Advertisment

Video: ପାଣିରେ ବୁଡ଼ି ମୃତ୍ୟୁରେ ନୋ ବ୍ରେକ୍

କେତେବେଳେ ଦୁର୍ଘଟଣାଜନିତ ତ ଆଉ କେତେବେଳେ ଆତ୍ମହତ୍ୟା ଜନିତ। NCRBର ତଥ୍ୟ କହୁଛି ଦେଶରେ ପ୍ରତିବର୍ଷ ଯେତିକି ଅସ୍ବାଭାବିକ ମୃତ୍ୟୁ ଘଟୁଛି ତା ଭିତରୁ କେବଳ ୮.୯ ପ୍ରତିଶତ ହେଉଛି ପାଣିରେ ବୁଡ଼ି ମୃତ୍ୟୁ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି

କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ ଅଘଟଣ । ପାଣିରେ ବୁଡି ଚାଲିଗଲା ୬ ଜୀବନ । କାନ୍ଦ ବୋବାଳି । କାଲି ଆଉ ଆଜି ଭିତରେ ଆକାଶ ପାତାଳ ଫରକ। ଡଙ୍ଗା ଭସାଇବା ପାଇଁ କାଲି ସକାଳେ ଘରେ ଅଝଟ କରୁଥିବା ବାଲେଶ୍ବର ସାଉଣ୍ଡିଆ ଗାଁର ୩ ବର୍ଷର ଆଶୁତୋଷର ଆଜି ଆଉ ଜମା ସୋର-ଶବ୍ଦ ନାହିଁ। ଘର ପାଖରେ ଥିବା ପୋଖରୀ ଛଡାଇ ନେଇଛି କଅଁଳ ଶିଶୁକୁ । ଡଙ୍ଗା ଭସାଇବାକୁ ଯାଇ ପାଣିରେ ବୁଡି ଯାଇଛି ଆଶୁତୋଷ। 

Advertisment
Odisha NCRB Report Drowning
Advertisment
Advertisment