କୁହାଯାଏ ଯେ ପ୍ରେମର କଥା କେବେ ଶେଷ ହୁଏ ନାହିଁ। ବେଳେବେଳେ କିନ୍ତୁ ଦୀର୍ଘ ଦିନ ପ୍ରେମ ହେତୁ ଏହା ପଛରେ ଥିବା ବିଲ୍ ମୁଣ୍ଡବ୍ୟଥାର କାରଣ ହୋଇଯାଏ। ନିକଟରେ ସୋସିଆଲ ମିଡିଆରେ ଜଣେ ପ୍ରେମୀ ପାଗଳ ନିଜର ଯନ୍ତ୍ରଣାକୁ ପ୍ରକାଶ କରି ଭାଇରାଲ ହେଉଛନ୍ତି।
ବୟଫ୍ରେଣ୍ଡଙ୍କ ଭୁବନେଶ୍ୱରସ୍ଥିତ ଘର ଆଗରେ ଧାରଣା ଦେଇଛନ୍ତି ଡିଭୋର୍ସି ଗର୍ଲଫ୍ରେଣ୍ଡ ।
ମଥାରେ ଟିପିଟିପି ଚନ୍ଦନ, କୁମକୁମ ଆଉ ପାଦରେ ଅଳତା । ଝଟକୁଛନ୍ତି ନୂଆ କନିଆ । ମୁଣ୍ଡରେ ମୁକୁଟ ପିନ୍ଧି ବର ବି ହସ ହସ । ଶଙ୍ଖ ହୁଳହୁଳି ପଡ଼ୁଛି, ଚାଲିଛି ବାହାଘର..
ଅତୀତକୁ ଭୁଲି ନୂଆ ଜୀବନ ଆରମ୍ଭ କରିବା ପାଇଁ ବନିଛନ୍ତି ନୂଆ ବାଟର ବାଟୋଇ । ସିଏ ହେଉଛନ୍ତି ୬୩ ବର୍ଷିୟ ବର ଦାସ ମାରାଣ୍ଡି ଏବଂ ଏ ହେଲେ ୬୫ ବର୍ଷିୟା କନିଆ ପଦ୍ମାବତୀ ଦାସ ।
'ଲପୁ ସା ସଚିନ୍' କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ମହିଳା ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ଜଣେ ପ୍ରସିଦ୍ଧ ଇଣ୍ଟରନେଟ୍ ଖ୍ୟାତି ଗୀତିକାର ସେହି ମହିଳାଙ୍କ କଥାକୁ ନେଇ ଏକ ଗୀତ ପ୍ରସ୍ତୁତ କରିଛନ୍ତି। ଏବେ ଭାଇରାଲ୍ ହେଉଛି।
ପ୍ରେମ ପାଇଁ କିଏ ଭାରତ ଚାଲି ଆସିଲାଣି ତ କିଏ ଭାରତ ଛାଡ଼ି ଦେଲାଣି...ଲାଗୁଛି ଯେମିତି ସୀମାପାର ପ୍ରେମକାହାଣୀ ଏକ ଟ୍ରେଣ୍ଡ ପାଲଟିଗଲାଣି...
ସ୍ୱାମୀ ଦେବତାଙ୍କର ଆଖିରେ ଲୁହ... ପାକିସ୍ତାନୀ ପ୍ରେମିକ ପାଇଁ ପର ହୋଇଗଲେ ସ୍ୱାମୀ ଓ ଦୁଇ ଛୁଆ । ପ୍ରେମିକ ସହ ସବୁଦିନ ଲାଗି ଏକ ହୋଇଯିବାକୁ ପାକିସ୍ତାନ ପଳାଇଲେ ଭାରତୀୟ ମହିଳା ।
ଆଜି ଭଭୟ ସୀମା ଓ ତାଙ୍କ ପ୍ରେମୀ ସଚିନଙ୍କ ବାପାଙ୍କୁ ପଚରାଉଚରା ପାଇଁ ନିଆଯାଇଥିଲା। ଏଟିଏସ୍ ଜେରା ପରେ ଅନେକ ସତ ଏବେ ସାମ୍ନାକୁ ଆସିଛି ।
ପୋଲିସକୁ ନାକେଦମ୍ ହେବାକୁ ପଡ଼ିଲା । କିନ୍ତୁ କିଛି ସମୟର ସଂଘର୍ଷ ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହେଲା ।
ଆପଣମାନେ ୧୯୯୯ ର ବ୍ଲକବଷ୍ଟର ଫିଲ୍ମ ‘ହମ ଦିଲ୍ ଦେ ଚୁକେ ସନମ’ ଦେଖିଥିବେ । ବିହାରରେ ଠିକ ସମାନ ଘଟଣା ଘଟିଛି, ଯାହା ଫିଲ୍ମର ସିନ୍ ରିକ୍ରିଏସନ୍ ଭଳି ଲାଗିବ ।
PUBG ଖେଳୁ ଖେଳୁ ହୋଇଗଲା ପ୍ରେମ । ଏମିତିକି ପ୍ରେମିକକୁ ପାଇବା ପାଇଁ ବର୍ଡର ପାର୍ କରିଗଲେ ମହିଳା ।
ଉଭୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ସୁଧାର କେନ୍ଦ୍ର ପରିଚାଳକ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ପ୍ରେମରେ ପାଗଳ ନାବାଳିକା ପ୍ରେମିକା । ବୟଫ୍ରେଣ୍ତକୁ ଦେଖା କରିବା ପାଇଁ ସାତ ଶହ କିମି ପାର୍ କଲା ପ୍ରେମିକା । ତଥାପି ମିଳିଲାନି ପ୍ରେମିକର ଦେଖା । ରାଗରେ ନିଜ ହାତ କାଟିବାକୁ ପଛାଇଲାନି ପ୍ରେମିକା । ହାତ କାଟି ଥାନାରେ ପହଞ୍ଚିଲା ନାବାଳିକା ।
ପରିବାରର ମୂଲ୍ୟବୋଧ ବୁଝିବା ସହ, ପରକୀୟା ସମ୍ପର୍କରେ ଲିପ୍ତ ନହୋଇ ହସଖୁସିରେ ଜୀବନ ବିତାଇବାକୁ, ଏକ ସଂସ୍ଥା ଏଭଳି ନିୟମ କରିଛି ।
ମନର ମାନସୀଙ୍କୁ ଜୀବନସାଥୀ କଲେ ବିଜୟ, ଦୁଇ ଦିବ୍ୟାଙ୍ଗ ବିଜୟ ଓ ସଲାମୀଙ୍କ ପ୍ରେମ କାହାଣୀ
ଏକଥା କୋର୍ଟ ସେତେବେଳେ କହିଥିଲେ ଯେତେବେଳେ ଓକିଲ କୋର୍ଟଙ୍କୁ ଜଣାଇଲେ ଯେ, ଏହି ଦମ୍ପତ୍ତିଙ୍କର ପ୍ରେମ ବିବାହ ହୋଇଛି ।
୨୨ ବର୍ଷୀୟ ଡାନିୟାଲ୍ ୨୦୨୧ ମସିହାରେ ତାଙ୍କର ୪୮ ପ୍ରେମିକାଙ୍କୁ ବିବାହ କରିଥିଲେ। ପୂର୍ବରୁ ବିବାହ କରିଥିବା ଜମିଲା ୨୦୦୭ ମସିହାରେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ସେବେଠାରୁ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଥିଲେ।
ଏମିତିକି ମାମଲାର ଶୀଘ୍ର ସମାଧାନ କିଭଳି ହେବ ସେଥିପ୍ରତି ମଧ୍ୟ କୋର୍ଟ ଗୁରୁତ୍ୱ ଦେବା ଉଚିତ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ ।
ଜଣେ ଦମ୍ପତିଙ୍କ ବିବାହ ଅନେକ ବର୍ଷ ବିତିଯାଇଥିଲେ ବି କିନ୍ତୁ ତାଙ୍କର ପ୍ରେମ ଏବେବି ନୂଆ ପରି ଲାଗୁଛି। ଯାହାର ହାତ ଧରିଛନ୍ତି ଜୀବନର ସର୍ବସ୍ୱ ତାଙ୍କରି ନିକଟରେ ହିଁ ସମର୍ପିତ କରିଛନ୍ତି।
ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଁଚିଥିଲେ କନିଆଁ ପାଖରେ। ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା।
ଆଜି ସିନା ଏ ଦୁନିଆରେ ଋଷି କପୁର ନାହାଁନ୍ତି, କିନ୍ତୁ ତାଙ୍କ ଜୀବନସାଥୀ ନୀତୁ କପୁର ତାଙ୍କୁ ଆଜି ବି ଝୁରି ହୁଅନ୍ତି। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ପ୍ରସିଦ୍ଧ ଥିଲା। ଉଭୟଙ୍କୁ ବଲିଉଡର ରୋମାଣ୍ଟିକ୍ ଦମ୍ପତି ବୋଲି କୁହାଯାଉଥିଲା। ସେମାନଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା ଆସନ୍ତୁ ଜାଣିବା।
ସଚ୍ଚା ପ୍ରେମ କେବଳ ଚଳଚ୍ଚିତ୍ର କିମ୍ବା ଟିଭିରେ ଦେଖିବାକୁ ମିଳେ ନାହିଁ, ଏହା ବାସ୍ତବ ଜୀବନରେ ମଧ୍ୟ ଦେଖାଯାଏ। ଏକ ଯୋଡ଼ି ଏହାକୁ ବାସ୍ତବତାରେ କରି ଦେଖେଇଛନ୍ତି। ଭାଇରାଲ୍ ହେଉଛି ଏହି ଭିଡିଓ। ଆପଣ ଦେଖିଲେ ବି ଭାବପ୍ରବଣ ହୋଇଯିବେ।
ଇଣ୍ଟର୍ନେଟ୍ରେ ଭାଇରାଲ୍ ହେଉଛି କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶଙ୍କ ଭିଡିଓ। ଏହି ଭିଡିଓରେ କରଣଙ୍କ ସହ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ତେଜସ୍ୱୀ। ଏହି ସମୟରେ ସେ କାନ୍ଦି ପକଉଛନ୍ତି। ଆସନ୍ତୁ ଜାଣିବା ପୂରା ଘଟଣା କ’ଣ…
ନୀତା ଓ ମୁକେଶଙ୍କ ବିବାହ କଥା ଜାଣିଲେ ଆପଣଙ୍କୁ ନିଶ୍ଚୟ କିଛି ଅଲଗା ଲାଗିବ । ଆଉ ଭାବିବେ ସେତେବେଳ ସମୟରେ ସତରେ କ’ଣ ଏମିତି ଥିଲା ପ୍ରେମ । ୧୯୮୫ ମସିହାରେ ଉଭୟ ବିବାହ କରିଥିଲେ ।
ଆପଣ ବି ପ୍ରେମ କରିଥିବେ ଆଉ ପ୍ରେମିକାକୁ ପ୍ରେମଭରା ଚିଠିଟିଏ ଲେଖିଥିବେ । କିନ୍ତୁ ଏମିତି ଚିଠିଟିଏ ଆଗରୁ କେବେ ଦେଖିନଥିବେ।