• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Malkangiri

Basic amenities
୭୫ ବର୍ଷ ହେଲାଣି ମିଳୁନି ମୌଳିକ ସୁବିଧା

୨୨ ବର୍ଷର ସ୍ଥିର ସରକାର । ଏଯାଏଁ ଗାଁକୁ ମିଳିଲାନି ମୌଳିକ ସୁବିଧା...ପିଇବା ପାଣି ପାଇଁ ନଈ ଭରସା, ଆଲୁଅ ଲାଗି ଡିବିରି ଭରସା

Where people trust quacks more than doctors!
ଏଠି ଡାକ୍ତର ଅପେକ୍ଷା ଅଧିକ ବିଶ୍ୱାସୀ ଦିସାରୀ

ଝଡାଫୁଙ୍କାରେ ଚାଲିଛି ହାଡ ଭଙ୍ଗା ଚିକିତ୍ସା । ଡାକ୍ତର ବଦଳରେ ଦିସାରୀକୁ ଲୋକେ କରୁଛନ୍ତି ଅଧିକ ଭରସା ।

Gusty wind damages martial arts school
ଏଇଠି କିଛି ନାହିଁ, ଜାତୀୟ ସ୍ତରରେ ନାଁ କେମିତି କମାଇବୁ?

ଆଜବେଷ୍ଟସ୍‌ ଉଡିଲା, ଘରର ଜିନିଷପତ୍ର ଛିନଛତର ହୋଇ ପଡ଼ିଲା । ଏମିତିରେ କାଳେ ଜାତୀୟସ୍ତରରେ ଏମାନେ ରେକର୍ଡ କରିବେ?

Malkangiri Jail
ବିଜୁଳି ଚୋରି କରୁଛନ୍ତି ଜେଲ୍‌ କର୍ତ୍ତୃପକ୍ଷ !

ମାଲକାନଗିରି ଜିଲ୍ଲା ଉପ-କାରାଗାର । ଏଠାରେ ରହୁଛନ୍ତି ୬୦୦ରୁ ଅଧିକ କଏଦୀ । ସରକାରଙ୍କ ପକ୍ଷରୁ କଏଦୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଏଠାରେ କଏଦୀଙ୍କ ଲାଗି ଚୋରାରେ ଯାଉଛି ବିଜୁଳି । ହେଲେ କାହିଁକି ଏମିତି ଚୋରାରେ ବିଜୁଳି ଯାଉଛି? ବିଭାଗୀୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି କି ନାହିଁ?

Pushpa 2 The Rule
ଓଡ଼ିଶା ଜଙ୍ଗଲରେ ପୁଷ୍ପା, ଝୁକେଗା ନେହିଁ..

ଓଡ଼ିଶା ଜଙ୍ଗଲରୁ ପୁଣି ଚନ୍ଦନ କାଠ ତସ୍କରି ଆରମ୍ଭ କରିବ ପୁଷ୍ପା.. ପ୍ରସ୍ତୁତି ଆରମ୍ଭ ହେଇଗଲାଣି..

mountain to get mobile network
ନେଟୱର୍କ ପାଇଁ ଚଢିବାକୁ ହେବ ପାହାଡ଼

ବାଃ ବାଃରେ ଡିଜିଟାଲ୍‌ ସେବା । ମୋବାଇଲ ଧରିବାକୁ ହେଲେ ଚଢିବାକୁ ପଡ଼ିବ ପାହାଡ...ଆମ୍ବୁଲାନ୍ସ ଡାକିବାକୁ ହେଲେ ଦଉଡିବାକୁ ପଡିବ ୩ କୋଷ ବାଟ । ଇଏ ଏମିତି ଏକ ଗାଁ ଯେଉଁଠି ଯାହା କଲେ ଚଢିବାକୁ ହୁଏ ପାହାଡ଼

Malkangiri Girl
ଦୁବାଇରେ ଚମକିବେ ବଣ୍ଡାଝିଅ ବୁଦ୍ରି

ବଣମଲ୍ଲୀ ବଣରେ ମଉଳି ଯାଇନି.. ପିଲାଟି ଦିନରୁ ବାପା ମାଆ ଛେଉଣ୍ଡ ବୁଦ୍ରି, ନିଜ ପରିଶ୍ରମ ଓ ନିଷ୍ଠା ବଳରେ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି..

Cock Fight
ମାଲକାନଗିରି ଥାନାରେ ମଣିଷ ନୁହେଁ, ବନ୍ଧା ହୋଇଛି ଗଞ୍ଜା

ମହଙ୍ଗା ପଡ଼ିଲା ଲଢ଼େଇ, ଥାନାରେ ବନ୍ଧା ହେଲା କୁକୁଡ଼ା । ମାଲକାନଗିରି ଥାନା ଅନ୍ତର୍ଗତ ଦୁମାଲିଗୁଡ଼ାଠାରେ କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି କୁକୁଡ଼ା ସମେତ ୪ ଜଣଙ୍କୁ ଉଠାଇ ଆଣିଛି..

Grenade Recovered From Maoist Dump In Malkangiri
ଟଳିଲା ବଡ ଧରଣର ଅଘଟଣ; ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ

ପଣ୍ଡ ହେଲା ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଖଞ୍ଜାଯାଇଥିଲା ଲ୍ୟାଣ୍ଡମାଇନ୍ ।

Malkangiri man beaten to death in 'praja court' on suspicion of sorcery
ପ୍ରଜାକୋର୍ଟରେ ଅମାନବୀୟ କାଣ୍ଡ: ଯୁବକଙ୍କୁ ପିଟିପିଟି ମାରିଦେଲେ

ପ୍ରଜାକୋର୍ଟରେ ଜଣକୁ ପିଟିପିଟି ହତ୍ୟା କରାଯାଇଛି । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି

Special Story | Locals give grand farewell to police official in Malkangiri
ଦୁର୍ଗମ ବିଚ୍ଛିନ୍ନାଞ୍ଚଳର ଲୋକପ୍ରିୟ ପୋଲିସ୍ ବାବୁଙ୍କୁ ବିଦାୟ ଦେଲେ ଲୋକେ, କହିଲେ ଇଏ ଥିଲେ ନକ୍ସଲ ଗଡ଼ର ଷଣ୍ଢ

କିଛିବର୍ଷ ପୂର୍ବେ ପୂରା ଅଞ୍ଚଳ ଥିଲା ନକ୍ସଲଙ୍କ କବଜାରେ। ସେଠିକୁ କେହି ପୋଲିସ୍ ବାବୁ ଯିବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଏହି ଅଂଚଳରେ ଦୀର୍ଘଦିନ ଧରି କାମ କରି ଲୋକପ୍ରିୟ ହୋଇପାରିଥିଲେ ଜଣେ ଥାନାବାବୁ। ତାଙ୍କରି ସମୟରେ ସୁରକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି। ଲୋକେ ତାଙ୍କୁ କହୁଥିଲେ ଷଣ୍ଢ ପୋଲିସ୍ ବାବୁ। ଏବେ ତାଙ୍କର ବଦଳି ହେବାପରେ ତାଙ୍କୁ ଲୋକେ କେମିତି ବିଦାୟ ଦେଇଥିଲେ ଦେଖନ୍ତୁ…

3 including a minor boy critical after drinking water from a water kiosk
ବିଶ୍ୱାସ ନାଁରେ ବିଶ୍ୱାସଘାତକତା ! ଜଳଛତ୍ର ପାଣି ପିଇ ୩ ଗୁରୁତର

ପାଣି ନାଁରେ ବି ବିଷ । ଖରା ତାତିରୁ ରକ୍ଷା ପାଇବା ପାଇଁ ରଖାଯାଉଥିବା ଜଳଛତ୍ରରେ ବିଷ ମିଶାଯାଇଥିବା ଅଭିଯୋଗ ହୋଇଛି ।

Malkangiri airport to be ready by first quarter of 2024: Chief Secretary
୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏୟାରପୋର୍ଟ: ମୁଖ୍ୟ ଶାସନ ସଚିବ

ଏୟାରପୋର୍ଟ ପାଇଁ ୯୫ ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

News Fuse- Staff Playing Cards Inside Office Of Asst Engineer Of Lift Irrigation In Malkangiri
ଆଗରୁ କବାଟ ଦେଇ ଭିତରେ ଚାଲିଛି ତାସ୍‌ ଖେଳ, ଖାଲି ଧୂଆଁ ମୟ ପୂରା ଘର..

ଓଃ କି ଷ୍ଟାଇଲ୍‌ ମ !! ଆଗରୁ କବାଟ ଦେଇ ଭିତରେ ଜବରଦସ୍ତ ଚାଲିଛି ତାସ୍‌ ମାଡ଼। ଇଏ ତ ଲାଲପାନ ବିବି...କିଏ ହେବରେ ଚିଡିଆଖାନା। କି କଥା, ଆମେ ସରକାରୀ ଚାକିରିଆ...ଆମ ଇଚ୍ଛା ହେଲେ କାମ କରିବୁ ନହେଲେ ଖେଳିବୁ...

Bada Didi Spreading Awareness In Malkangiri
ବଡଦିଦିର ବଡ ପ୍ରୟାସ, ସଚେତନ ହେଉଛନ୍ତି ମାଲକାନଗିରି ଯୁବତୀ

ଋତୁସ୍ରାବ ଏକ ବାୟୋଲୋଜିକାଲ ପ୍ରକ୍ରିୟା। ଏ ନେଇ ଆଦିବାସୀ ଯୁବତୀଙ୍କୁ ସଚେତନ କରୁଛି ବଡଦିଦି । ଏହି ସମୟରେ କେମିତି ନେବେ ଶରୀରର ଯତ୍ନ । କଣ ଖାଇବେ? କେମିତି ଯୋଗ କରିବେ ?

TWO drowned to death
ଯାଇଥିଲେ ଗାଧେଇବାକୁ;ଫେରିଲା ମୃତ ଦେହ

୨ ଶିଶୁଙ୍କ ସଲିଳ ସମାଧି । ପୋଖରୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଶିଶୁକନ୍ୟା । ମାଲକାନଗିରି ଚାଲାଣଗୁଡ଼ା ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

Malkangiri is a resident of Banda Ghati
ଭୋଟ୍ ଦେଲେ ବଣ୍ଡା ଘାଟି ବାସିନ୍ଦା

ଭୋଟ୍ ଦେଲେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା । ନିଜ ଅଞ୍ଚଳର ବିକାଶ ପାଇଁ ସେମାନେ ଆଗେଇ ଆସିଛନ୍ତି । ମୁଦୁଲିପଡ଼ା ଓ ଅଣ୍ଡାହାଲ ପଞ୍ଚାୟରେ ମତଦାନ । ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ବଣ୍ଡା ଘାଟିର ମହିଳାମାନେ ।

Swearing in the name of God to vote
ଭୋଟ୍ ପାଇଁ ଈଶ୍ୱରଙ୍କ ନାଁରେ ଶପଥ ପାଠ, ଶପଥ କରାଉଛନ୍ତି ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ 

ଭୋଟ୍ ପାଇଁ ଈଶ୍ୱରଙ୍କ ନାଁରେ ଶପଥ ପାଠ । ଲୋକଙ୍କ ଶପଥ କରାଉଛନ୍ତି ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ । ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ଭୋଟ୍ ଦେବେ ସମ୍ପର୍କରେ ଶପଥ କରାଉଛନ୍ତି ।

Preparations for the elections in Maoist area
ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତି ଏବଂ ମାଓ ମୁକାବିଲାର ସମୀକ୍ଷା

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ବେଳେ ଗ୍ରହଣ କରାଯିବ କଡ଼ା ସୁରକ୍ଷା ବ୍ୟବସ୍ଥା ଆବଶ୍ୟକସ୍ଥଳେ ଡ୍ରୋନ୍ କିମ୍ବା ହେଲିକପ୍ଟରର ମଧ୍ୟ ବ୍ୟବହାର କରାଯିବ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଗସ୍ତ ବେଳେ ଏହା କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତି ଏବଂ ମାଓ ମୁକାବିଲାର ସମୀକ୍ଷା କରିଛନ୍ତି ।

Bear Rescue
ଆ଼ହତ ଭାଲୁକୁ ଉଦ୍ଧାର କଲା ବନବିଭାଗ

୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଭାଲୁ । ସଂଧ୍ୟା ହେବା ପରେ ବନବିଭାଗର ଟିମ୍ ପ୍ରଥମେ ଭାଲୁ ଚଢିଥିବା ଗଛର ଚାରି ପଟେ ଜାଲ ବିଛାଇ ଥିଲେ । ପରେ ଗଛଟିକୁ ହଲାଇବାରୁ ଭାଲୁଟି ତଳକୁ ଆସିଥିଲା । ଏହାପରେ ତୁରନ୍ତ ଭାଲୁଟିକୁ କାବୁ କରିନେଇଥିଲା ବନବିଭାଗ । ଭାଲୁଟି ଆହତ ହୋଇଥିବାରୁ ତାର ଚିକିତ୍ସା କରାଯାଉଛି ।

Medical Team Visits HIV Positive Woman
OTV Impact: ଖବର ପ୍ରସାରଣ ପରେ ଚେତିଲେ, HIV ପଜିଟିଭ୍‌ ମହିଳାଙ୍କ ଘରେ ପହଞ୍ଚିଲେ ଡାକ୍ତରୀ ଟିମ୍‌

ଜଣେ HIV ପଜିଟିଭ୍‌ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ନକରାଇ ମେଡିକାଲ୍‌ରୁ ଫେରାଇ ଦେବା ଘଟଣାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ମେଡିକାଲ୍‌ କର୍ତ୍ତୃପକ୍ଷ ଚେତିଛନ୍ତି।

HIV Positive Pregnant Woman 'Denied Treatment'
ସାଂଘାତିକ ଅଭିଯୋଗ: HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଫେରାଇ ଦେଲେ ଡାକ୍ତର

HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଆମ୍ବୁଲାନ୍ସ ନ ଦେବାରୁ ପ୍ରସୂତିଙ୍କୁ ପରିବାର ଲୋକେ ବାଇକ୍‌ରେ ଆଣିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Wild Bear Enters Residential Area In Malkangiri
ରୋଷେଇ ଘରେ ବୁଲୁଛି ଭାଲୁ

ରୋଷେଇ ଘରେ ପଶିଗଲା ଭାଲୁ। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ୭ କିଲୋମିଟର ଦୂର ଏମ୍.ଭି-୭ ଗାଁର ଭୋଳାନାଥ ବିଶ୍ୱାସଙ୍କ ରୋଷେଇ ଘରେ ଭାଲୁ ପଶିଯାଇଛି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

Wild Deer In Love With Jawan
ଯବାନଙ୍କ ପ୍ରେମରେ ହରିଣ ଛୁଆ: ଯବାନଙ୍କ ସହ ଜଙ୍ଗଲରେ ବୁଲୁଛି, ନାଁ ଧରି ଡାକିଲେ ପାଖକୁ ଆସୁଛି

ଯବାନଙ୍କ ପ୍ରେମରେ ହରିଣ ଛୁଆ। ପଶୁ ହେଲେ କଣ ହେଲା, ଭଲ ପାଇ ବସିଛି ଯବାନଙ୍କୁ। ଯବାନଙ୍କ ସହ ଜଙ୍ଗଲରେ ବୁଲୁଛି। ସାଙ୍ଗରେ ବେସ୍ କ୍ୟାମ୍ପକୁ ଆସୁଛି । ପୁଣି ଜଙ୍ଗଲକୁ ଫେରି ଯାଉଛି । ଏପରିକି ନାଁ ଧରି ଡାକିଲେ ପାଖକୁ ମଧ୍ୟ ଆସୁଛି।

Wild Deer In Love With Jawan In Malkangiri
ପଶୁ ହେଲେ କଣ ହେଲା, ଭଲ ପାଇ ବସିଛି ଯବାନଙ୍କୁ

ହରିଣ ଛୁଆଟି ଯବାନଙ୍କୁ ଭଲ ପାଉଛି । ଯବାନଙ୍କ ସହ ଜଙ୍ଗଲରେ ବୁଲୁଛି । ସାଙ୍ଗରେ ବେସ୍ କ୍ୟାମ୍ପକୁ ଆସୁଛି । ପୁଣି ଜଙ୍ଗଲକୁ ଫେରିଯାଉଛି । ନାଁ ଧରି ଡାକିଲେ ପାଖକୁ ଆସୁଛି । କେମିତି ହେଲା ଏ ପ୍ରେମ ? ଏହା ପଛରେ ବି ରହିଛି କାହାଣୀ । ଏଇ ଯବାନଙ୍କ ପାଇଁ ଦେଶ ଗର୍ବିତ ଓ ଆମେ ଗର୍ବିତ । କାହିଁକି ନା ଏମାନେ ମାଓବାଦୀଙ୍କ ଜୀବନ ନିଅନ୍ତି ସତ କିନ୍ତୁ ନୂଆ ଜୀବନ ବି ଦିଅନ୍ତି ।