Advertisment

ଟଣା ହେବେ BJDର ୫ ନେତା

ରାଜା ଚକ୍ରଙ୍କ ସହ ୪ ରୁ ୫ ବିଜେଡି ନେତାଙ୍କ ରହିଛି ଲିଙ୍କ । ମାଇନିଂ ଆଳରେ ରାଜାଙ୍କ ସହ ଏହି ନେତାମାନେ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି ।

author-image
Namita Biswal

ରାଜା ଚକ୍ରଙ୍କ ସହ ୪ ରୁ ୫ ବିଜେଡି ନେତାଙ୍କ ରହିଛି ଲିଙ୍କ । ମାଇନିଂ ଆଳରେ ରାଜାଙ୍କ ସହ ଏହି ନେତାମାନେ କୋଟି କୋଟି ଟଙ୍କା ହଡପ କରିଛନ୍ତି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିଂ କୋପରେଟିଭ ସୋସାଇଟି ମାଧ୍ୟମରେ କରୁଥିଲେ ଲୁଟ୍ ।

Advertisment
BJD Mining Scam Odisha BJD Leaders
Advertisment
Advertisment