• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India

NCRB Report
ଓଡ଼ିଶାରେ ଆତ୍ମହତ୍ୟା ହାର ଉଦବେଗଜନକ : ଦେଶରେ ୧୨ ପ୍ରତିଶତ,ରାଜ୍ୟରେ ୧୨.୩ ପ୍ରତିଶତ

ଓଡ଼ିଶାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା ହାର। ସାରା ଦେଶରେ ଏହା ୧୨ ପ୍ରତିଶତ ଥିବାବେଳେ ଜାତୀୟ ହାରକୁ ଟପି ଓଡିଶାରେ ରହିଛି ୧୨.୩ ପ୍ରତିଶତ। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ପ୍ରାଣ ହରାଉଥିବାବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।

United Nations
ଇଣ୍ଡିଆର ନାଁ ବଦଳାଯାଇ ଭାରତ ରଖାଗଲେ ଆପତ୍ତି ନାହିଁ: ଜାତିସଂଘ

‘ଇଣ୍ଡିଆ’ର ନାଁ ବଦଳାଯାଇ ‘ଭାରତ’ ରଖାଗଲେ ଏଥିରେ ସମ୍ମତି ଦେବାରେ ମିଳିତ ଜାତିସଂଘ (UN)ର କୌଣସି ଆପତ୍ତି ନାହିଁ। G20 ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀ ଆସିଥିବା ମିଳିତ ଜାତିସଂଘର ମହାସଚିବକଙ୍କ ମୁଖ୍ୟ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଏହି କଥା କହି

Virendra Sehwag
‘ବିଶ୍ୱକପ ଜର୍ସିରେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଉ’

ଇଣ୍ଡିଆ ନାଁ ଇଂରେଜମାନେ ଦେଇଛନ୍ତି । ତେଣୁ ଏବେ ଭାରତ ରଖାଯାଉ । ଭାରତ ନାଁ ରଖାଗଲେ ଗର୍ବ ଅନୁଭବ ହେବ । ଆମେ ଭାରତୀୟ, ଆମକୁ ଭାରତ ନାଁ ଦରକାର ବୋଲି କହିଛନ୍ତି ସେହୱାଗ ।

Army Jawan yet to return from Pakistan
୫୦ ବର୍ଷ ବିତିଗଲାଣି...ପାକିସ୍ତାନ ସହ ଯୁଦ୍ଧ କରୁ କରୁ ନିଖୋଜ ହୋଇଗଲେ ଯେ ଏଯାଏଁ ଫେରିଲେନି

ପାକିସ୍ତାନ ସହ ଯୁଦ୍ଧ କରିବାକୁ ବାହାରିଯାଇଥିଲେ । ଏହାରି ଭିତରେ ବିତିଗଲାଣି ୫୦ ବର୍ଷ..ଖବର କାଗଜରେ ଫଟୋ ବାହାରିଲା, ଜେଲରୁ ମୁକୁଳେଇବା ଲାଗି ୱାଘା ବର୍ଡର ଗଲେ ପରିବାର ଲୋକେ, ହେଲେ ବି ଆନନ୍ଦଙ୍କର ମିଳୁନି ଅତ୍ତାପତ୍ତା

Pakistan
ପାକିସ୍ତାନର କୁମ୍ଭୀର କାନ୍ଦଣା ! ବିରାଡ଼ି ବୈଷ୍ଣବ ଭଳି ଜପୁଛି ଶାନ୍ତି ଓ ସୁସଂପର୍କର ମନ୍ତ୍ର

ଏବେ ଘୋର ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ। ଲୋକେ ଭୋକରେ ଡହଳବିକଳ ହେଉଥିବା ବେଳେ, ଖାଦ୍ୟଦର ଆକାଶଛୁଆଁ ।

India, Sri Lanka
ବିପଦ ବେଳେ ହାତ ଛାଡ଼ିଦେଲା ଚୀନ୍ ! ଶେଷରେ ଭାରତ ଶରଣରେ ଶ୍ରୀଲଙ୍କା

ଶ୍ରୀଲଙ୍କାରେ UPI ଆରମ୍ଭ କରିବାକୁ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି, ଅର୍ଥନୈତିକ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଳବିକ ବୃଦ୍ଧି ଆଣିବ ବୋଲି କହିଛନ୍ତି ମୋଦି । ଭାରତର 'ପଡ଼ୋଶୀ ପ୍ରଥମ' ଏବଂ 'ସାଗର' ପ୍ରୟାସରେ ଶ୍ରୀଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାର

Media row
ଭୟ ନା ରାଗ ! ଶେଷ ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ ଚୀନ୍‌ର ନିର୍ଦ୍ଦେଶ

ଭାରତୀୟ ସାମ୍ବାଦିକଙ୍କୁ ଡରୁଛି କି ଚୀନ୍‌ ? ଦେଶ ଛାଡ଼ି ଚାଲିଯିବାକୁ ଭାରତୀୟ ରିପୋର୍ଟରଙ୍କୁ କୁହାଯାଇଛି ।

Viral Video
ବିନା ହେଲମେଟ୍‌ରେ ଦାଦିଙ୍କୁ ଗାଡ଼ିରେ ନେଇ ଯାଉଛି ନାବାଳକ

ମୁଣ୍ଡରେ ହେଲମେଟ୍‌ ନାହିଁ କି ତଳକୁ ଠିକ୍‌ରେ ଗୋଡ ପାଉନି । ହେଲେ ବି ଫୁଲ୍‌ ସ୍ପିଡରେ ଗାଡି ନେଇଯାଉଛନ୍ତି ନାବାଳକ । ଅନ୍ୟ ଚାଳକ କହୁଛନ୍ତି ଧୀରେ ଚଳାଅ, ହେଲେ ଶୁଣୁନାହାନ୍ତି ନାବାଳକ ଜଣକ । ଭାଇରାଲ ହେଲା ଭିଡିଓ

New Parliament building
ନୂଆ ସଂସଦ ଭବନ : କେଉଁଠୁ ଆସିଛି କେଉଁ ଜିନିଷ ?

ଦେଶକୁ ମିଳିଲା ନୂଆ ସଂସଦ ଭବନ । ଗଣତନ୍ତ୍ରର ଭବ୍ୟ ମନ୍ଦିର ଲାଗି ଜାଣନ୍ତୁ କେଉଁଠୁ ଆସିଛି କେଉଁ ସାମଗ୍ରୀ ?

world’s most populous nation
ପଛରେ ପଡ଼ିଲା ଚୀନ୍‌ ! ଭାରତ ଏବେ ବିଶ୍ୱର ସର୍ବାଧିକ ଜନବହୁଳ ଦେଶ

ଜନସଂଖ୍ୟା ରିପୋର୍ଟ ଅନୁସାରେ ଭାରତ ଏବେ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ।

BJD
ବିଜେଡି ଦେଶର ୨ୟ ଧନୀ ଆଞ୍ଚଳିକ ଦଳ

ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍ ଆୟ ୧୨୧୩. ୧୩୨ କୋଟି । ସେଥିରୁ କେବଳ ବିଜେଡିର ଆୟ ୩୦୭.୨୮୮ କୋଟି।

Indias tiger population rises
ବାଘ ମାମୁଙ୍କ ପାଇଁ ନିରାପଦ ଭାରତ, ବଢୁଛି ସଂଖ୍ୟା

ଦେଶରେ ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଖୁସିର କଥା ଓଡ଼ିଶା ଆସୁଥିବା ଇଷ୍ଟର୍ଣ୍ଣ ଘାଟରେ ମଧ୍ୟ ବାଘ ସଂଖ୍ୟା ବୃଦ୍ଧି ପାଇଛି ।

BJD
ବିଜେଡି ଦେଶର ୨ୟ ଧନୀ ଆଞ୍ଚଳିକ ଦଳ

ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍ ଆୟ ୧୨୧୩. ୧୩୨ କୋଟି । ସେଥିରୁ କେବଳ ବିଜେଡିର ଆୟ ୩୦୭.୨୮୮ କୋଟି।

high possibility of  war
'ଭାରତ ଓ ଚୀନ୍ ମଧ୍ୟରେ ହୋଇପାରେ ଯୁଦ୍ଧ'

ଆମେରିକା ଗୁଇନ୍ଦା ସଂସ୍ଥାର ଚାଞ୍ଚଲ୍ୟକର ଆକଳନ

menstrual
ମାସିକ ଋତୁସ୍ରାବ ସମୟରେ ମିଳିବ କି ଛୁଟି ? ଏମିତି କହିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରିବାକୁ ମନା କରିଦେଇଛନ୍ତି କିନ୍ତୁ ଏହା ପଲିସି ମ୍ୟାଟର ହୋଇଥିବାରୁ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ ଆବେଦନ କରିବାକୁ ପରାମର୍ଶ ଦେବା ସହିତ ଆଗତ ମାମଲାକୁ ଖାରଜ କରିଦେଇଛନ୍ତି

submerge underwater
ମାଡି ଆସୁଛି ବିପଦ ! ଖୁବଶୀଘ୍ର ସମୁଦ୍ରରେ ବୁଡ଼ିପାରେ ଏଇ ସବୁ ସହର...

ଭାରତ, ଚୀନ, ବାଙ୍ଗଲାଦେଶ ଓ ନେଦରଲ୍ୟାଣ୍ଡକୁ ଭୟଙ୍କର ବିପଦର ସାମ୍ନା କରିବାକୁ ପଡିପାରେ । ପରିବେଶ ସନ୍ତୁଳନ ହରାଇବା ପରେ ଯେମିତି ଋତୁଚକ୍ରରେ ପରିବର୍ତ୍ତନ ହେଉଛି ଖୁବ କମ୍‌ ଦିନ ମଧ୍ୟରେ ଦେଶର ଉପକୂଳବର୍ତ୍ତୀ ସହର ସମୁଦ୍ରରେ ମିଶିବା ନେଇ ଆକଳନ କରୁଛନ୍ତି ବିଶେଷଜ୍ଞ।

History of India from Hindusthan to Hindustan
ଥିଲା ଭାରତବର୍ଷ; କାହିଁକି ହେଲା ଇଣ୍ଡିଆ

ଦେଶ ସ୍ୱାଧୀନତା ହେବା ପରେ ସମ୍ବିଧାନ ସଭାରେ ଦେଶର ନାମ ନେଇ ପ୍ରଶ୍ନ ଉଠିଲା ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ହେବାକୁ ଯାଉଥିବା ଏ ଦେଶର ନାମ କ’ଣ ରଖାଯିବ। ସମ୍ବିଧାନ ସଭାରେ ଭାରତ, ହିନ୍ଦୁସ୍ତାନ, ହିନ୍ଦ୍ ଏବଂ ଇଣ୍ଡିଆ ଭଳି ନାମ ବାବଦରେ ଅନେକ ଆଲୋଚନା ହେଲା।

Turkey-Syria earthquakes
ତୁର୍କୀରେ ପ୍ରକୃତିର ତାଣ୍ଡବ ! ମାଟିରେ ମିଶିଯାଇଛି କୋଠାବାଡ଼ି, ଚାପି ହୋଇ ରହିଛି ଶହ ଶହ ଜୀବନ

ତୁର୍କୀର ମହାବିପତ୍ତି ବେଳେ, ସହଯୋଗର ହାତ ବଢ଼ାଇଛି ଭାରତ । ତୁର୍କୀକୁ ୨ଟି C-17 ଗ୍ଲୋବମାଷ୍ଟର ବିମାନରେ ୧୦୦ ଏନ୍‌ଡିଆରଏଫ୍ ଯବାନ, ସ୍ୱତନ୍ତ୍ର ପ୍ରଶିକ୍ଷିତ ଡଗ୍ ସ୍କ୍ବାଡ୍, ଡ୍ରିଲିଂ ମେସିନ, ରିଲିଫ ସାମଗ୍ରୀ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ଉପକରଣ ପଠାଯାଇଛି । ଅନ୍ୟପକ୍ଷରେ ଭାରତକୁ ବିପଦ ବେଳର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ତୁର୍କୀ ରାଷ୍ଟ୍ରଦୂତ ।

Turkey Earthquake
ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ

ମୁହୂର୍ତ୍ତକ ମଧ୍ୟରେ ଧରାଶାୟୀ ହେଉଛି ବିରାଟ ଅଟ୍ଟାଳିକା । ଦେଖୁ ଦେଖୁ ମାଟିରେ ମିଶିଯାଉଛି ୬ ତାଲା ବିଲଡିଂ । ଆଉ ତା’ଭିତରେ ଚାପି ହୋଇଯାଇଛନ୍ତି ଶତାଧିକ ଲୋକ । ତୁର୍କୀରେ ଏମିତି ତାଣ୍ଡବ ରଚିଛି ପ୍ରକୃତି । ଗୋଟିଏ କି ଯୋନିଏ ନୁହେଁ ଏଭଳି ଶହ ଶହ କୋଠା, ହଜାର ହଜାର ଘର ଭୁଶୁଡିପଡିଛି ଭୂକମ୍ପର ଝଟ୍‌କାରେ । ଆଖି ପିଛୁଳାକେ ଛାରଖାର ହୋଇଯାଇଛି ତୁର୍କୀର ଏକାଧିକ ସହର ।

pakistan
ସିନ୍ଧୁ ଜଳ ସନ୍ଧିରେ ସଂଶୋଧନ ଚାହୁଁଛି ଭାରତ : ପାକିସ୍ତାନ ଅମାନିଆ ହେବାରୁ ତେଜିଲା ବିବାଦ

ଚୁକ୍ତି ଉଲ୍ଲଂଘନ ପାଇଁ ନୋଟିସ୍ ପଠାଇଲା ଭାରତ, ଆଲୋଚନା ପାଇଁ ଦେଲା ୯୦ ଦିନର ମହଲତ୍

 India
ଭାରତ ଆସିବେ ପାକ୍ ମନ୍ତ୍ରୀ ? ଶତ୍ରୁ ଦେଶକୁ ଗଲା ନିମନ୍ତ୍ରଣ ପତ୍ର

ପାକିସ୍ତାନ ସହ ଚୀନକୁ ବି ଡାକିଲା ନୂଆଦିଲ୍ଲୀ

Rice
ବର୍ଷେ ଯାଏ ମିଳିବ ମାଗଣା ରାସନ୍‌, ଉପକୃତ ହେବେ ୮୦ କୋଟିରୁ ଅଧିକ ଲୋକ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ପୁଣି ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ, ଗହମ ପାଇବେ ଆପଣ...୨୦୨୩ ଡିସେମ୍ବର ଯାଏଁ କାର୍ଯ୍ୟକାରୀ ହେବ ଯୋଜନା

Christmas Day
ଧରାବତରଣ କରିବେ ଯୀଶୁ

ଆଉ ମାତ୍ର ୪ ଘଂଟାର ଅପେକ୍ଷା...ଧରାବତରଣ କରିବେ ଯୀଶୁ...ଆନନ୍ଦ ଉଲ୍ଲାସରେ ବଡଦିନ ପାଳନ ପାଇଁ ସବୁଠି ସରିଛି ପ୍ରସ୍ତୁତି

woman beggar donates all her life savings to lord jagannath
ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ

ଜଗନ୍ନାଥଙ୍କ ପ୍ରେମରେ ବୃଦ୍ଧା ଭିକ୍ଷୁକ: ମନ୍ଦିରକୁ ଦାନ କଲେ ଜୀବନଯାକର ସଞ୍ଚିତ ଧନ