• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ipl 2023

MS Dhoni Engages In War Of Words With Jadeja
ମ୍ୟାଚ୍‌ ପରେ ଟେନ୍‌ସନ୍‌ରେ ଧୋନି-ଜାଡେଜା ! ସାମ୍ନାକୁ ଆସିଲା କଥା କଟାକଟିର ଭିଡିଓ...

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, କୌଣସି କଥାକୁ ନେଇ ଉଭୟ ଧୋନି ଓ ଜାଡେଜାଙ୍କ ମଧ୍ୟରେ କଥା କଟାକଟି ହେଉଛି। ମ୍ୟାଚ୍‌ ସରିବା ପରେ ଉଭୟ ଫେରୁଥିବା ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।

Mohammed Siraj
ବିରାଟଙ୍କୁ ହାଇଦ୍ରାବାଦୀ ବିରିୟାନୀ ଖୁଆଇଲେ ସିରାଜ

ସିରାଜ ହାଇଦ୍ରାବାଦ୍‌ରେ ନିଜର ଏକ ନୂଆ ଘର କିଣିଥିବା ବେଳେ ଟିମ୍‌ ସଦସ୍ୟମାନଙ୍କୁ ରାତ୍ର ଭୋଜନ ପାଇଁ ନିଜ ଘରକୁ ନିମନ୍ତ୍ରଣ କରିଥଲେ।

Mohsin Khan
‘ମୋ ବାପା ICU ରେ ଥିଲେ, ତାଙ୍କ ପାଇଁ ମୁଁ IPL ଖେଳୁଛି’

ମୁମ୍ବାଇର ବିଜୟ ଅଭିଯାନରେ ରୋକ୍‌ ଲଗାଇଛନ୍ତି ମୋହଜିନ୍‌ ଖାନ୍‌ । ମ୍ୟାଚ୍‌ର ଶେଷରେ ଭାବବିହ୍ଵଳ ହେଲେ ଗତକାଲି ମ୍ୟାଚ୍‌ର ଷ୍ଟାର୍‌ ତାରକା ମୋହଜିନ୍‌ ଖାନ୍‌, କହିଲେ..ଏହି ମ୍ୟାଚ୍‌ ମୋ ବାପାଙ୍କୁ ସମର୍ପିତ ।

GT vs SRH IPL 2023 Match
ଭଙ୍ଗା ହାତରେ ନାଚିଲେ ଚିୟରଗର୍ଲ; ବିସିସିଆଇ ଉପରକୁ ଉଠିଲା ପ୍ରଶ୍ନ

ସୋମବାର ଅର୍ଥାତ୍ ଗତକାଲି ଗୁଜୁରାଟ ଟାଇଟାନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଥିଲା । ସେଠାରେ ଜଣେ ଚିୟରଗର୍ଲ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା ।

Gujarat Titans
IPL 2023: ହାଇଦ୍ରାବାଦ୍‌କୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି ମାରିଲା ଗୁଜରାଟ ଟାଇଟନ୍ସ

ଗତବର୍ଷର ଚାମ୍ପିୟନ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରେ ପ୍ରବେଶ କରିଛି ।

Mahendra Singh Dhoni
ଧୋନିଙ୍କ ଅଟୋଗ୍ରାଫ୍‌ ପାଇଁ ଛାତି ଦେଖାଇଦେଲେ ଲିଟିଲ୍‌ ମାଷ୍ଟର୍‌

ଏବେବି କମୁନି ଧୋନି କ୍ରେଜ୍‌ । ମାହିଙ୍କ ଅଟୋଗ୍ରାଫ୍‌ ପାଇଁ ଧାଡି ଲଗାନ୍ତି ଲକ୍ଷାଧିକ ଫ୍ୟାନ୍ସ । ଏହି ଧାଡ଼ିରେ ସାମିଲ ହୋଇଛନ୍ତି ଜଣେ କ୍ରିକେଟ୍‌ କିମ୍ବଦନ୍ତୀ । ଜାଣନ୍ତୁ ସେ କିଏ ?

Delhi Capitals
IPL Playoffs 2023: ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ରେସ୍‌ରୁ ବାଦ୍‌ ପଡ଼ିଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ୍‌ର ଚଳିତ ସଂସ୍କରଣରେ ୧୨ଟି ମ୍ୟାଚ୍‌ରୁ ୮ଟିରେ ପରାଜୟ ପରେ ପ୍ଲେ ଅଫ୍‌ରୁ ବାଦ ପଡ଼ିଛି ଦିଲ୍ଲୀ କ୍ୟାପିଟାଲ୍ସ ।

IPL 2023
ଲକ୍ଷ୍ନୌ-ହାଇଦ୍ରାବାଦ୍‌ ମ୍ୟାଚ୍‌ରେ କୋହଲି..କୋହଲି..ନାରା, ହେଲେ କାହିଁକି ?

ଏବେବି ଥମିନି ବିରାଟ-ଗମ୍ଭୀର ବିବାଦ । ପଡ଼ିଆରେ ଦୁହିଁଙ୍କ ମଧ୍ୟରେ ତୁତୁ ମେଁ ମେଁ ଚାଲିଥିବା ବେଳେ ବିରାଟଙ୍କ ଫ୍ୟାନ୍ସ ମଧ୍ୟ ଗମ୍ଭୀରଙ୍କୁ ଚିଡ଼ାଇବାକୁ ପଛାଇ ନାହାନ୍ତି ।

IPL 2023
ଆଇପିଏଲ୍‌ ଇତିହାସରେ ପ୍ରଥମ: ଆଜି ଏମିତି ଘଟିବ, କ୍ୟାପଟେନ୍‌ ଭାବେ ମୈଦାନକୁ ଓହ୍ଲାଇବେ ଭାଇ-ଭାଇ

ଆଜି ଆଇପିଏଲ୍‌ (IPL 2023)ରେ ଏମିତି ଏକ ମ୍ୟାଚ୍‌ ଖେଳାଯିବ, ଯାହାକି ଆଇପିଏଲ୍‌ ଇତିହାସରେ ବର୍ତ୍ତମାନ ଯାଏ କେବେବି ଏପରି ହୋଇନାହିଁ। ଆଜି ଦର୍ଶକ ଏକ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ପାଇବେ। 

Rohit Sharma
Viral Video: ମଇଦାନ ବାହାରେ ସାଙ୍ଗ, ଭିତରେ ବି ସାଙ୍ଗ: ଧାୱନ୍‌ଙ୍କ ପରାମର୍ଶ ମାନିଲେ ଆଉ ଜିତିଲେ..

ଗତକାଲି ଚଳିତ ସଂସ୍କରଣର ୪୬ ନମ୍ବର ମ୍ୟାଚ୍‌ରେ ଉଭୟ ଦଳ ମୋହାଲିରେ ମୁହାଁମୁହିଁ ହୋଇଥିଲେ । ଆଉ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଟଚ୍‌ ପକାଇବା ପାଇଁ ଉଭୟ ଦଳର ଅଧିନାୟକ ମଇଦାନକୁ ଆସିଥିଲେ । ଶିଖର ଧାୱନ୍‌ କଏନ୍‌ ଫିଙ୍ଗିଥିବା ବେଳେ ରୋହିତ ଶର୍ମା ହେଡ୍‌ ଡାକି ଟଚ୍‌ ଜିତିଥିଲେ ।

virat kohli and gautam gambhir argument during ipl
କୋହଲି-ଗମ୍ଭୀର କଥା କଟାକଟି: କିଛି ବି ‘ବିରାଟ’ ଓ ‘ଗମ୍ଭୀର’ ନୁହେଁ, ଚର୍ଚ୍ଚାରେ ୟୁପି ପୋଲିସ୍‌ର ଏହି ଟ୍ୱିଟ୍‌...

ଖାଲି ଚର୍ଚ୍ଚା ନୁହେଁ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଏହି କଥା କଟାକଟି ବେଳର ଦୃଶ୍ୟ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏବେ ଏହି ମାମଲାକୁ ନେଇ ୟୁପି ପୋଲିସ୍‌ର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ଏକ ଟ୍ୱିଟ୍‌ କରାଯାଇଛି।

Virat Kohli and Gautam Gambhir having a heated exchange in ipl mtch
ଆଇପିଏଲ ମ୍ୟାଚ୍‌ରେ କୋହଲି-ଗମ୍ଭୀର କଥା କଟାକଟି, ଦୁହିଁଙ୍କ କଟିଲା ମ୍ୟାଚ ଫି'

ହୋମ୍‌ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ହରାଇ ବଦଲା ନେଇଥିଲା ବାଙ୍ଗାଲୋର୍‌। ହେଲେ କାଲି ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ମ୍ୟାଚ୍‌ ସରିବା ପରେ ଗମ୍ଭୀର ଓ କୋହଲି କଥା କଟାକଟି ହୋଇଥିଲେ। 

Ishan Kishan and Shubman Gill slap each other video goes viral
ଆଇପିଏଲ୍‌ ୨୦୨୩: ଫିଲ୍ଡ ଭିତରେ ପରସ୍ପରକୁ ଚାପୁଡ଼ା ମାରିଲେ ଶୁବମନ୍‌ - ଇସାନ ! ଭିଡିଓ ଭାଇରାଲ୍‌...

ଫିଲ୍ଡରେ ଶୁବମନ୍‌ ଓ ଇସାନ ଉଭୟ ପ୍ରତିଯୋଗୀ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଏମାନଙ୍କର ଏହି ବନ୍ଧୁତ୍ୱ ନା ଖାଲି ଫିଲ୍ଡ ଭିତରେ ଦେଖିବାକୁ ମିଳିଛି ଫିଲ୍ଡ ବାହାରେ ମଧ୍ୟ ନଜର ଆସିଛି।

We deserved to lose says virat kohli
କୋଲକାତା ଠାରୁ ପରାଜୟ ପରେ ବିରାଟ କହିଲେ- ଆମେ ହାରିବାକୁ ଯୋଗ୍ୟ

ପ୍ରଥମାର୍ଦ୍ଧରେ ବିରାଟ ବାହିନୀ ବ୍ୟାଟିଂ ଭଲ ପ୍ରଦର୍ଶନ ଥିଲେବି ଦ୍ୱିତୀୟାର୍ଦ୍ଧରେ ଚକ୍‌ମା ଦେଖାଇଥିଲେ କେକେଆର୍‌ ବୋଲର୍‌।   

RCB Fans
‘RCB ଆଇପିଏଲ୍‌ ଟ୍ରଫି ନଜିତିବା ଯାଏଁ ମୁଁ ସ୍କୁଲ୍ ଯିବିନି’

୨୦୦୮ରୁ ଏଯାଁଏ ଆଇପିଏଲ୍‌ କୌଣସି ସଂସ୍କରଣରେ ବି ଆର୍‌ସିବି ଟ୍ରଫି ଜିତି ନାହିଁ । ପୂର୍ବରୁ ଦଳ ଆଇପିଏଲ୍‌ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ହାତେଇବାରେ ଅସମର୍ଥ ହୋଇଛି । ଯାହାକୁ ନେଇ ଲୋକେ ସୋସିଆଲ୍‌ ମିଡିଆରେ ବାରମ୍ବାର ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେତେ ବି ଟ୍ରୋଲ୍‌ ହେଉ ନା କାହିଁକି ଏବେବି ଆର୍‌ସିବିର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ଷ୍ଟାଡିୟମରେ ଆସି ଟିମ୍‌କୁ ସପୋର୍ଟ କରୁଛନ୍ତି ।

Virat Kohli ‍& Anushka Sharma
ଫ୍ୟାନ୍‌ଙ୍କ ଉପରେ ଚିହିଁକି ଉଠିଲେ ବିରାଟ, କହିଲେ ଅନୁଷ୍କାଠୁ...

ଭାରତର ଚର୍ଚ୍ଚିତ ଯୋଡ଼ି ବିରାଟ-ଅନୁଷ୍କା(ବିରୁଷ୍କା) ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବିରାଟଙ୍କ ନାକ ଅଗରେ ରହିଥାଏ ରାଗ । ତେବେ ଜଣେ ଫ୍ୟାନ୍ସଙ୍କ ଉପରେ ଚିହିଁକି ଉଠିଲେ ବିରାଟ..ଦେଖନ୍ତୁ ଭିଡିଓ..

MS Dhoni
ପୁଣି ଦେଖିବାକୁ ମିଳିଲା ଧୋନି ‘ରିଭ୍ୟୁ ସିଷ୍ଟମ୍’ର କମାଲ୍‌ ! ଅମ୍ପାୟାର୍‌ଙ୍କୁ ବଦଳାଇବାକୁ ପଡ଼ିଲା ନିଷ୍ପତ୍ତି

କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ମଧ୍ୟ ଦଳର ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ସିଏସକେ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଥିଲା ।

Arshdeep shatters middle stumps during ipl match
IPLରେ ୨ଟି ଦୀମୀ ଷ୍ଟମ୍ପ ଭାଙ୍ଗିଦେଲେ ଅର୍ଶଦୀପ, ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବ କିଏ ?

ବିଜୟର ଆଶା ରଖିଥିଲା ମୁମ୍ବାଇ ହେଲେ, ଯାହାକୁ ଧୂଳିସାତ୍‌ କରିଦେଇଥିଲେ ଅର୍ଶଦୀପ।

Mahendra Singh Dhoni
ଆଇପିଏଲ୍‌ରେ ଧୋନି ଯୁଗର ଅନ୍ତ; ଅବସର ନେଇ ଦେଲେ ଇସାରା

ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ଧୋନି । ଧୋନିଙ୍କ ମନ୍ତବ୍ୟରେ ଭାବପ୍ରବଣ ହୋଇଉଠିଲେ ଫ୍ୟାନ୍ସ । ନିଜର ଅବସର ନେଇ ଦେଲେ ଇସାରା ।

IPL 2023 Jadeja fumes at Klaasen after bizarre clash denies wicket
ପ୍ରଥମେ ଧକ୍କା, ତା’ପରେ ବୁଲି ବୁଲି ଚାହିଁଲେ...ମ୍ୟାଚ୍‌ ମଝିରେ ରାଗିଲେ ଜାଡେଜା

ମ୍ୟାଚ୍‌ ବେଳେ ପଡ଼ିଆରେ ଏମିତି କିଛି ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ହାଇଦ୍ରାବାଦ ଟିମ୍‌ର ବ୍ୟାଟ୍ସମ୍ୟାନ୍ ହେନରିକ୍‌ କ୍ଲାସନ୍‌ଙ୍କ ଉପରେ ଜାଡେଜା ରାଗି ଯାଇଥିଲେ।

Arjun tendulkar receives player of the match from his father
ଅର୍ଜୁନ ତେନ୍ଦୁଲକରଙ୍କୁ ଆୱାର୍ଡ ଦେଲେ ବାପା ସଚିନ

ମ୍ୟାଚ୍‌ ଶେଷ ହେବା ପରେ ଅର୍ଜୁନ ରବି ଶାସ୍ତ୍ରୀଙ୍କୁ କଣ କହିଥିଲେ... ଜାଣନ୍ତୁ

Rinku Singh
ରିଙ୍କୁ ସିଂଙ୍କ ମହାନତା; ଗରିବ ଖେଳାଳିଙ୍କ ପାଇଁ ତୋଳିଲେ ୫୦ ଲକ୍ଷର ସ୍ପୋର୍ଟ୍ସ ହଷ୍ଟେଲ୍‌

କେବଳ ଅନ୍‌ ଫିଲ୍ଡ ନୁହେଁ ଅଫ୍‌ ଫିଲ୍ଡରେ ବି ହିରୋ ରିଙ୍କୁ ସିଂ । ଗରିବ ପିଲାଙ୍କୁ ନିଜର ସ୍ୱପ୍ନ ପୂରଣ ପାଇଁ ବଢ଼ାଇଛନ୍ତି ସାହାଯ୍ୟର ହାତ ।

Sourav Ganguly & Virat Kohli
କାହିଁକି ଓ କେବେଠୁ କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ ? ଜାଣନ୍ତୁ..

ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ବିବାଦ । ପରସ୍ପରକୁ ଆଡ଼ ଆଖିରେ ଚାହୁଁନାହାନ୍ତି ଦୁଇ ପୂର୍ବତନ କ୍ୟାପଟେନ୍ । ସୋସିଆଲ ମିଡିଆରେ ବି ସ୍ପଷ୍ଟ ହୋଇଗଲା- ଚରମ ସ୍ଥିତିରେ ତିକ୍ତତା ।

Arjun Tendulkar
ଶେଷରେ ତେନ୍ଦୁଲକର୍‌ ହାତେଇଲେ ଆଇପିଏଲ୍‌ କ୍ୟାରିଅର୍‌ର ପ୍ରଥମ ୱିକେଟ୍‌

ଆଇପିଏଲ୍‌ରେ କମାଲ କରିଛନ୍ତି କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର୍‌ଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ନିଜର ପ୍ରଥମ ୱିକେଟ୍‌ ନେଇ ଟିମ୍‌କୁ ବୃହତ ବିଜୟ ଦେଇଛନ୍ତି । ଏନେଇ କ୍ରିକେଟ୍‌ ମହଲରୁ ଛୁଟିଛି ପ୍ରଶଂସାର ସୁଅ ।

IPL 2023: Virat Kohli Fined 10 Per Cent Of Match Fee
IPL 2023: ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ବେଳେ ନିୟମ ଭାଙ୍ଗିଲେ ବିରାଟ, ଗଣିଲେ ଫାଇନ୍‌...

ଆଇପିଏଲ୍‌ ୨୦୨୩ର ୨୪ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ବିରାଟ କୋହଲିଙ୍କ ବ୍ୟାଟିଂ ଯାଦୁଗରୀ କୌଣସି କାମ କରିନାହିଁ।