Advertisment

CISF Head Constable Recruitment 2025: ଆପଣ ଦ୍ୱାଦଶ ପାସ୍ କରିଛନ୍ତି କି… ମିଳିପାରେ ସରକାରୀ ଚାକିରି

CISFରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
CISF Head Constable Recruitment 2025

CISF Head Constable Recruitment 2025

ଆପଣ ଯଦି କୌଣସି ସରକାରୀ ଚାକିରି କରିବାରେ ଲକ୍ଷ୍ୟରେ ଅଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (CISF) ଏହି ସୁଯୋଗ ନେଇଆସିଛି। ଏନେଇ CISF ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ହେଡ୍ କନେଷ୍ଟବଳ ଡ୍ରାଇଭର ପଦବୀ ପୂରଣ ହେବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୪୦୩ ପଦବୀ ପୂରଣ ହେବ। ଦ୍ୱାଦଶ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ CISFର ଅଫିସିଆଲ୍ ୱେବ୍‌ସାଇଟ୍‌ cisfrectt.cisf.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ CISF Head Constable Recruitment 2025 apply for 2600 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: SBIରେ ପୂରଣ ହେବ ୨୬ ଶହ ଅଫିସର ପଦବୀ; ଓଡ଼ିଶାରେ ଏତେ ପୋଷ୍ଟ୍ ଖାଲି

​ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୮ ମେ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୬ ଜୁନ୍ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ପୁରୁଷ – ୨୦୪ଟି ପୋଷ୍ଟ୍‌
  • ମହିଳା – ୧୯୯ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଯେକୌଣସି ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍
  • କ୍ରୀଡା ଏବଂ ଆଥ୍‌ଲେଟିକ୍ସରେ ରାଜ୍ୟ/ଜାତୀୟ/ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବାର ଅଭିଜ୍ଞତା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ବର୍ଷ
  • ସର୍ବାଧିକ ବୟସ – ୨୩ ବର୍ଷ
  • ବୟସ ଗଣନା ୦୧ ଅଗଷ୍ଟ ୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୨୫,୫୦୦ ଟଙ୍କା
  • ସର୍ବାଧିକ ଦରମା – ୮୧,୧୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୧୦୦ଟଙ୍କା
  • SC/ST/PwBD/ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଟ୍ରାଏଲ୍ ଟେଷ୍ଟ୍
  • ଦକ୍ଷତା ପରୀକ୍ଷା
  • ଶାରିରୀକ ମାନକ ପରୀକ୍ଷା(PET)
  • ମେଡିକାଲ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି; ମାସକୁ ଦରମା ୧ ଲକ୍ଷରୁ ଅଧିକ

Govt Jobs Job Search Job Seekers CISF Jobs CISF Job Opportunities
Advertisment
Related Articles
Advertisment