ନାଗପୁର ଟେଷ୍ଟରେ ଟିମ ଇଣ୍ଡିଆର ଦବଦବା I ଜିତିବାକୁ ଭାରତକୁ ଦରକାର ୫ ୱିକେଟ୍ I କିୱି ଦଳ ଆଗରେ ୫୪୦ ରନର ଟାର୍ଗେଟ
ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ସଂକ୍ରମିତ ଯୁବକଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏନେଇ ସୂଚନା ଦେଇଛନ୍ତି । ତେବେ ଦିନକୁ ଦିନ ଓମିକ୍ରନର ଭୟ ସାରା ଦେଶରେ ଆତଙ୍କ ଖେଳାଇବାରେ ଲାଗିଛି। କେନ୍ଦ୍ର ପକ୍ଷରୁ ଏନେଇ ସତର୍କବାଣୀ ଜାରି କରାଯାଇଛି ।
ତିନି ଟିକିଆ ଟେଷ୍ଟ, ୩ ଟିକିଆ ଦିନିକିଆ ଓ ୪ ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସରିଜ୍ ଖେଳିବାକୁ ଦକ୍ଷିଣ ଆଫ୍ରିକା ଯାଇଥାନ୍ତା ଭାରତୀୟ ଟିମ୍ । ଚଳିତ ମାସ ୧୭ ତାରିଖରେ ଜୋହନ୍ସବର୍ଗରେ ପ୍ରଥମ ମ୍ୟାଚ୍ ଖେଳାଯାଇଥାନ୍ତା ।
କର୍ଣ୍ଣାଟକରେ ଓମିକ୍ରନ୍ ଆକ୍ରାନ୍ତ ପରେ ଏବେ ଦେଶର ଅନ୍ୟ ରାଜ୍ୟକୁ ଘାରିଛି ଓମିକ୍ରନର ଭୟ । ଓମିକ୍ରନ ଚିହ୍ନଟ ଦକ୍ଷିଣ ଆଫ୍ରିକୀୟ ନାଗରିକ ଜଣକ ସ୍ୱଦେଶ ଫେରିଥିଲେ ବି ୭ ଦିନର ରହଣି ଭିତରେ ସେ କେଉଁଠି ଯାଇଥିଲେ, କାହା ସହ ମିଶିଥିଲେ ସେ ନେଇ ତନାଘନା ଚାଲିଛି।
ସୁଧୁରିବନି ପାକିସ୍ତାନ୍ । ଆତଙ୍କରେ ଅନ୍ଧ ଥିବା ଦେଶ ଭୋକିଲାଙ୍କ ଭୋକକୁ ମଧ୍ୟ ଚିହ୍ନିପାରୁନି ।
ଏବେ ବି ବିଶ୍ୱରେ ୩ କୋଟି ୭୭ ଲକ୍ଷ ଲୋକ ଏଡସ୍ ସହ ସଂଗ୍ରାମ କରୁଛନ୍ତି.. କରୋନା ମହାମାରୀ ପରେ ଏଡସ୍ ପୀଡ଼ିତଙ୍କ ସମସ୍ୟା ବଢ଼ିଯାଇଛି..
ଦିନେ ସ୍ୱପ୍ନରେ ବି ଭାବିନଥିଲେ ଦେଶର ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇବେ ବୋଲି । ଅବିରତ ଲୋକଙ୍କ ସେବା କରି ଚାଲିଛନ୍ତି । ଦୃଢ଼ ମନୋବଳ ଓ ଇଛା ଶକ୍ତି ସହ କଠିନ ପରିଶ୍ରମ କରୁଥିବା ଏଇ ଆଶା ଦିଦି ସ୍ଥାନ ପାଇଛନ୍ତି ଦେଶର ଶକ୍ତିଶାଳୀ ମହିଳା ତାଲିକାରେ । ତାଙ୍କ ଅଧ୍ୟବସାୟକୁ ମିଳିଛି ସ୍ୱୀକୃତି। ସାରା ଦେଶରେ ଏବେ ତାଙ୍କୁ ନେଇ ଚର୍ଚ୍ଚା
ଡିସେମ୍ବର ୬ ତାରିଖରେ ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।
ନୂଆବର୍ଷ ଅବସରରେ ରୋଡଟ୍ରିପର ମଜା ଖୁବ୍ ନିଆରା । ପ୍ରକୃତି କୋଳରେ ହଜିଯିବାକୁ କିଛି ସମୟ ବାହାର କରନ୍ତୁ ଓ ବୁଲିବାକୁ ଯାଆନ୍ତୁ ।
ଭାରତରେ କ୍ରିପ୍ଟୋକରେନ୍ସିର ଭବିଷ୍ୟତ କଣ ? ସରକାର ଏହା ଉପରେ ଲଗାମ ଲଗାଇବେ ନା ଖୋଲା ଛାଡିଦେବେ । ଏହା ଉପରେ ସରକାର ଏକ ବିଲ୍ ଆଣିବେ ନା ନାହିଁ ? ଭାରତୀୟ ରିଜର୍ଭ ବ୍ୟାଙ୍କର କଣ ରହିବ ଭୂମିକା ? ସବୁ ପ୍ରଶ୍ନର ଉତ୍ତର ଖୋଜିଲା ବେଳକୁ ଅଧିକ ଜଟିଳ ଲାଗୁଛି କ୍ରିପ୍ଟୋକରେନ୍ସି । କାରଣ ଆମ ଦେଶରେ ଅଛନ୍ତି ପ୍ରାୟ 15 ମିଲିୟନ୍ କ୍ରିପ୍ଟୋ ନିବେଶକ । ସମସ୍ତେ ଚିନ୍ତାରେ । ଜାଣନ୍ତୁ ଏହି ପାଞ୍ଚଟି ପଏଣ୍ଟ ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜମିବ ହକି ଫିଭର । ଏଥର ବିଶ୍ୱକପରେ ଭାଗ ନେଉଛନ୍ତି ଭାରତ ସମେତ ୧୬ଟି ଟିମ୍ । ସମସ୍ତ ଟିମ୍ ପହଁଚି ସାରିଥିବା ବେଳେ କଳିଙ୍ଗ ଷ୍ଟାଡିୟମର ବ୍ଲୁ ଟର୍ଫରେ ଅଭ୍ୟାସ କରୁଛନ୍ତି ଖେଳାଳି । ତେବେ କରୋନା କଟକଣା ପାଇଁ ଷ୍ଟାଡିୟମକୁ ପ୍ରବେଶ ଅନୁମତି ନଥିବାରୁ ନିରାଶ ହୋଇଛନ୍ତି ହକିପ୍ରେମୀ ।
ସଫା ସହର ପାଇଁ ଦେଶର ଟପ୍-୧୦ରେ କିଏ ସ୍ଥାନ ପାଇଲା, କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ପୁରସ୍କାର ଅବସରରେ ହେଲା ଘୋଷଣା।
ଭାରତ କବ୍ଜାରେ T20 ସିରିଜ୍ I ୨ୟ ଇଂନିସ୍ ରେ ଇଂଲଣ୍ଡକୁ ୭ଉଇକେଟରେ ମାତ ଦେଲା ଟିମ୍ ଇଣ୍ଡିଆ।
ଆଜି ଭାରତ-ନ୍ୟୁଜଲାଣ୍ଡ ଦ୍ୱିତୀୟ ଟି ଟ୍ୱେଣ୍ଟି। ରାଞ୍ଚିର JSCA ଇଣ୍ଟରନ୍ଯାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍।
ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୬ଟି ୱିକେଟ୍ ହରାଇ ୧୬୪ ରନ୍ କରିଥିବା ବେଳେ ୧୬୫ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ ।ଭାରତ ମୋଟ୍ ୫ ୱିକେଟ୍ ହରାଇ ୧୯.୪ ଓଭରରେ ୧୬୬ ରନ୍ କରି ବିଜୟ ହୋଇଛି ।
ଚୀନ୍, ବ୍ରିଟେନ୍, ରୁଷ, ଫ୍ରାନ୍ସ, ବ୍ରାଜିଲ ଓ ଜର୍ମାନୀରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ସତରେ କଣ ଏବେ ବୁଷ୍ଟର୍ ଡୋଜର ଆବଶ୍ୟକତା ନାହିଁ? ସାରା ବିଶ୍ୱକୁ ଆନ୍ଦୋଳିତ କରୁଛି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।
ଗତ କିଛିଦିନ ହେବ ଦିଲ୍ଲୀରେ ଭୟଙ୍କର ଭାବରେ ବଢିବାରେ ଲାଗିଛି ପ୍ରଦୂଷଣ, ଏହାରି ମଧ୍ୟରେ ଲକଡାଉନ୍ ପାଇଁ ପ୍ରସ୍ତୁତ ଥିବା ନେଇ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଦିଲ୍ଲୀ ସରକାର
ଶତ୍ରୁ ହୋଇଯାଆନ୍ତୁ ସାବଧାନ । ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତ । ଭାରତ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କଲେ ଶତ୍ରୁଙ୍କୁ ମିଳିବ କରାରା ଜବାବ । ଏହି ଖବରରେ ଜାଣନ୍ତୁ କିପରି ।
ED ଓ CBI ନିର୍ଦ୍ଦେଶକଙ୍କ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇଛନ୍ତି କେନ୍ଦ୍ର ସରକାର
ସୌନ୍ଦର୍ଯ୍ୟ କରଣରେ ଗୋଟିଏ ପାଦ ଆଗରେ ଗାଙ୍ଗପୁର ଥାନା । ଗାଙ୍ଗପୁର ଥାନା ପରିସରରେ ରହିଛି ପାର୍କ, ପୋଖରୀ, ମନ୍ଦିର । ସାରା ଦେଶର ୧୩ ହଜାରରୁ ଅଧିକ ଥାନା ମଧ୍ୟରୁ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ ଗାଙ୍ଗପୁର ଥାନା
ପାକିସ୍ତାନର ପରାଜୟ ପରେ ସୋସିଆଲ ମିଡିଆରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ନେଇ ଢ଼େର୍ ଚର୍ଚ୍ଚା ଆରମ୍ଭ ହୋଇଛି । ସାନିଆଙ୍କୁ ମ୍ୟାଚ୍ ପରଠାରୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।
କୋଭିଡ୍ ଟିକା ପ୍ରସ୍ତୁତିରେ ଭାରତକୁ ମିଳିଛି ବଡ଼ ସଫଳତା..ଭାରତରେ ପ୍ରସ୍ତୁତ କୋଭିସିଲଡ୍ ଓ କୋଭାକ୍ସିନ୍ ଟିକାକୁ ୯୬ଟି ଦେଶର ମଂଜୁରୀ ମିଳିଲାଣି
ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି ଆଫଗାନିସ୍ତାନ ସମ୍ମିଳନୀ । ଇଣ୍ଡିଆନ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ଦ୍ୱାରା ଏହି ସମମ୍ମିଳନୀର ଆୟୋଜନ କରାଯାଉଛି । ଏହି ସମ୍ମିଳନୀରେ ଯୋଗ ଦେବେ ନାହିଁ ଚୀନ୍ ଓ ପାକିସ୍ତାନ । ତେବେ ସମ୍ମିଳନୀକୁ ଆସୁନଥିଲେ ମଧ୍ୟ ଏହି ଦୁଇ ରାଷ୍ଟ୍ର ଭାରତକୁ ତାଲିବାନ ବିରେଧୀ ଦର୍ଶାଇବା ଲାଗି ଭରପୁର ଉଦ୍ୟମ କରୁଛନ୍ତି ।
ବର୍ତ୍ତମାନ ସମୟରେ ଗାଡ଼ିର ପ୍ରତ୍ୟେକ ପାର୍ଟ୍ସର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ତେଣୁ ପମ୍ପଚରର ଦାମ ମଧ୍ୟ ବଢାଯିବା ପାଇଁ ସ୍ଥିର ହୋଇଛି