ୱେବସାଇଟରେ ‘ବିରକ୍ତିକର ବସ୍’, ‘ଅଦରକାରୀ ଚାକିରି’ ଏବଂ ‘ଘୃଣ୍ୟ ସହକର୍ମୀ’ ତାଲିକାଭୁକ୍ତ ହୋଇଛନ୍ତି। ଏଥିପାଇଁ ୪ ରୁ ୯ଲକ୍ଷ ଟଙ୍କା ରଖାଯାଇଛି। ଜଣେ ୟୁଜର କହିଛନ୍ତି ଯେ ସେ ତାଙ୍କ ଚାକିରୀକୁ ୯୦ହଜାର ଟଙ୍କାରେ ବିକ୍ରି କରୁଛନ୍ତି।
ବ୍ୟାଙ୍କରେ ଚାକିରି କରିବାକୁ ଇଛା ଓ ଜରୁରୀ ଯୋଗ୍ୟତା ଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। UCO ବ୍ୟାଙ୍କ ଏହି ସୁଯୋଗ ନେଇଆସିଛି। ଏନେଇ UCO ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଜାଣନ୍ତୁ ଓଡ଼ିଶାରେ କେତେ ପଦବୀ ପୂରଣ ହେବ।
ଦ୍ୱାଦଶ ପରେ ଅନେକ କ୍ୟାରିୟର ବିକଳ୍ପ ଅଛି। ଆପଣ ଚାହିଁଲେ ଟ୍ରାଡିସନାଲ୍ କ୍ୟାରିୟର ବିକଳ୍ପ ବଦଳରେ ଟ୍ରେଣ୍ଡିଂ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ତେବେ ଆସନ୍ତୁ ଏମିତି ୫ଟି ପାଠ୍ୟକ୍ରମ ବିଷୟରେ ଜାଣିବା ଯେଉଁଥିରେ ଆଡମିଶନ ନେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଷ୍ଟ୍ରିମ୍ର ଆବଶ୍ୟକତା ନାହିଁ।