ଭେଟେରାନ ରୋହିତ ଶର୍ମା ଅର୍ଜୁନଙ୍କୁ କ୍ୟାପ୍ ପିନ୍ଧାଇ ମୁମ୍ବାଇ ଚୂଡାନ୍ତ ଏକାଦଶକୁ ସ୍ୱାଗତ କରିଥିଲେ । ବହୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ସହିତ ଅର୍ଜୁନ ଯୋଡ଼ି ହୋଇରହିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା ।
କୋଲକାତା ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ କେକେଆର୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ ।
କ୍ରିକେଟ୍ ମ୍ୟାଚ୍ରେ ଅମ୍ପାୟାରଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଅମ୍ପାୟାରଙ୍କ ନିଷ୍ପତ୍ତିରେ ମ୍ୟାଚ୍ର ଦିଗ ପରିବର୍ତ୍ତନ ହୋଇଥାଏ । ଖେଳାଳିଙ୍କ ଭଳି ଅମ୍ପାୟାର ମଧ୍ୟ ପ୍ରତି ସିଜିନ୍ରେ ଦରମା ପାଆନ୍ତି । ଆପଣ ଜାଣିଛନ୍ତି କି ଜଣେ ଅମ୍ପାୟାର ଗୋଟିଏ ସିଜିନ୍ରେ କେତେ ଟଙ୍କା ପାଆନ୍ତି ? ଜାଣନ୍ତୁ..
ମହେନ୍ଦ୍ର ସିଂ ଧୋନି ଆଜି ଚେନ୍ନାଇ ସୁପରକିଙ୍ଗ୍ସର କ୍ୟାପ୍ଟେନ୍ ଭାବେ ୨୦୦ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ।
ଲଗାତାର ୨ଟି ମ୍ୟାଚ୍ରେ ପରାଜିତ ହେବା ପରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟର ସ୍ୱାଦ ଚାଖିଛି। ତେବେ ଏହି ମ୍ୟାଚ୍ରେ ଅନେକ ଟ୍ୱିଷ୍ଟ୍ ଓ ମୋଡ଼ ଦେଖିବାକୁ ମିଳିଥିଲା।
ଶେଷ ବଲ୍ରେ ହେଲା ମ୍ୟାଚ୍ର ଫଇସଲା। ଗତକାଲି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ, ରୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୧ ୱିକେଟରେ ପରାସ୍ତ କରିଛି ।
ସୋସିଆଲ୍ ମିଡିଆ ସେନ୍ସେସନ୍ ପାଲଟିଯାଇଛନ୍ତି କୋଲକାତା ନାଇଟ ରାଇଡର୍ସର ବାମହାତୀ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ । କାଲିର ମ୍ୟାଚ୍ ପରେ ଡ୍ରେସିଂ ରୁମରୁ ନେଇ ଡ୍ରଇଂରୁମ ପର୍ଯ୍ୟନ୍ତ ସବୁଠି ରିଙ୍କୁଙ୍କ ଚର୍ଚ୍ଚା । ରିଙ୍କୁଙ୍କୁ ଏହି ସଫଳତା ରାତାରାତି ମିଳିନାହିଁ । ବରଂ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଜାଣନ୍ତୁ..
ଗତକାଲି ଗୁଜୁରାଟ ଟାଇଟନ୍ସ ଓ କୋଲାକାତା ନାଇଟ ରାଇଡର୍ସ ମଧ୍ୟରେ ରୋମାଂଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେଲା ଧୂଆଁଧାର ଛକା ବର୍ଷା । ଶେଷ ଓଭରରେ ୫ ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ ଦମଦାର ବିଜୟ ଭେଟି ଦେଇଛନ୍ତି ଯୁବ କ୍ରିକେଟର୍ ରିଙ୍କୁ ସିଂ ।
ଫଟାଫଟ କ୍ରିକେଟ୍ର ମହାସମରରେ ଦୁଇଟି ହାଇଭୋଲଟେଜ୍ ମୁକାବିଲା ହେବାକୁ ଯାଉଛି ।
ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଆସିଛି ଖରାପ ଖବର ।
ଶାହରୁଖ୍ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ନିଜର ଭଲ ପାଇବା ଅଜାଡ଼ିଦେବା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଛି ।
ସେ ପଡିଆ ହେଉ କି ଷ୍ଟେଜ୍ କିଙ୍ଗ୍ ଖାନ୍ଙ୍କ ଷ୍ଟାଇଲ୍ ସମସ୍ତଙ୍କୁ ଫିଦା କରିଦେଉଥିବା ଦେଖାଯାଏ। ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ବିରାଟ୍ କୋହଲିଙ୍କ ପ୍ରତି ଶାହରୁଖଙ୍କ ଅନାବିଳ ପ୍ରେମ।
"ଯଦି ରିଷଭ ପନ୍ତ ସୁସ୍ଥ ଅନୁଭବ କରନ୍ତି ଓ ଦିଲ୍ଲୀ କ୍ୟାପିଟାଲ୍ସ ଅନୁମତି ପ୍ରଦାନ କରେ ତେବେ ଆମେ ତାଙ୍କୁ ପଡ଼ିଆକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଆମେ ତାଙ୍କର ସମସ୍ତ ପ୍ରକାର ଦାୟିତ୍ୱ ନେବୁ । ତାଙ୍କୁ ଘର ଆଣିବା ଠାରୁ ପୁଣି ଘରେ ଛାଡ଼ିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବୁ ।" ଏହା କହିଛନ୍ତି DDCA ନିର୍ଦ୍ଦେଶକ ।
ଚର୍ଚ୍ଚାରେ ଜମ୍ମୁ ଏକ୍ସପ୍ରେସ ଉମ୍ରାନ୍ ମଲ୍ଲିକ । ଧରାଶାୟୀ ହେଲେ ପାଡିକଲ୍। ଭାବିବାକୁ ସମୟ ମଧ୍ୟ ଦେଲେନି ଯେ ସେ ଫ୍ରଣ୍ଟଫୁଟ୍ରେ ଖେଳିବେ ନା ବ୍ୟାକ୍ ଫୁଟ୍ରେ ଖେଳିବେ ।
ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବ୍ୟାଟର ବିରାଟ କୋହଲି ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଭାରତୀୟ ବ୍ୟାଟର ଭାବେ ଇଣ୍ଡିଆନ ପ୍ରିମିୟର ଲିଗରେ ୫୦ ଥର ୫୦ ବା ଏହାଠାରୁ ଅଧିକ ରନ୍ର ଇଂନିସ ଖେଳିବାରେ ରେକର୍ଡ କରିଛନ୍ତି ବିରାଟ ।
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ର ୧୬ତମ ସଂସ୍କରଣରେ କିଏ ଜିତିବ ମୁକୁଟ? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା । ଗୁଜରାଟ ଟାଇଟନ୍ସର ମୁକୁଟ ବଜାୟ ରଖିପାରିବେ କି ହାର୍ଦ୍ଦିକ ପାଣ୍ଡ୍ୟା? ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରି ଥର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ମିଳିପାରିବ କି ସଫଳତା? ନା ଟୁର୍ଣ୍ଣାମେଣ୍ଟକୁ ଏଥର ମିଳିବ ନୂଆ ଚାମ୍ପିଅନ୍?
ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଯାଇଛି ଆଇପିଏଲ୍ ୨୦୨୩ ମହାସମର । ଏହି ସମୟରେ ବଲିଉଡ୍ ଗାୟକ ଅରିଜିତ ସିଂ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଉଦ୍ଘାଟନୀ ସମାରୋହରେ ଷ୍ଟେଜ୍ ଉପରେ ଧମାଲ ମଚାଇଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ତମନ୍ନା ଭାଟିଆ... ଅରିଜିତ୍ଙ୍କ ଗୀତରେ ଝୁମିଲେ ଦର୍ଶକ
ଆଇପିଏଲର ଚଳିତ ସିଜିନରେ ୧୦ଟି ଟିମ୍ ଭାଗ ନେଉଛନ୍ତି । ଆଜିର ପ୍ରଥମ ମ୍ୟାଚ ପୂର୍ବରୁ ରଂଗାରଂଗ ଉଦଘାଟନୀ ସମାରୋହ ଦେଖିବାକୁ ମିଳିବ ।
ମାର୍ଚ୍ଚ ୩୧ରେ ଆଇପିଏଲ୍ ୨୦୨୩ ସଂସ୍କରଣ ଆରମ୍ଭ ହେଉଥିବା ବେଳେ କେକେଆର୍ କ୍ୟାପ୍ଟେନ୍ସିପ୍କୁ ଦ୍ୱନ୍ଦ୍ୱ ଦେଖାଯାଉଥିବା ବେଳେ ତାହାକୁ ସ୍ପଷ୍ଟ କରିଛନ୍ତି ଟିମ୍ର ହେଡ୍ କୋଚ୍ ଚନ୍ଦ୍ରକାନ୍ତ ପଣ୍ତିତ ।
ସମସ୍ତ ଟିମ ନିଜ ଘରୋଇ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍ ଖେଳିବେ ଓ ଲିଗ ପର୍ଯ୍ୟାୟରେ ସମାନ ସଂଖ୍ୟକ ମ୍ୟାଚ୍ ବାହାରେ ମଧ୍ୟ ଖେଳିବେ ।
କରନଙ୍କ ପାଇଁ ନିଲାମୀ ମୈଦାନକୁ ଏଣ୍ଟ୍ରୀ କରିଥିଲା ଚେନ୍ନାଇ ସୁପରକିଙ୍ଗ୍ସ କିନ୍ତୁ...
ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଥିବା ନେଇ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି ।