• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ms Dhoni

MS Dhoni
ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଧୋନୀଙ୍କୁ ଜବରଦସ୍ତ ସ୍ୱାଗତ କଲା BCCI

ଦୁଇ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ି ହୋଇଛନ୍ତି । ସେ ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବିରାଟ୍ ବାହିନୀର ମେଣ୍ଟର ଭାବେ କାମ କରିବେ ।

Team India
T20 World Cup: BCCI ନିଜେ ଛିଡ଼ା କରିଛି ୭ ବଡ଼ ଶତ୍ରୁ !

ଆଉ ଦିନକ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବାଜିବ ବିଗୁଲ । ସାରା ବିଶ୍ୱର ୧୬ଟି ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଓମାନ ଓ ୟୁଏଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ୧୪ ନଭେମ୍ବରରେ ଦୁବାଇରେ ଖେଳାଯିବ ।

Will MS Dhoni Play For CSK In IPL 2022 ?
୨୦୨୨ ଆଇପିଏଲ୍‌ ଖୋଳିବେନି ଧୋନୀ !

ଆଇପିଏଲର ଆଗାମୀ ସିଜନ ଖେଳିନପାରନ୍ତି ଧୋନୀ। ଏକ ଟ୍ବିଟକୁ ନେଇ ଲାଗି ରହିଛି ଚର୍ଚ୍ଚା । ଅଇପିଏଲ ସହ ସବୁଦିନ ପାଇଁ ପଡିଆରୁ ବିଦାୟ ନେବେ ଧୋନୀ।

MS Dhoni
IPLରୁ ସନ୍ନ୍ୟାସ ନେବେ କି ଧୋନି ? ଦେଲେ ଏମିତି ଇଶାରା...

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇପିଏଲ୍‌ର ଆଗାମୀ ସିଜନରେ ଦେଖିବାକୁ ନମିଳିପାରେ। ଏକ ଟ୍ୱିଟ୍‌କୁ ନେଇ ଏହି ଚର୍ଚ୍ଚା ଲାଗି ରହିଛି। ଧୋନି ଆଇପିଏଲ୍‌ର ଆଗାମୀ ସିଜନରେ ଭାଗ ନେବାକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।

sushant singh rajput
ସୁଶାନ୍ତଙ୍କ ମୃତ୍ୟୁରେ‌ ବଲିଉଡ୍ ଅବାକ୍: ଏହି ଷ୍ଟାର୍ କହିଲେ ବିଶ୍ୱାସ କରିପାରୁନି, ଖବର ମିଛ

ମୁମ୍ବାଇ: ବଲିଉଡ୍‌କୁ ହଠାତ୍‌ ଦୁଃଖ ସାଗରେ ବୁଡ଼ାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ୩୪ ବର୍ଷୀୟ ଷ୍ଟାର୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ସୁଶାନ୍ତ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।। ଘଟଣାରେ ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍‌କୁ ଶକ୍ତ ଝଟ୍‌କା ଦେଇଛି। ଦୋହଲି ଯାଇଛି ପୂରା ବି-ଟାଉନ୍। କେହି ସହଜରେ ବି ଏକଥାକୁ ବିଶ୍ୱାସ କରିପାରୁ […]