/odishatv-khabar/media/media_files/2026/01/22/piyush-tripathy-2026-01-22-17-28-29.jpg)
Piyush Tripathy Photograph: (OTV)
ଯାତ୍ରା ଅଭିନେତା ପିୟୂଷ ତ୍ରିପାଠୀ ଓ ଅଭିନେତ୍ରୀ ରାଣୀ ପଣ୍ଡା କଥା କଟାକଟି। ଆଜିକାଲି ଯିଏ ଯେତେ ବିବାଦୀୟ ହେଉଛି ତାର କ୍ରେଜ୍ ସେତେ ବଢ଼ୁଛି। ଏଭଳି କହିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ପୀୟୂଷ ହେଉଛି ସାଇଲେଣ୍ଟ ଆକ୍ଟର।
ମୁରୁକି ମୁରୁକି ହସି ଦର୍ଶକଙ୍କୁ ଫସାଉଛନ୍ତି
କଥା କମ୍ କହୁଛନ୍ତି। ମୁରୁକି ମୁରୁକି ହସୁଛନ୍ତି। ଦର୍ଶକଙ୍କୁ ଫସାଉଛନ୍ତି। ଏବେ ବିବାଦ ପାଇଁ ଦର୍ଶକଙ୍କ ନିକଟରେ ପୀୟୂଷଙ୍କର କ୍ରେଜ୍ ବଢ଼ିଛି ବୋଲି କହିଛନ୍ତି ରାଣୀ ପଣ୍ଡା। ଆଗକୁ ଆସୁଛି ଖଣ୍ଡଗିରି ଯାତ୍ରା, ସେଇଠି ହିଁ ଭେଟ ହେବ କ୍ରେଜ ଜଣାପଡିବ ବୋଲି କହିଛନ୍ତି ରାଣୀ।
ସେପଟେ ପ୍ରତିକ୍ରିୟା ରଖିଛନ୍ତିି ପୀୟୂଷ। କିଏ କଣ କହୁଛି ମୋର ସେଥିରେ କିଛି ଯାଏ ଆସେ ନାହିଁ। ଏଠି ଭଗବାନଙ୍କ ଇଚ୍ଛାରେ ସବୁ ଚାଲିଛି। ଭଗବାନ ଯାହା ଚାହିଁବେ ସେଇଆ ହେବ। ଯାଜପୁର ଜିଲ୍ଲା ବିଞ୍ଝାରପୁରର ବରୁଣେଶ୍ୱର ମେଳାରେ ଦୁଇ ଯାତ୍ରା କଳାକାରଙ୍କୁ ଦେଖିବାକୁ ମିଳିଛି।
ପୀୟୁଷ ତ୍ରିପାଠୀ ଓ ରାଣୀ ପଣ୍ଡା କଥା କଟାକଟି
"ଯିଏ ବିବାଦୀୟ ହେଉଛି ତାର କ୍ରେଜ୍ ବଢ଼ୁଛି'
ପୀୟୂଷ ହେଉଛି ସାଇଲେଣ୍ଟ ଆକ୍ଟର: ରାଣୀ ପଣ୍ଡା
କିଏ କଣ କହୁଛି ମୋର କିଛି ଯାଆ ଆସେ ନାହିଁ: ପୀୟୂଷ
'ଏଠି ଭଗବାନଙ୍କ ଇଚ୍ଛାରେ ସବୁ ଚାଲିଛି'
Arabind vs BJD: ବିଜେଡିକୁ ଖୋଲା ଚାଲେଞ୍ଜ କଲେ ଅରବିନ୍ଦ, କହିଲେ ଗଣମାଧ୍ୟମ ସାମ୍ନାରେ ଖୋଲା ବିତର୍କକୁ ଆସ

Water Scarcity Triggers Public Outrage: ପାଣି ପାଇଁ ଲୋକଙ୍କ ରାସ୍ତାରୋକ, ବୁଝାସୁଝା ପାଇଁ ଆସିଥିବା ଜେଇଙ୍କୁ ଅଟକ ରଖିଛନ୍ତି ଲୋକେ

Bribery Bust: ଭିଜିଲାନ୍ସ ଜାଲରେ RI, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଟିମ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)