ ଇଣ୍ଡିଆର ଆଶ୍ଚର୍ଯ୍ୟକର କାର୍ଯ୍ୟ ଦେଖିଛୁ। ଶତ୍ରୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ସେମାନଙ୍କୁ ସେକେଣ୍ଡ ମଧ୍ୟରେ ଧ୍ୱଂସ କରୁଛି।

ଯଦି ଆମେ ଆତ୍ମନିର୍ଭର ନହୋଇ ଥାନ୍ତୁ, ତେବେ କ’ଣ ଆମେ ଏତେ ଉଚ୍ଚସ୍ତରରେ ଅପରେସନ ସିନ୍ଦୁର କରିପାରିଥାନ୍ତୁ? ଗତ ୧୦ ବର୍ଷରେ ଆମେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଲକ୍ଷ୍ୟ ରଖିଥିଲୁ, ଆଉ ଆଜି ଆମେ ତାର ଫଳାଫଳ ଦେଖୁଛୁ।"

Narendra Modi Pakistan Nuclear War
Advertisment
Related Articles
Advertisment