/odishatv-khabar/media/media_files/2026/01/15/puri-temple-2026-01-15-11-40-51.jpg)
Puri Temple Photograph: (OTV)
ପୁଣି ଶ୍ରୀମନ୍ଦିର ଭିତରେ ଜଣେ ବ୍ୟକ୍ତି ମୋବାଇଲ ଧରି କଥା ହେଉଥିବାର ଭିଡିଓ ଭାଇରାଲ। ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ମୋବାଇଲ ଧରି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପୁ ଥିବାର ଭିଡିଓ ଭାଇରାଲ୍ ହୋଇଛି ।
Advertisment
ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ କିଏ ଉଠାଇଲା ତାହା ସ୍ପଷ୍ଟ ହୋଇନି। ଭିଜୁଆଲରୁ ଯାହା ସନ୍ଦେହ କରାଯାଉଛି, କେହି ବ୍ୟକ୍ତି ସିଂହଦ୍ବାର ସମ୍ମୁଖରୁ ମୋବାଇଲ ଦ୍ବାରା ଫୋଟୋ ଉଠାଇଛି । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।
ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍
ପୁଣି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ଭିଡିଓ ଭାଇରାଲ
ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ ଭାଇରାଲ୍
ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ
Advertisment
Advertisment



Related Articles
Euthanasia Hearing In SC Today: ୧୨ ବର୍ଷ ଧରି କୋମାରେ... ଜୀବନ ମରଣର ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ
POSTED

Surya Uttarayan : ଗ୍ରହରାଜାଙ୍କ ଉତ୍ତରାୟଣ ଏହି ୪ଟି ରାଶି ପାଇଁ ବେଶ୍ ଲାଭଦାୟକ, ଧନ ଏବଂ କ୍ୟାରିୟରରେ ଆଣିବ ବଡ଼ ପରିବର୍ତ୍ତନ
POSTED

Massive Fire Guts Ethanol Factory: ଜଳିଗଲା ଇଥାନଲ୍ ଫ୍ୟାକ୍ଟ୍ରି, ଜଳିପୋଡି ସବୁ ଛାରଖାର
POSTED

Shree Lingaraj Temple Rituals Resume: ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)