• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ipl 2023

Arjun Tendulkar
ଅପେକ୍ଷାର ଅନ୍ତ; IPLରେ ପୁଣି ତେନ୍ଦୁଲକର

ଭେଟେରାନ ରୋହିତ ଶର୍ମା ଅର୍ଜୁନଙ୍କୁ କ୍ୟାପ୍ ପିନ୍ଧାଇ ମୁମ୍ବାଇ ଚୂଡାନ୍ତ ଏକାଦଶକୁ ସ୍ୱାଗତ କରିଥିଲେ । ବହୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ସହିତ ଅର୍ଜୁନ ଯୋଡ଼ି ହୋଇରହିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା ।

Kolkata Knight Riders, Sunrisers Hyderabad
IPL 2023: ଆଜି ମୁହାଁମୁହିଁ ହେବେ କେକେଆର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ

କୋଲକାତା ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ କେକେଆର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ।

Umpires Salary
ଆଇପିଏଲ୍‌ରେ ମୋଟା ଅଙ୍କର ଦରମା ନିଅନ୍ତି ଅମ୍ପାୟାର୍‌, ଜାଣିଲେ ହୋସ୍‌ ଉଡ଼ିଯିବ..

କ୍ରିକେଟ୍‌ ମ୍ୟାଚ୍‌ରେ ଅମ୍ପାୟାରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଅମ୍ପାୟାରଙ୍କ ନିଷ୍ପତ୍ତିରେ ମ୍ୟାଚ୍‌ର ଦିଗ ପରିବର୍ତ୍ତନ ହୋଇଥାଏ । ଖେଳାଳିଙ୍କ ଭଳି ଅମ୍ପାୟାର ମଧ୍ୟ ପ୍ରତି ସିଜିନ୍‌ରେ ଦରମା ପାଆନ୍ତି । ଆପଣ ଜାଣିଛନ୍ତି କି ଜଣେ ଅମ୍ପାୟାର ଗୋଟିଏ ସିଜିନ୍‌ରେ କେତେ ଟଙ୍କା ପାଆନ୍ତି ? ଜାଣନ୍ତୁ..

Mahendra Singh Dhoni
ଚେନ୍ନାଇର କ୍ୟାପ୍‌ଟେନ୍‌ ଭାବେ ଆଜି ୨୦୦ତମ ମ୍ୟାଚ୍‌ ଖେଳିବେ ମାହି

ମହେନ୍ଦ୍ର ସିଂ ଧୋନି ଆଜି ଚେନ୍ନାଇ ସୁପରକିଙ୍ଗ୍ସର କ୍ୟାପ୍‌ଟେନ୍‌ ଭାବେ ୨୦୦ତମ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ।

Suryakumar Yadav Hit Above Eye While Attempting Catch
କ୍ୟାଚ୍‌ ଧରୁଥିଲେ ସୂର୍ଯ୍ୟକୁମାର, ସିଧା ଯାଇ ଆଖିରେ ବାଜିଲା ବଲ୍‌...

ଲଗାତାର ୨ଟି ମ୍ୟାଚ୍‌ରେ ପରାଜିତ ହେବା ପରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟର ସ୍ୱାଦ ଚାଖିଛି। ତେବେ ଏହି ମ୍ୟାଚ୍‌ରେ ଅନେକ ଟ୍ୱିଷ୍ଟ୍ ଓ ମୋଡ଼ ଦେଖିବାକୁ ମିଳିଥିଲା।

RCB vs LSG IPL 2023 Lucknow clinch thriller by 1 wicket
ଆଇପିଏଲ୍‌ରେ ପୁଣି ରୋମାଞ୍ଚକର ମ୍ୟାଚ୍‌: ଶେଷ ବଲ୍‌ରେ ହେଲା ମ୍ୟାଚ୍‌ର ଫଇସଲା

ଶେଷ ବଲ୍‌ରେ ହେଲା ମ୍ୟାଚ୍‌ର ଫଇସଲା। ଗତକାଲି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ, ରୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୧ ୱିକେଟରେ ପରାସ୍ତ କରିଛି ।

Rinku Singh
ବାପା ବୋହୁଛନ୍ତି ସିଲିଣ୍ତର; ରାତାରାତି ପୁଅ ପାଲଟିଗଲା ହିରୋ

ସୋସିଆଲ୍‌ ମିଡିଆ ସେନ୍‌ସେସନ୍‌ ପାଲଟିଯାଇଛନ୍ତି କୋଲକାତା ନାଇଟ ରାଇଡର୍ସର ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ । କାଲିର ମ୍ୟାଚ୍ ପରେ ଡ୍ରେସିଂ ରୁମରୁ ନେଇ ଡ୍ରଇଂରୁମ ପର୍ଯ୍ୟନ୍ତ ସବୁଠି ରିଙ୍କୁଙ୍କ ଚର୍ଚ୍ଚା । ରିଙ୍କୁଙ୍କୁ ଏହି ସଫଳତା ରାତାରାତି ମିଳିନାହିଁ । ବରଂ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଜାଣନ୍ତୁ..

Rinku Singh
ଗୁଜରାଟ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇନେଲେ ରିଙ୍କୁ ସିଂ; ଶେଷ ଓଭର୍‌ରେ ମାରିଲେ ୫ଟି ଛକା

ଗତକାଲି ଗୁଜୁରାଟ ଟାଇଟନ୍ସ ଓ କୋଲାକାତା ନାଇଟ ରାଇଡର୍ସ ମଧ୍ୟରେ ରୋମାଂଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେଲା ଧୂଆଁଧାର ଛକା ବର୍ଷା । ଶେଷ ଓଭରରେ ୫ ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ ଦମଦାର ବିଜୟ ଭେଟି ଦେଇଛନ୍ତି ଯୁବ କ୍ରିକେଟର୍‌ ରିଙ୍କୁ ସିଂ ।

IPL 2023
ସୁପରସଣ୍ତେରେ ସୁପର ମୁକାବିଲା; କିଏ ମାରିବ ବାଜି, କିଏ କରିବ ପଏଣ୍ଟ ଟେବୁଲ୍‌ରେ ରାଜ୍‌ ?

ଫଟାଫଟ କ୍ରିକେଟ୍‌ର ମହାସମରରେ ଦୁଇଟି ହାଇଭୋଲଟେଜ୍ ମୁକାବିଲା ହେବାକୁ ଯାଉଛି ।

Chennai Super Kings
ମ୍ୟାଚ୍‌ ପୂର୍ବରୁ ବଡ଼ ଝଟକା; ଫିଲ୍ଡକୁ ଓହ୍ଲାଇ ନପାରନ୍ତି CSK ର ଏହି ଷ୍ଟାର ଅଲରାଉଣ୍ତର

ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦଳ ପାଇଁ ଆସିଛି ଖରାପ ଖବର ।

Shahrukh Khan
ଦିବ୍ୟାଙ୍ଗ ଫ୍ୟାନ୍‌ଙ୍କ ପାଇଁ ପାଗଳ ଶାହାରୁଖ୍‌; କିସ୍‌ କଲେ, ହାତରେ ଲକ୍ଷେ ଟଙ୍କା ଦେଇଗଲେ

ଶାହରୁଖ୍‌ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ନିଜର ଭଲ ପାଇବା ଅଜାଡ଼ିଦେବା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛି ।

Shah rukh khan shows love to rcb captain virat kohli
ମ୍ୟାଚ୍ ଜିତିଲା KKR, ହୃଦୟ ଜିତିଲେ SRK; ଭାଇରାଲ୍‌ ହେଲା ଭିଡିଓ

ସେ ପଡିଆ ହେଉ କି ଷ୍ଟେଜ୍ କିଙ୍ଗ୍‌ ଖାନ୍‌ଙ୍କ ଷ୍ଟାଇଲ୍ ସମସ୍ତଙ୍କୁ ଫିଦା କରିଦେଉଥିବା ଦେଖାଯାଏ। ସେମିତି ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ବିରାଟ୍ କୋହଲିଙ୍କ ପ୍ରତି ଶାହରୁଖଙ୍କ ଅନାବିଳ ପ୍ରେମ।

Rishab Pant
କେମିତି ଅଛନ୍ତି ରିଷଭ ପନ୍ତ ? ଦୁର୍ଘଟଣା ପରେ ପ୍ରଥମ ଥର ଷ୍ଟାଡିୟମକୁ ଆସିବେ

"ଯଦି ରିଷଭ ପନ୍ତ ସୁସ୍ଥ ଅନୁଭବ କରନ୍ତି ଓ ଦିଲ୍ଲୀ କ୍ୟାପିଟାଲ୍ସ ଅନୁମତି ପ୍ରଦାନ କରେ ତେବେ ଆମେ ତାଙ୍କୁ ପଡ଼ିଆକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଆମେ ତାଙ୍କର ସମସ୍ତ ପ୍ରକାର ଦାୟିତ୍ୱ ନେବୁ । ତାଙ୍କୁ ଘର ଆଣିବା ଠାରୁ ପୁଣି ଘରେ ଛାଡ଼ିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବୁ ।" ଏହା କହିଛନ୍ତି DDCA ନିର୍ଦ୍ଦେଶକ ।

Umran Malik
ପୁଣି ଚମକିଲେ ଜମ୍ମୁ ଏକ୍ସପ୍ରେସ୍‌; ତୋଫାନ ଭଳି ଉଡ଼ାଇନେଲେ ପାଡିକଲ୍‌ଙ୍କ ୱିକେଟ୍‌

ଚର୍ଚ୍ଚାରେ ଜମ୍ମୁ ଏକ୍ସପ୍ରେସ ଉମ୍ରାନ୍‌ ମଲ୍ଲିକ । ଧରାଶାୟୀ ହେଲେ ପାଡିକଲ୍‌। ଭାବିବାକୁ ସମୟ ମଧ୍ୟ ଦେଲେନି ଯେ ସେ ଫ୍ରଣ୍ଟଫୁଟ୍‌ରେ ଖେଳିବେ ନା ବ୍ୟାକ୍‌ ଫୁଟ୍‌ରେ ଖେଳିବେ ।

IPL 2023: Virat Kohli becomes first Indian to register half-century of fifties
IPL 2023: କୋହଲିଙ୍କ ‘ବିରାଟ’ ରେକର୍ଡ

ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବ୍ୟାଟର ବିରାଟ କୋହଲି ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଭାରତୀୟ ବ୍ୟାଟର ଭାବେ ଇଣ୍ଡିଆନ ପ୍ରିମିୟର ଲିଗରେ ୫୦ ଥର ୫୦ ବା ଏହାଠାରୁ ଅଧିକ ରନ୍‌ର ଇଂନିସ ଖେଳିବାରେ ରେକର୍ଡ କରିଛନ୍ତି ବିରାଟ ।

Can Gujarat Titans retain the IPL crown
ଆଇପିଏଲ୍ ମୁକୁଟ ବଜାୟ ରଖିପାରିବ କି ଗୁଜରାଟ ଟାଇଟନ୍ସ

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ର ୧୬ତମ ସଂସ୍କରଣରେ କିଏ ଜିତିବ ମୁକୁଟ? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା । ଗୁଜରାଟ ଟାଇଟନ୍ସର ମୁକୁଟ ବଜାୟ ରଖିପାରିବେ କି ହାର୍ଦ୍ଦିକ ପାଣ୍ଡ୍ୟା? ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରି ଥର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ମିଳିପାରିବ କି ସଫଳତା? ନା ଟୁର୍ଣ୍ଣାମେଣ୍ଟକୁ ଏଥର ମିଳିବ ନୂଆ ଚାମ୍ପିଅନ୍?

Arijit Singh touches MS Dhoni's feet during IPL
ଆଇପିଏଲ୍‌ ମଞ୍ଚରେ କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପାଦ ଛୁଇଁଲେ ଅରିଜିତ୍‌ ସିଂ, ଭାଇରାଲ ହେଲା ଫଟୋ

ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଯାଇଛି ଆଇପିଏଲ୍‌ ୨୦୨୩ ମହାସମର । ଏହି ସମୟରେ ବଲିଉଡ୍‌ ଗାୟକ ଅରିଜିତ ସିଂ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

IPL ମହାସମର
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା IPL ମହାସମର

ଉଦ୍‌ଘାଟନୀ ସମାରୋହରେ ଷ୍ଟେଜ୍‌ ଉପରେ ଧମାଲ ମଚାଇଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ତମନ୍ନା ଭାଟିଆ... ଅରିଜିତ୍‌ଙ୍କ ଗୀତରେ ଝୁମିଲେ ଦର୍ଶକ

CSK Vs GT
ଆଜିଠୁ ଫଟାଫଟ୍‌ କ୍ରିକେଟ୍‌ର ମହାସମର; ମୁହାଁମୁହିଁ ହେବେ CSK ଓ GT

ଆଇପିଏଲର ଚଳିତ ସିଜିନରେ ୧୦ଟି ଟିମ୍ ଭାଗ ନେଉଛନ୍ତି । ଆଜିର ପ୍ରଥମ ମ୍ୟାଚ ପୂର୍ବରୁ ରଂଗାରଂଗ ଉଦଘାଟନୀ ସମାରୋହ ଦେଖିବାକୁ ମିଳିବ ।

Nitish Rana
IPL 2023: କେକେଆର୍‌ ଦଳର ନୂଆ ମଙ୍ଗୁଆଳ ନୀତିଶ ରାଣା

ମାର୍ଚ୍ଚ ୩୧ରେ ଆଇପିଏଲ୍‌ ୨୦୨୩ ସଂସ୍କରଣ ଆରମ୍ଭ ହେଉଥିବା ବେଳେ କେକେଆର୍‌ କ୍ୟାପ୍ଟେନ୍‌ସିପ୍‌କୁ ଦ୍ୱନ୍ଦ୍ୱ ଦେଖାଯାଉଥିବା ବେଳେ ତାହାକୁ ସ୍ପଷ୍ଟ କରିଛନ୍ତି ଟିମ୍‌ର ହେଡ୍‌ କୋଚ୍‌ ଚନ୍ଦ୍ରକାନ୍ତ ପଣ୍ତିତ ।

TATA IPL 2023
IPL 2023 ! ଜାଣନ୍ତୁ ସମ୍ପୂର୍ଣ୍ଣ ମ୍ୟାଚ୍‌ ସୂଚୀ, କେଉଁ ଦିନ କିଏ ଖେଳିବ...

ସମସ୍ତ ଟିମ ନିଜ ଘରୋଇ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍ ଖେଳିବେ ଓ ଲିଗ ପର୍ଯ୍ୟାୟରେ ସମାନ ସଂଖ୍ୟକ ମ୍ୟାଚ୍ ବାହାରେ ମଧ୍ୟ ଖେଳିବେ ।

Sam Curran becomes the most expensive player
IPL ନିଲାମୀ: ସାମ କରନ୍ ସବୁଠୁ ମହଙ୍ଗା ଖେଳାଳି

କରନଙ୍କ ପାଇଁ ନିଲାମୀ ମୈଦାନକୁ ଏଣ୍ଟ୍ରୀ କରିଥିଲା ଚେନ୍ନାଇ ସୁପରକିଙ୍ଗ୍ସ କିନ୍ତୁ...

who will break chris morris record in ipl 2023 auction
ଆଜି IPL ନିଲାମ: କିଏ ଭାଙ୍ଗିବେ କ୍ରିସ୍ ମୋରିସ୍‌ଙ୍କ ରେକର୍ଡ ?

ଏଥର ଆଇପିଏଲ୍‌ ଅକ୍ସନରେ କେଉଁ ଟିମ୍‌ ଦେଖାଇବ ଦମ୍?

Mark Boucher
ମାର୍କ ବାଉଚର୍‌ ମୁମ୍ବାଇ ଇଣ୍ତିଆନ୍ସର ହେଡ୍‌ କୋଚ୍‌

ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଥିବା ନେଇ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି ।