/odishatv-khabar/media/media_files/2025/12/10/missing-head-recovered-2025-12-10-11-05-12.jpg)
Missing Head Recovered Photograph: (OTV)
ମାଲକାନଗିରି ରାଖେଲଗୁଡ଼ାରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର ତଦନ୍ତ ବେଳେ ପୋଲିସକୁ ମିଳିଛି କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ କଟାମୁଣ୍ଡ ଜବତ ହୋଇଛି। ଗତ ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଆଜି କଟାମୁଣ୍ଡ ଉଦ୍ଧାର ହୋଇଛି।
ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମହିଳାଙ୍କ କଟାମୁଣ୍ଡ ପାଇଛି ପୋଲିସ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର ହୋଇଛି। ହତ୍ୟାକାଣ୍ଡ ପରେ ଶବ ଜବତ ହୋଇଥିଲେ ବି କଟାମୁଣ୍ଡ ମିଳୁ ନଥିବାରୁ ଏମ୍ ଭି-୨୬ ଓ ରାଖେଲଗୁଡ଼ା ମଧ୍ୟରେ ବିବାଦ ଦେଖା ଦେଇଛି। ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଛି।
• ମିଳିଲା ମହିଳାଙ୍କ କଟାମୁଣ୍ଡ
• ମାଲକାନଗିରି ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ ଜବତ
• କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ
• ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଆଜି ମିଳିଲା କଟାମୁଣ୍ଡ
• ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମିଳିଲା ମହିଳାଙ୍କ କଟାମୁଣ୍ଡ
• ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର
• କଟାମୁଣ୍ଡ ମିଳୁ ନଥିବାରୁ ଏମ୍ ଭି-୨୬ ଓ ରାଖେଲଗୁଡ଼ା ମଧ୍ୟରେ ବିବାଦ ଦେଖା ଦେଇଥିଲା
Guru Prusty’s Death Takes a Suspicious Turn: ଯାତ୍ରା କମେଡିଆନ ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ; ପ୍ରେମ ସମ୍ପର୍କରୁ ହତ୍ୟା! ଆସିଲା ସଙ୍ଗୀନ ଅଭିଯୋଗ

Baba Vanga Prediction for 2026: ମାଡି ଆସିବ ପ୍ରଳୟ! ଛାରଖାର୍ କରିବ ଭୂମିକମ୍ପ ଆଉ ବନ୍ୟା-ବାତ୍ୟା, ମହାଯୁଦ୍ଧ ଦେଖିବ ବିଶ୍ୱ

Unique Love Story: ଭାରତୀୟ ଯୁବକଙ୍କ ପ୍ରେମରେ ଦେଶ ଛାଡି ପଳାଇ ଆସିଲେ ଯୁବତୀ, ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ

Severe Cold Wave Hits Odisha: ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼, ପ୍ରବଳ ଥଣ୍ଡାରେ କଲବଲ ଜୀବନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)