ମୋଦିଙ୍କ ଟିମ୍ରେ ସାମିଲ ହୋଇପାରନ୍ତି ନୂଆ ୧୮ ମନ୍ତ୍ରୀ। ରାଷ୍ଟ୍ରପତି ଭବନକୁ ୧୮ ଜଣଙ୍କ ନାଁ ଯାଇଥିବା ସୂଚନା ମିଳିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ୍ ନାଁ ଯାଇଥିବା ସୂଚନା ମିଳିଛି। ଏହାସହ ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଯାଇଥିବା ସୂଚନା ମିଳିଛି
ଜୁଲାଇ ୨୦ରୁ ହେବ JEE ମେନ୍ ପରୀକ୍ଷା । ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ JEE ମେନ୍ ସେସନ୍- ୩ ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବ JEE ମେନ୍ ସେସନ୍-୪ ପରୀକ୍ଷା ।
ଭୁଶୁଡିପଡିଲା ନିର୍ମାଣାଧୀନ ଜାତୀୟ ରାଜପଥର ଓଭରବ୍ରିଜ୍ । ବ୍ରିଜ ତଳେ ଚାପି ହୋଇ ରହିଛି କାର ଓ ଟ୍ରକ । ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ବଢିବା ଆଶଙ୍କା କରାଯାଉଛି
ମହାରାଷ୍ଟ୍ର ଔରାଙ୍ଗାବାଦରେ ଏବେ ଛୋଟ ଛୋଟ ପିଲାଙ୍କ ପାଇଁ ଖୋଲାଯାଇଛି ମୋହଲ୍ଲା ଲାଇବ୍ରେରୀ । ବସ୍ତି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏସବୁ ଲାଇବ୍ରେରୀ ଖୋଲାଯାଇଛି
କ୍ୟାବିନେଟରେ ୮୧ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବା ବେଳେ, ଏବେ ମାତ୍ର ୫୩ ଜଣ ମନ୍ତ୍ରୀ ଅଛନ୍ତି। ଅର୍ଥାତ୍ ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରିବାର ବିକଳ୍ପ ମହଜୁଦ ରହିଛି ପ୍ରଧାନମନ୍ତ୍ରୀଙ୍କ ପାଖରେ। ତେଣୁ ଆସନ୍ତାବର୍ଷ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ସେଠାକାର ସାଂସଦ ଓ ସହଯୋଗୀ ଦଳଙ୍କୁ ଗୁରୁତ୍ୱ ଦେଇପାରନ୍ତି ମୋଦି
କାଲି ସଂଧ୍ୟାରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ ହେବ। ଏନେଇ ଜାତୀୟ ଗଣମାଧ୍ୟମରୁ ମିଳିଛି ସୂଚନା । ଆସନ୍ତାକାଲି ହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ। ତେବେ କାହାକୁ ମନ୍ତ୍ରୀପଦ ମିଳିବ ତାହାକୁ ନେଇ ଏବେଠୁ ଜୋରସୋରରେ ଚର୍ଚ୍ଚା ଚାଲିଛି
କରୋନା ଭାଇରସର ଦ୍ୱିତୀୟ ଲହର ଧିମା ହେବା ପରେ ମାର୍କେଟ୍ ଓ ହିଲ୍ ଷ୍ଟେସନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ୍ କହିଛନ୍ତି, ହିଲ୍ ଷ୍ଟେସନ୍ ଯାଉଥିବା ଲୋକେ କରୋନା ନିୟମର ଆଦୌ ପାଳନ କରୁନାହାନ୍ତି। ଯଦି ପ୍ରୋଟୋକଲ ପାଳନ କରାନଗଲା, ତାହେଲେ କୋହଳ ହୋଇଥିବା କଟକଣାକୁ ବନ୍ଦ କରିବାକୁ ପଡ଼ିବ
ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଟିକା । ଆଉ ଏହି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ମେରୁଦଣ୍ଡ କୋ-ଓ୍ୱିନ୍ ଟିକା । ଉପଲବ୍ଧତା ଯାଞ୍ଚ ହେଉ, ସ୍ଲଟ୍ ବୁକିଂ ଅବା ରେଜିଷ୍ଟ୍ରେନ୍ କିମ୍ବା ଟିକା ନେବା ପରେ…
ନୂଆଦିଲ୍ଲୀ: ନିଜ ପିତା ତଥା ସ୍ୱର୍ଗତ ରାମବିଳାସ ପାଶୱାନଙ୍କ ଜୟନ୍ତୀରେ LJP ନେତା ଚିରାଗ ପାଶୱାନ୍ ବିହାରରୁ ଆରମ୍ଭ କରିଛନ୍ତି ଆଶୀର୍ବାଦ ଯାତ୍ରା । ଆଜି ଚିରାଗ ପାଶୱାନ୍ ପାଟନା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀଙ୍କ ତରଫରୁ ବିପୁଳ…
ନୂଆଦିଲ୍ଲୀ: ଭାରତର ଆଉ ଜଣେ ସନ୍ତରଣକାରୀଙ୍କୁ ଅଲମ୍ପିକ୍ସ ଟିକେଟ୍ । ଦେଶର ପ୍ରଥମ ମହିଳା ସୁଇମର ଭାବେ ମାନା ପଟେଲ ଟୋକିଓ ଅଲମ୍ପିକ୍ସରେ ଭାଗ ନେବେ । ବ୍ୟାକ୍ ଷ୍ଟ୍ରୋକ୍ ଇଭେଣ୍ଟରେ ସିଧାସଳଖ ତାଙ୍କୁ ଅଲମ୍ପିକ୍ସକୁ ଏଣ୍ଟ୍ରି ମିଳିଛି । ବିଶ୍ୱବିଦ୍ୟାଳୟ…
ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍ ଇଣ୍ଡିଆ କଲମ୍ବୋରେ ଆଜିଠାରୁ ଆଭ୍ୟାସ ଆରମ୍ଭ କରିଛି । କ୍ୱାରେଣ୍ଟାଇନ୍ ସମୟ ଶେଷ ହେବା ପରେ ପ୍ରଥମ ଥର ପାଇଁ ଅଭ୍ୟାସ କରିଛନ୍ତି ଶିଖର ଧଓ୍ୱନ ନେତୃତ୍ୱାଧୀନ ଭାରତୀୟ ଦଳ । ଓ୍ୱାନ୍ଡେ ଓ…
ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରୁ ମୁକୁଳିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା INLD ନେତା ଓମ୍ ପ୍ରକାଶ ଚୌତାଲା । କନିଷ୍ଠ ଶିକ୍ଷକ ନିଯୁକ୍ତି ସ୍କାମରେ ଦଣ୍ଡ ପାଇ ସେ ଜେଲରେ ଥିଲେ । ଦଣ୍ଡର ଅବଧି ଶେଷ ହେବା ପରେ…
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିଜୁ ବାବୁଙ୍କ ଡାକୋଟା । ଖୁବ୍ଶୀଘ୍ର ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ । ଡାକୋଟା ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।…
ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ଯୋଗୁଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏବେ ମଳଦ୍ୱାରରୁ ରକ୍ତ ପଡୁଥିବା ନଜରକୁ ଆସିଛି । ସାଇଟୋମେଗାଲୋ ଭାଇରସ୍ ଦ୍ୱାରା ସେମାନେ ସଂକ୍ରମିତ ହୋଇଥିବା ଦିଲ୍ଲୀ ସ୍ଥିତ ଶ୍ରୀଗଙ୍ଗାରାମ ହସ୍ପିଟାଲର ଯକୃତ ବିଭାଗ ମୁଖ୍ୟ…
ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତରେ ଯାଇ ପୂର୍ବତନ ସେନା କର୍ମଚାରୀଙ୍କୁ ଭେଟିଛନ୍ତି । ପୂର୍ବତନ ସେନା କର୍ମଚାରୀଙ୍କ ସୁବିଧା ପାଇଁ ମୋଦି ସରକାରଙ୍କ ପକ୍ଷରୁ ୱାନ୍ ରାଙ୍କ୍ ୱାନ୍ ପେନସନ ଯୋଜନା ଘୋଷଣା କରାଯାଇଛି । ଏହାଦ୍ୱାରା ପୂର୍ବତନ…
ନୂଆଦିଲ୍ଲୀ: ୫ ରାଜ୍ୟରେ ନିର୍ବାଚନ ନେଇ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଦଳର ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ୨୦୨୨ରେ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ…
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ଏବେ ଟାର୍ଗେଟରେ । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ଦାବି କରୁଛନ୍ତି । କୋହଲି ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ । କିନ୍ତୁ ତାଙ୍କ…
ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଆରମ୍ଭରୁ ନୈରାଶ୍ୟଜନକ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ଏକ ବଡ଼ ପରାଜୟ ସ୍ୱୀକାର କରିଛି । ଫାଇନାଲରେ ବିରାଟ ବ୍ରିଗେଡ୍ ନ୍ୟୁଜିଲ୍ୟାଣ୍ଡଠାରୁ ପରାଜିତ ହୋଇଛି । ଟିମ୍ ଇଣ୍ଡିଆକୁ ଏହି…
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଐତିହାସିକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଲଗାତାର ବର୍ଷା କାରଣରୁ ଏହି ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଛି । ପ୍ରବଳ ବର୍ଷା କାରଣରୁ ମ୍ୟାଚ୍ ହାଫ୍ ଟାଇମ୍…
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଏବଂ ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାକୁ ନେଇ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଏହି ବିବାଦ ଜଳ ଜଳ କରି ଦିଶୁଛି । ତେବେ ଏହି ବିବାଦ ଉପରେ…
ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଣବିକ ଅସ୍ତ୍ର ପ୍ରତିଯୋଗିତା ଦିନକୁ ଦିନ ବୃଦ୍ଧି ପାଉଛି । ପରମାଣୁ ଅସ୍ତ୍ର ଉପରେ ନଜର ରଖୁଥିବା ଆନ୍ତର୍ଜାତୀୟ ସଂସ୍ଥା ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ପ୍ରତିଷ୍ଠାନ (SIPRI) ଏକ ରିପୋର୍ଟରେ ଦାବି କରିଛି ଯେ ଗତ ବର୍ଷ…
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଜାତୀୟ ସ୍ତରରେ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । କରୋନା ସଂକ୍ରମଣର ଘନତ୍ୱ ଜାଣିବାକୁ ପୁଣି ହେବ ହେବ ଜାତୀୟ ସେରୋ ସର୍ଭେ । ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ ଏନେଇ ସୂଚନା…
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶ ଚିନ୍ତାରେ ପଡ଼ିଥିବା ବେଳେ ଏବେ ଟିକା ହିଁ ଶେଷ ଭରସା । ହେଲେ ଦେଶରେ ଏବେ ଟିକା ପାଇଁ ମଧ୍ୟ ହାହାକାର ଦେଖିବାକୁ ମିଳୁଛି । ସମସ୍ତେ ଟିକା ନେବା ପାଇଁ ପ୍ରସ୍ତୁତ ।…