• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India

Sri lanka Situation
ଭୟଙ୍କର ହେଲାଣି ଶ୍ରୀଲଙ୍କା ସ୍ଥିତି ! ମିଳୁନି ଖାଦ୍ୟ ପାନୀୟ; ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରିଲେ ଲକ୍ଷାଧିକ ଛାତ୍ରଛାତ୍ରୀ

ଶ୍ରୀଲଙ୍କାରେ ବିଭିନ୍ନ ସାମଗ୍ରୀର ଦରଦାମ ଦେଖିବା ଯଦି, ଏବେ ଚା କପ୍‌ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା ।

PAK PM IMRAN KHAN
ଭାରତର ବିଦେଶୀ ନୀତିକୁ ପ୍ରଶଂସା କଲେ ପାକ୍ ପିଏମ୍ ଇମ୍ରାନ୍

ଆସନ୍ତା ୨୫ ତାରିଖରେ ପାକ୍ ସଂସଦରେ ଭୋଟିଂ ହେବ। 

Narendra Modi
କାଉଣ୍ଟରରୁ ଟିକେଟ୍ କାଟି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।

Pak PM Imran Roasted For Tweet On India & Balakot Strike
ଭାରତ ସହ ଯୁଦ୍ଧ କରିବା ପାଇଁ ପାକିସ୍ତାନ ଦେଲା ଆହ୍ୱାନ। କହିଲା, ସରଳତାକୁ ଦୁର୍ବଳତା ନ ଭାବ…

ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଭାରତକୁ ଯୁଦ୍ଧ କରିବାକୁ ଆହ୍ୱାନ ଦେଲା ପାକିସ୍ତାନ। କହିଲା, ସରଳାତାକୁ ଆମର ଦୁର୍ବଳତା ଭାବ ନାହିଁ…ବାଲାକୋଟ୍ ଏୟାର ଷ୍ଟ୍ରାଇକର ତିନିବର୍ଷ ପୂର୍ତ୍ତି ଅବସରରେ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

Afghanistan Weat
ପୁଣି ଆଫ୍‌ଗାନିସ୍ତାନକୁ ସହଯୋଗ କଲା ଭାରତ, ପାକିସ୍ତାନ ଦେଇ ପହଞ୍ଚିଲା ଗହମ

ଆଜି ପୁଣି ୫୦ ହଜାର ମେଟ୍ରିକ ଟନ୍ ଗହମ ଆଫଗାନିସ୍ତାନକୁ ପଠାଇଛି ଭାରତ । ଏହା ପାକିସ୍ତାନ ଦେଇ ଆଫଗାନିସ୍ତାନକୁ ଯିବ ।

3 Years Of Pulwama Attack- The Black Day When India Lost 40 Valiant Warriors
ପୁଲୱାମା ଘଟଣାକୁ ପୂରିଲା ୩ ବର୍ଷ, ପ୍ରେମର ଦିବସରେ ଗୋଲାପ ନୁହେଁ ରକ୍ତର ହୋଲି ଖେଲିଥିଲେ ଆତଙ୍କୀ

ପ୍ରେମର ଦିବସରେ ଲାଲ ଗୋଲାପ ନୁହେଁ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ। ବିସ୍ଫୋରଣ ଓ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ୪୦ ବୀର ଯବାନ। ଦୋହଲି ଯାଇଥିଲା ପୂରା ଦେଶ...ପୁଲୱାମା ଆର୍ଟାକ୍‌କୁ ପୂରିଲା ୩ ବର୍ଷ...ହେଲେ ଆଜି ବି ଭୁଲିହେଉନାହିଁ ସେହି କଳାଦିନକୁ

Special Story | US Warns India Of Chinese Aggression, Vows To Work Together
ଭାରତ ଉପରେ ଆକ୍ରମଣ ପାଇଁ ସଜବାଜ ହେଉଛି ଚୀନ, ସତର୍କ କରାଇଲା ଆମେରିକା...

ଭାରତ ଉପରେ ଆକ୍ରମଣ କରିବ କି ଚାଇନା? ସୀମାରେ ଜୋରସୋରରେ ପ୍ରସ୍ତୁତି ଚଲାଇଥିବା ନେଇ ହ୍ୱାଇଟ୍‌ ହାଉସ ଦେଲା ସୂଚନା। କହିଲା, ସତର୍କ ଥାଅ, କେଉଁ ମୁହୂର୍ତ୍ତରେ ବି ହୋଇପାରେ ଆକ୍ରମଣ…

Odisha Class 10 Student Compiles Book On India Govt Welfare Schemes, Lauded By PM, Vice Prez
ଷୋହଳ ବର୍ଷ ବୟସରେ କଲେ ଏମିତି କାମ, ପ୍ରଶଂସା କଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନାଁ ଯେମିତି କାମ ବି ସେମିତି । ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ଦେଖାଉଛନ୍ତି ଛାତ୍ର ସମ୍ଭବ ମିଶ୍ର । କୋଭିଡ କଟକଣା ବେଳେ ଘରେ ବସି ଲେଖିଦେଲେ ଏକ ବହି । ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଛୁଟି ଆସିଲା ପ୍ରଶଂସା ଉପରେ ପ୍ରଶଂସା । ଅନ୍ୟ କ୍ଷେତ୍ରରେ ମଧ୍ୟ ଦେଖାଉଛନ୍ତି ନିଜର କମାଲ । ଭେଟନ୍ତୁ ଏଇ ପ୍ରତିଭାବାନ ଛାତ୍ରଙ୍କୁ ।

Hope PoK will become part of India by 2024, Says Union Minister Kapil Patil
ଆଉ ୨ ବର୍ଷ ଭିତରେ ଭାରତରେ ମିଶିବ POK?

ଆଉ ମାତ୍ର ୨ ବର୍ଷ ମଧ୍ୟରେ ଭାରତରେ ମିଶିବ POK? କେନ୍ଦ୍ରମନ୍ତ୍ରୀ କହିଲେ, ପିଆଜ କି ପିଜ୍ଜା ଦର କମାଇବା ଆମର ଖାଲି ଲକ୍ଷ୍ୟ ନୁହେଁ POK କୁ ଭାରତରେ ମିଶାଇବା ପାଇଁ କରାଯାଉଛି ରଣନୀତି, ଜାଣନ୍ତୁ ଆଉ କଣ କହିଲେ କେନ୍ଦ୍ରମନ୍ତ୍ରୀ...

Pakistan occupied Kashmir will become part of india by 2024 union minister kapil patil hope
‘୨୦୨୪ ସୁଦ୍ଧା ଭାରତରେ ମିଶିବ POK’

ଆଗାମୀ ୨ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଏକ ଅଂଶ ହୋଇଯିବ । କେନ୍ଦ୍ରମନ୍ତ୍ରୀ କପିଲ୍‌ ପାଟିଲ ଏହି ମନ୍ତବ୍ୟ ଦେଇଛନ୍ତି ।

Sundarbans Is Cyclone Capital Of India- IMD Report
ବାତ୍ୟାର ରାଜଧାନୀ ସୁନ୍ଦରବନ, ତାଲିକାରେ ଓଡ଼ିଶାର ଏହି ଦୁଇ ଜିଲ୍ଲା

ଲଘୁଚାପ ଯଦି ବାତ୍ୟାର ରୂପ ନିଏ, ତେବେ ତାହା ଓଡ଼ିଶା ହେଉକି ପଶ୍ଚିମବଙ୍ଗ ନଚେତ୍ ଆନ୍ଧ୍ରପ୍ରଦେଶ ଆଡେ ମୁହାଁଇଥାଏ। ଗତ କିଛି ଦିନର ତଥ୍ୟକୁ ନେଇ ଏମିତି ରିପୋର୍ଟ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଉ କଣ କଣ ରହିଛି ଆଇଏମଡି ରିପୋର୍ଟରେ ଜାଣନ୍ତୁ...

India Reports 2.86L Covid Cases, 573 Deaths In 24 Hours
ରାଜ୍ୟରେ କମୁଛି ହେଲେ ଦେଶରେ ବଢ଼ୁଛି; ଦିନକରେ ୨,୮୬,୩୮୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କମୁଛି, କିନ୍ତୁ ଦେଶରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ଭାରତରେ ୨ ଲକ୍ଷ ୮୬ ହଜାର ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୯.୫୯ ପ୍ରତିଶତକୁ ବୃଦ୍ଧି ପାଇଛି ।

Know How Dolo 650 Becomes Favourite Medicine In India
ସବୁ ଔଷଧକୁ ପଛରେ ପକାଇ ଡୋଲୋ-୬୫୦ ନମ୍ୱର ଓ୍ୱାନ୍, ଚାହିଦା ସାଙ୍ଗକୁ ଚର୍ଚ୍ଚା

ସୋସିଆଲ୍ ମିଡିଆରେ କରୁଛି ଟ୍ରେଣ୍ଡ। ହସପିଟାଲଠୁ ରୋଗୀ ସବୁଠି ଡୋଲୋ-୬୫୦ର ଚାହିଦା। କରୋନା ମହାମାରୀ ସମୟରେ ଡୋଲୋ-୬୫୦ ଦେଶର ସମସ୍ତ ଔଷଧ କଂପାନୀର ବିକ୍ରିକୁ ପଛରେ ପକାଇ ରେକର୍ଡ କରିଛି। ଆଉ ରାତାରାତି ଏ ମାଲିକ ହୋଇଗଲେ କୋଟିପତି। ଜାଣନ୍ତୁ ଡୋଲୋ-୬୫୦ ମେଡିସିନର ମାଲିକ କିଏ...

Terrorist Attack
ଜାନୁଆରୀ ୨୬ରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଗୁଇନ୍ଦା କହିଲା ସଜାଗ ରୁହ

ଦିଲ୍ଲୀ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ମିଳିଥିବା ଖବର ଅନୁସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଦିଲ୍ଲୀ ପୋଲିସକୁ ନଅ ପୃଷ୍ଠାର ଆଲର୍ଟ ମଧ୍ୟ ସେୟାର କରିଛି ।

Omicron
କାୟା ବିସ୍ତାର କରୁଛି ନୂଆ ଭ୍ୟାରିଆଣ୍ଟ; ସଂଖ୍ୟା ୮ ହଜାର ୮୯୧କୁ ବୃଦ୍ଧି

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୮୯୧କୁ ବୃଦ୍ଧି ପାଇଛି । କାଲି ଠାରୁ ଆଜି ୮.୩୧% ଅଧତ୍କ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Covid Ventilator
କରୋନା ଆକ୍ରାନ୍ତ ଥିଲେ, ସମସ୍ତେ ମେଡିକାଲ ଯିବା ଜରୁରୀ କି ନୁହେଁ ? ଜାଣନ୍ତୁ..

ସଂଶୋଧିତ ଗାଇଡଲାଇନ୍‌ ଅନୁସାରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁନଥିବା ରୋଗୀଙ୍କୁ ସାମାନ୍ୟ ଲକ୍ଷଣଯୁକ୍ତ ରୋଗୀ ଭାବେ ଗଣାହେବ ।

Covid19
ଦେଶରେ କମିଛି ଦୈନିକ ସଂକ୍ରମଣ; ଆଜି ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦିନକରେ ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲିଠାରୁ ୧୩ ହଜାର ୧୧୩ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦେଶରେ ଦିନକରେ ୩୮୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Covid
ଲଗାମ ଧରୁନି ସଂକ୍ରମଣ; ଦିନକରେ ୨,୭୧,୨୦୨ ଆକ୍ରାନ୍ତ

ଗତକାଲିଠାରୁ ଆଜି ଦେଶରେ ୨ ହଜାର ୩୬୯ ଜଣ ଅଧତ୍କ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଦିନକରେ ୨ ଲକ୍ଷ ୭୧ ହଜାର ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୩୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬କୁ ବୃଦ୍ଧି ପାଇଛି।

COVID-19:India Records 1,79,723 Cases, 146 Deaths
ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ...ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି...ଆକ୍ଟିଭ୍‌ କେସ୍‌- ୭,୨୩,୬୧୯; ସୁସ୍ଥ ହେଲେଣି ୩,୪୫,୦୦,୧୭୨...

Vaccination
ଆଜିଠୁ ପ୍ରିକସନ୍ ଡୋଜ୍ ଟିକାକରଣ: କେମିତି ନେବେ ଟିକା, ଆସନ୍ତୁ ଜାଣିବା..

ଦେଶରେ ପୁଣି ଥରେ କାୟା ମେଳାଉଛି କରୋନା । ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ଟିକାକରଣ ଆଜିଠୁ ପୁଣି ଆରମ୍ଭ ହେବ ।

Election 2022
କରୋନା କଟକଣା ମଧ୍ୟରେ ହେବ ନିର୍ବାଚନ, ୧୫ ପରେ ଶୋଭାଯାତ୍ରା ପାଇଁ ଅନୁମତି

୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ECI କହିଲେ- ୫ ରାଜ୍ୟର ୬୯୦ଟି ଆସନ ପାଇଁ ହେବ ନିର୍ବାଚନ, ୫ ରାଜ୍ୟର ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ, ସୁରକ୍ଷିତ ନିର୍ବାଚନ କରାଇବା ଆମର ମୁଖ୍ୟ ଲକ୍ଷ୍ୟ

Vehicle
ଏହି କଥା ଉପରେ ଧ୍ୟାନ ଦେଲେ ବଢିବ ଆପଣଙ୍କ ଗାଡ଼ିର ମାଇଲେଜ୍‌

ମାଇଲେଜ୍‌କୁ ନେଇ ଆପଣ ଚିନ୍ତିତ ଅଛନ୍ତି କି? ଏହି ଉପାୟ ଅବଲମ୍ବନ କଲେ ବଢିଯିବ ଗାଡ଼ି ମାଇଲେଜ୍‌

Corona
ଜାନୁଆରୀ ୧୫ ଆଣିବ ବିପଦ: ବେକାକୁ ହେବ ସଂକ୍ରମଣ !!

ଦେଶରେ ହୁ ହୁ ହୋଇ ବଢୁଛି ସଂକ୍ରମଣ : ଜାନୁଆରୀ ୧୫ ପରେ ଆହୁରି ବଢିବ ସଂକ୍ରମଣ

Coronavirus LIVE: India\'s daily Covid-19 tally crosses 1-lakh mark
ଦିନକରେ ଲକ୍ଷେ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ଦେଶରେ୧ ଲକ୍ଷ ୧୭ ହଜାର ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲିଠାରୁ ଆଜି ୨୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Omicron Death
ଦେଶରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନ ଉଦୟପୁରରେ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଜ ଜଣକ ଜଣେ ୭୩ ବର୍ଷୀୟ ବୃଦ୍ଧ । ତେବେ ସେ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।