• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India

Deepak Chahar proposed girlfriend Jaya Bhardwaj
ଷ୍ଟାଡିୟମରେ ପ୍ରେମିକାକୁ ମୁଦି ପିନ୍ଧାଇଲେ ଦୀପକ ଚହର, ଜାଣନ୍ତୁ କିଏ ସେ…

ଷ୍ଟାଡିୟମରେ ପ୍ରେମିକାକୁ ମୁଦି ପିନ୍ଧାଇଲେ ଚେନ୍ନାଇ ସୁପର କିଙ୍ଗ୍ସର ଦ୍ରୁତ ବୋଲର ଦୀପକ ଚହର। ଗତକାଲି ଚେନ୍ନାଇ ସୁପରକିଙ୍ଗ୍ସ ଓ ପଂଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ସରିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୀପକ ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରେମିକା ଜୟା ଭରଦ୍ୱାଜଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଷ୍ଟାଡିୟମରେ ସମସ୍ତଙ୍କ ସମ୍ମୁଖରେ ଆଣ୍ଠେଇପଡି ରୋମାଣ୍ଟିକ୍ ମୁଡ୍‌ରେ ସେ ପ୍ରସ୍ତାବ ରଖିଥିଲେ। ଜୟା ଏହି ପ୍ରସ୍ତାବରେ ରାଜି ହେବା ପରେ ଦୀପକ ତାଙ୍କୁ ମୁଦି ପିନ୍ଧାଇଥିଲେ ।

supreme court
ଲଖିମପୁର ହିଂସା: ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ଉତ୍ତରପ୍ରଦେଶ ଲଖିମପୁର ହିଂସା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଉ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସଫା ସଫା କହିଛନ୍ତି କୋର୍ଟ

Jaish terrorist organization
“ଆତଙ୍କୀଙ୍କୁ ଚ୍ୟାଲେଞ୍ଜ, ସାହାସ ଅଛି ତ ସାମ୍ନାସାମ୍ନି ହୁଅ”

ବିଦ୍ୱେଷର ମଞ୍ଜି ବୁଣୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI । ସୀମା ସେପଟୁ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇ, କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ଚଳାଇଛି ହୀନ ପ୍ରୟାସ । ଗତ କିଛି ଦିନ ହେଲାଣି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ପୂର୍ବରୁ ସେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିବା ବେଳେ, ଏବେ ସାଧାରଣ ଲୋକଙ୍କୁ ନିଶାନା କରୁଛନ୍ତି

Old Vehicles
ଆପଣଙ୍କ ଗାଡ଼ି ପୁରୁଣା ହୋଇଥିଲେ ଭୋଗିବେ ଅସୁବିଧା, ଜାଣନ୍ତୁ ସରକାରଙ୍କ ନୂଆ ନିୟମ

ରାସ୍ତାରେ ଆଉ ଗଡି ପାରିବନି ପୁରୁଣା ଗାଡି। ପୁରୁଣା ଗାଡି ରାସ୍ତାକୁ ଉଠାଇଲେ ଦେବେ ମୋଟା ଅଙ୍କର ଫାଇନ। ୧୫ ବର୍ଷ କିମ୍ବା ତା’ଠାରୁ ପୁରୁଣା ଗାଡି ପାଇଁ ନିୟମ କଡାକଡି କରିଛନ୍ତି ସରକାର। ଯଦି ଆପଣଙ୍କ ପାଖରେ ପୁରୁଣା ଗାଡି ଅଛି, ତେବେ ଆଜିଠାରୁ ହୋଇ ଯାଆନ୍ତୁ ସତର୍କ

Shah Rukh Khan
ଡ୍ରଗ୍ସ ମାମଲାରେ ପୁଅ ଫସିବା ପରେ ବିଜ୍ଞାପନ ଦୁନିଆରେ କମୁଛି କିଙ୍ଗଖାନଙ୍କ କ୍ରେଜ୍

କମୁଛି କିଙ୍ଗ ଖାନଙ୍କ କ୍ରେଜ। ପୁଅ ଦୋଷ କରିବା ପରେ ଏବେ ଶାହାରୁଖଙ୍କୁ ସବୁ କିଛି ଶୁଣିବାକୁ ପଡୁଛି। ଅପବାଦ ମୁଣ୍ଡାଇବା ସହ ଆର୍ଥିକ ଅବସ୍ଥା ବିଗାଡିବାରେ ଲାଗିଛି। ଡ୍ରଗ୍ସ ମାମଲାରେ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଶାହରୁଖ୍‌ ଖାନ୍‌ଙ୍କ ବ୍ରାଣ୍ଡ ଭାଲ୍ୟୁ ସଙ୍କଟ ଆଡକୁ ମୁହାଁଇଛି

corona
ଆଜି ସାମାନ୍ୟ କମିଲା ସଂକ୍ରମଣ: ୨୪ ଘଂଟାରେ ୨୧,୨୫୭ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ୍‌ ୨୧,୨୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ୨୪ ଘଂଟାରେ ମୋଟ୍‌ ୨୭୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ

Aryan khan Issue
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଓଡ଼ିଶାରୁ ଥିଲେ କେତେ ଓଡ଼ିଆ ?

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଏନସିବି ଆବେଦନ କରିଥିଲେ ମଧ୍ୟ କୋର୍ଟ ଏଥିପାଇଁ ଅନୁମତି ଦେଇ ନାହାନ୍ତି

Aryan Khan
ଜେଲ୍‌ ଗଲେ ଆର୍ୟନ ଖାନ୍

ନିରାଶ ହେଲେ ଆର୍ୟନ। ଜେଲ ଗଲେ କିଙ୍ଗ୍ ଖାନଙ୍କ ପୁଅ। କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ନେଇ ଗିରଫଦାରୀ ପ୍ରସଙ୍ଗରେ ଆର୍ୟନ ଖାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଯାଇଛି।।

corona
ଦେଶରେ ଆଜି ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୨୨ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଚ୍‌ ୨୨,୪୩୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୪,୩୧୨ରେ ପହଞ୍ଚିଛି

Aryan Khan case
ଆର୍ୟନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲା NCB

NCB ହେପାଜତରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତା ପୂର୍ବରୁ ଆଜି ଏନସିବି ଟିମ୍ ଆର୍ୟନ ଖାନ୍ ଏବଂ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି

Corona
କରୋନାରେ ପ୍ରାଣ ହରାଇଥିବା ପରିବାରକୁ ମିଳିବ ୫୦ ହଜାର ଟଙ୍କା , ଜାଣନ୍ତୁ କେମିତି ପାଇବେ ସହାୟତା...

କୋଭିଡରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗୃହ ମନ୍ତ୍ରଣାଳୟର ଚିଠି ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ କୋଭିଡ ମୃତ୍ୟୁ ଡକ୍ୟୁମେଣ୍ଟ ଦେବା ଲାଗି କମିଟି ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଆସନ୍ତା ୩ ଦିନ ଭିତରେ କମିଟି ଗଠନ କରିବାକୁ କୁହାଯାଇଛି

satish-maneshinde
ସଞ୍ଜୟ ଦତ୍ତ, ସଲମାନ ଖାନ୍‌ଙ୍କ ପରେ ଆର୍ଯ୍ୟନ୍‌ଙ୍କ କେସ୍ ଲଢିବେ ଏହି ଓକିଲ... ଜାଣନ୍ତୁ ସେ କିଏ?

ଏନସିବି ହାତରେ କିଙ୍ଗ ଖାନଙ୍କ ପୁଅ ଆର୍ୟନ। ପୁଅକୁ ମୁକୁଳାଇବାକୁ ଲାଗି ପଡିଛନ୍ତି ଶାହରୁଖ ଖାନ୍‌। ସୁଟିଂ ଛାଡ଼ି ସ୍ପେନରୁ ଫେରିଆସିଛନ୍ତି ଭାରତ, ବରିଷ୍ଠ ଆଇନଜୀବୀ ସତୀଶ ମନେଶିନ୍ଦେଙ୍କୁ ବାଛିଛନ୍ତି ଓକିଲ

india coronavirus update 25 september 2021
ପାର୍ବଣ ଆସୁଛି, ଦେଶରେ ସଂକ୍ରମଣ କମୁଛି

ଦେଶରେ କମିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୮,୮୩୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ମୋଟ୍‌ ୨୭୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ

petrol diesel prices
ତୈଳ ଦରରେ ଲାଗୁନି ଲଗାମ : ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର

ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପଇଛି। ଗତାକାଲି ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା।

SWR Recruitment 2021
ରେଲ୍‌ୱେରେ ୯୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ଜାରି

ଦକ୍ଷିଣ-ପଶ୍ଚିମ ରେଲୱେ ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅଫିସିଆଲ୍ ୱେବସାଇଟ୍ www.rrchubli.in ମାଧ୍ୟମରେ ଆବେଦନ କରିପାରିବେ।

Munmun Dhamecha
ଆର୍ୟନଙ୍କ ସହ ମୁନ୍‌ମୁନ୍‌ଙ୍କ ସହ ସମ୍ପର୍କ କ’ଣ? ଜାଣନ୍ତୁ ପୂରା ଘଟଣା...

ନିଶା କାରବାର ଅଭିଯୋଗରେ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଛି। ଆର୍ୟନଙ୍କ ସହ ଏଜେନ୍ସି ଆଉ ୭ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏହାପୂର୍ବରୁ ଏନସିବି ଆର୍ୟନଙ୍କ ସହ କେବଳ ଅରବାଜ ମର୍ଚାଣ୍ଟ ଏବଂ ମୁମୁନ ଧାମଚାଙ୍କୁ ଗିରଫ କରିଥିଲା

LPG Gas Cylinder
ସିଲିଣ୍ଡରରେ ଥିବା ଗ୍ୟାସ କେତେ ଦିନରେ ସରିବ! ଘରେ ରହି ଜାଣନ୍ତୁ ଉପାୟ

ହୁ ହୁ ହୋଇ ବଢି ଚାଲିଛି ରୋଷେଇ ଗ୍ୟାସ ସିଲିଣ୍ଡର ଦର। ବର୍ତ୍ତମାନ ସମୟରେ ଗୋଟିଏ ସିଲିଣ୍ଡରକୁ ମାସେ ଚଳାଇବା ବହୁତ କଷ୍ଟକର ହୋଇ ପଡୁଛି। ଧନୀଠୁ ଗରୀବ ସମସ୍ତେ ଚାହାନ୍ତି ଗୋଟିଏ ସିଲିଣ୍ଡର କେମିତି ମାସେରୁ ଅଧିକ ଦିନ ଯାଉ ବୋଲି

pakistan-conspiracy-continues
ଜମ୍ମୁ ନିକଟବର୍ତ୍ତୀ ଅଞ୍ଚଳରେ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ, ସୀମା ଆରପାରିରୁ ଡ୍ରୋନ୍ ଦ୍ୱାରା ପକାଇଲା ଅସ୍ତ୍ରଶସ୍ତ୍ର

ସୁଧୁରୁନି ପଡ଼ୋଶୀ ଦେଶ, ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ବ୍ୟସ୍ତ । କେତେବେଳେ ଅନୁପ୍ରବେଶ ଉଦ୍ୟମ ତ କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ ଆଉ ପୁଣି କେତେବେଳେ ବେଆଇନ୍ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ । ସୀମା ନିକଟସ୍ଥ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସର୍ବଦା ଚେଷ୍ଟା କରୁଛି ପାକିସ୍ତାନ ।

covid-vaccination
କରୋନା: ଦେଶରେ ଦିଆଗଲାଣି ୯୦କୋଟି ଡ଼ୋଜ୍‌ ଟିକା

ଦେଶରେ ଦିଆଗଲା ୯୦ କୋଟିରୁ ଅଧିକ ଡୋଜ୍ କରୋନା ଟିକା। ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ୯୦ କୋଟି ଡୋଜ୍ ଟପିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଅନୁସନ୍ଧାନ ସ୍ଲୋଗାନ୍ ଦେଇଥିଲେ ଏବଂ କରୋନା ଭ୍ୟାକ୍ସିନ ସେହି ଅନୁସନ୍ଧାନର ଫଳ ବୋଲି ସେ ଲେଖିଛନ୍ତି ।

IAS Ashish Mishra touched maid feet
ଆଇଏସ୍ ହେବା ପରେ ବି ଦେଖେଇଲେ ନମ୍ରତା ; ସ୍କୁଲ୍ ଆୟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ

କୁହାଯାଏ ବିଦ୍ୟା ଦଦାତି ବିନୟମ୍, ବିନୟ ଦଦାତି ପାତ୍ରତମ। ସିଭିଲ ସର୍ଭିସ ପରୀକ୍ଷା (ୟୁପିଏସ୍‌ସି ପରୀକ୍ଷା ଫଳାଫଳ) ରେ ୫୨ତମ ସ୍ଥାମ ପାଇଥିବା ଆଶିଷ କୁମାର ମିଶ୍ର ଏହାକୁ ବାସ୍ତବତାରେ ଦର୍ଶାଇଛନ୍ତି। ସାଧାରଣତଃ ଶିଷ୍ୟମାନେ ସେମାନଙ୍କର ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରନ୍ତି। କିନ୍ତୁ ଯେତେବେଳେ ବିହାରର ପୁର୍ନିଆ ଜିଲ୍ଲାର ବାସିନ୍ଦା ଆଶିଷ ତାଙ୍କ ସ୍କୁଲ୍‌ର ଆୟାଙ୍କ ପାଦ ଛୁଇଁଲେ ଏବଂ ତାଙ୍କୁ ପ୍ରଣାମ କଲେ, ସେତେବେଳେ ତାଙ୍କ ଆଖିରୁ ଲୁହ ଝରିଗଲା।

 Dilip Patnaik
ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ହେଲେ ନିଯୁକ୍ତ। ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଲେ ଏୟାର ମାର୍ଶାଲ ଦିଲୀପ। ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଏୟାର ମାର୍ଶାଲ ଦିଲୀପ। ଫାଇଟର ଜେଟ୍ ମିରେଜ୍ ପାଇଲଟ୍ ଭାବେ ଦିଲୀପଙ୍କ ଦକ୍ଷତା ମଧ୍ୟ ରହିଛି

Gold Price May Hike
ଏତିକି ପରିମାଣରେ ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ମୂଲ୍ୟ...

ପୁଣି ବଢିଲା ସୁନା ଦର। ୧୦ ଗ୍ରାମ୍‌ ପ୍ରତି ପ୍ରାୟ ୫୦୦ ଟଙ୍କା ବଢିଛି ସୁନା ଦର। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ୧ ଅକ୍ଟୋବର ୨୦୨୧ ଶୁକ୍ରବାର ଦିନ ୦.୦୫ ପ୍ରତିଶତ ହ୍ରାସ ରେକର୍ଡ କରିଛି

Roll
ରୋଲ୍‌ର ଦାମ୍‌ ୪ ହଜାର ଟଙ୍କା, ୨୦ ମିନିଟ୍‌ରେ ଖାଇଦେଲେ ମିଳିବ ୨୦ ହଜାର ଟଙ୍କା

ସକାଳୁ ଉଠିବା ମାତ୍ରେ ଆମେ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତି। କେମିତି ଓ କଣ ଖାଇବା? ସେନେଇ ଅନେକ ସମୟରେ ଆଲୋଚନା ହୋଇଥାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଖାଦ୍ୟକୁ ବେଶ୍‌ ଗୁରୁତ୍ୱ ଦିଅନ୍ତି। ଆଉ ଯେଉଁମାନେ ଖାଦ୍ୟ ପ୍ରିୟ ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଖାଇବା ପ୍ରତିଯୋଗିତା ଜିତିଲେ ଆପଣଙ୍କୁ ବି ମିଳିବ ୨୦ ହଜାର ଟଙ୍କାର ପୁରସ୍କାର

Union Minister Piyush Goyal
ବିକ୍ରି ହୋଇନାହିଁ ଏୟାର ଇଣ୍ଡିଆ !

ଏୟାର ଇଣ୍ଡିଆକୁ ଟାଟା ନେଇ ନା ନାହିଁ। ଏହାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଚାଲିଛି। କିନ୍ତୁ ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ। ସେ କହିଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଉପରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ଏଥି ସହିତ, ଏହାର ବିଡର ବିଜେତା ନିର୍ବାଚନ ଏକ ସ୍ଥିର ପ୍ରକ୍ରିୟା ମାଧ୍ୟମରେ କରାଯିବ ।

PM Modi
କୃଷି ଆଇନକୁ ନେଇ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ- ମୋଦି

କୃଷି ଆଈନକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ମୋଦି କହିଛନ୍ତି ଆମେ କୃଷି ଏବଂ କୃଷକ ପାଇଁ ଅନେକ ଯୋଜନା କରୁଛୁ। ଯାହାଦ୍ୱାରା ସେମାନେ ଲାଭ ପାଇପାରିବେ